Browsing Tag

patanagarh news

ଆଦିବାସୀ ଶବର ମହାସଂଘର ରାଜ୍ୟସ୍ତରୀୟ ଗୁଗୁଲ ମିଟ ଓ ଆଲୋଚନା ଚକ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବର୍ତ୍ତମାନ ଦେଶରେ କରୋନା ମହାମାରୀକୁ ଆଖି ଆଗରେ ରଖି ଗୁଗୁଲ ମିଟ ମାଧ୍ୟମରେ ରାଜ୍ୟ ସ୍ତରୀୟ ଶବର ସମାଜର ମହାସଭା ଓଡିଶା ରାଜ୍ୟ ଶବର କଲ୍ୟାଣ ମହାସଂଘ ତରଫରୁ ଭିଡିଓ କନଫରେନ୍ସି ଜରିଆରେ ରାଜ୍ୟସ୍ତରୀୟ ଶବର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି । ମହାସଂଘର
Read More...

ସେବା ଚେରିଟେବୁଲ ଟ୍ରଷ୍ଟର ହସ୍ତକ୍ଷେପ ପରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ୭ ବର୍ଷର…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲାପଡା ବ୍ଳକ ଖଲିପଥର ପଞ୍ଚାୟତ ତେନ୍ତୁଳି ମୁଣ୍ଡା ଗ୍ରାମର ଈଶ୍ଵର ସୁନାଙ୍କ ପୁଅ ରାଘବ ସୁନା ବୟସ(୭) । ରାଘବ ଦୀର୍ଘ ୫ ବର୍ଷ ହେବ କିଡନୀ ରୋଗରେ ପୀଡିତ ହୋଇଛନ୍ତି । ଈଶ୍ଵର ଜଣେ ଦିନ ମଜୁରୀଆ ହୋଇଥିବାରୁ ନିଜ
Read More...

ତୈଳଦର ବୃଦ୍ଧି ପ୍ରତ୍ୟାହାର ଦାବୀରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦରର ବୃଦ୍ଧି ପ୍ରତ୍ୟାହାର ଦାବୀରେ ପାଟଣାଗଡ଼ ଜାତୀୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ କରାଯାଇଛି । ପିସିସି ସଭ୍ୟ ଅନିଲ କୁମାର ମେହେରଙ୍କ ନେତୃତ୍ବରେ ସକାଳ ୭ ଠାରୁ ୧୧ ପର୍ୟ୍ୟନ୍ତ ୪ ଘଣ୍ଟା
Read More...

ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କୁହାଯାଇଛି ଯେ, ବର୍ତ୍ତମାନ ସାରା ବିଶ୍ବରେ କରୋନା ମହାମାରୀ ବିପତ୍ତି ସମୟରେ ଲଡ ଡାଉନ୍ ସଟଡାଉନ ଓ କର୍ଫ୍ୟୁ
Read More...

ସେବା ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ସୁନୀଲ ସିଂଙ୍କ ଜନ୍ମ ଦିନ ଅବସରରେ ଡାକ୍ତରଖାନାରେ ଫଳ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆହୋରାତ୍ର ଦୁଃଖୀ, ଦରିଦ୍ରଙ୍କ ସେବା କରିବା, ଗରିବ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ, ବସ୍ତ୍ର ବଣ୍ଟନ କରିବା, ଗରିବ ଅସହାୟ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ଭିନ୍ନକ୍ଷମ ମାନଙ୍କ ପ୍ରମାଣ ପତ୍ର ବନେଇ ତାଙ୍କୁ
Read More...

ପାଟଣାଗଡ଼ ସାଂସ୍କୃତିକ ପରିଷଦ ତରଫରୁ ମୌସୁମୀ କବିତା ଆସର

ପାଟଣାଗଡ଼, (ଗୋରେଖନାଥ ବରିହା) : ମୌସୁମୀର ଆଦ୍ୟ ଆଗମନକୁ ସ୍ୱାଗତ ଜଣାଇ ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍‌ଚୁଆଲ୍‌ କବିତା ଆସର ଆଜି ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂପାଦକ ଦିଲିପ କୁମାର ମିଶ୍ର ତଥା ସଭ୍ୟ ଆଶିଷ ଚନ୍ଦନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କବିତା ପାଠୋତ୍ସବରେ
Read More...

ଡାକ୍ତରଖାନାରେ ରୋଗୀଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ସାରା ରାଜ୍ୟରେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ରାଜ୍ୟ ସରକାର ପକ୍ଷରୁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇ ଥିବା ବେଳେ ପ୍ରତେକ ଶନିବାର ଓ ରବିବାର ଦିନ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସେବା
Read More...

ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ଅମୃତଧାରା ଅଚଳ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ କାର୍ଯ୍ୟାଳୟରେ ଥିବା ଅମୃତଧାରା ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି । ଯାହା ଫଳରେ ବ୍ଳକକୁ ଆସୁଥିବା ଲୋକମାନେ ପାନୀୟ ଜଳ ଟିକିଏ ପାଇଁ ହଇରାଣ ହେଉଛନ୍ତି । ହେଲେ ଅତି ପାଖରେ ଅଛି ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ
Read More...

ବିଦେଶୀ ମଦ ଦୋକାନ ବନ୍ଦ ପାଇଁ ଆଦିବାସୀ ସଂଘର ଦାବୀପତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜସ୍ୱ ସଂଗ୍ରହ ମୋହରେ ରାଜ୍ୟ ସରକାର ଗାଁ ଗାଁରେ ମଦ ଭାଟି, ମଦ କୋଠି, ବିଦେଶୀ ମଦ ଦୋକାନ ଖୋଲି ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ହଜାର ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରୁଥିବା ବେଳେ ଜନସାଧାରଣଙ୍କ ସ୍ୱାର୍ଥକୁ
Read More...

ଜୁଆ ଖେଳ ଉପରେ ଚଢ଼ଉ : ପାଞ୍ଚ ବାଇକ୍ ସହ ପାଞ୍ଚ ଜୁଆଡି ଗିରଫ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ଓ ଚୋରା କାରବାର, ଡକାୟତି ଘଟଣା, ବେଆଇନ ଜୁଆ, ସଟ୍ଟା ବଢ଼ିବାରେ ଲାଗୁଥିବା ବେଳେ ବେଆଇନ କାରବାର ଅଞ୍ଚଳରେ ଏକ ଭୂସ୍ୱର୍ଗ ପାଲଟିଛି । ନୂତନ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ
Read More...