Browsing Tag

padmapur news

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦଶମ ଶ୍ରେଣୀ ପରୀକ୍ଷାକୁ ଦୃଷ୍ଟିରେ ରଖି କିପରି ଶୃଙ୍ଖଳିତ ଏବଂ ଚାପ ମୁକ୍ତ ହୋଇ ଛାତ୍ରୀମାନେ ବୋର୍ଡ଼ ପରୀକ୍ଷା ଦେବେ ଏ ଉପରେ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଏକ ଆଲୋଚନା ସଭା ଅନୁଷ୍ଠିତ
Read More...

ପାଇକମାଲ ବିଜେପି ଦ୍ୱାରା ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ

କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାକୁ ଆଗାମୀ ଦିନରେ ଆହୁରି ସୁଦୃଢ କରିବାକୁ ହେଲେ ସାଧାରଣଙ୍କର ସହଭାଗିତା ହିଁ ଏକାନ୍ତ କମ୍ୟ : ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ବିକଶିତ ଭାରତ ୨୦୪୭ ସଂକଳ୍ପ ବାର୍ତ୍ତା ଓ କେନ୍ଦ୍ର ମୋଦୀ ସରକାରଙ୍କ ବିଭିନ୍ନ ଜନ
Read More...

ପଶୁ ଡାକ୍ତରମାନଙ୍କର ଆନ୍ଦୋଳନର ପ୍ରଭାବ : ଚିକିତ୍ସା ଅଭାବରୁ ପୋକ ମାଛି ପରି ମରୁଛନ୍ତି ପଶୁପକ୍ଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମଗ୍ର ରାଜ୍ୟରେ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନେ ଦୀର୍ଘ ୨୨ ଦିନ ହେଲା ଆନ୍ଦୋଳନରେ ବସିଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପଶୁପକ୍ଷୀଙ୍କ ଉପରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ବିଭିନ୍ନ ପ୍ରକାର ପ୍ରାଣୀ ତଥା ଗାଈ ଗୋରୁ, ଛେଳି,
Read More...

ଲେମଧର ସେବାଶ୍ରମର ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମାଜିକ ପରିବର୍ତ୍ତନ ପାଇଁ ଭଲ ମଣିଷ ଆବଶ୍ୟକ । ଭଲ ମଣିଷ ହେବାକୁ ପିଲାଟି ଦିନରୁ ମୂଳଦୁଆ ପଡିଥାଏ । ଏହା କେବଳ ବିଦ୍ୟାଳୟରୁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣରୁ ତା' ଭିତରେ ଦୟା, କ୍ଷମା, ଶାନ୍ତି, ସହିଷ୍ଣୁତା, ପରୋପକାର ମନୋଭାବ
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି ବାଞ୍ଛାନିଧି ନାୟକଙ୍କ ଆଶୁ ଆରୋଗ୍ୟ କାମନା କଲେ ପୂର୍ବତନ ବିଧାୟକ ପ୍ରଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବିଶିଷ୍ଟ କୃଷକ ନେତା ତଥା ରାଜବୋଡାସମ୍ବର କୃଷକ ସଙ୍ଗଠନର ସଭାପତି ବାଞ୍ଛାନିଧି ନାୟକ ଅସୁସ୍ଥତା ଯୋଗୁଁ ବରଗଡର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ସାମାନ୍ୟ ସୁସ୍ଥତା ପରେ ସେ ଘରକୁ ଫେରିଛନ୍ତି । ଅଞ୍ଚଳର ଜଣେ କୃଷକ
Read More...

ବିଶ୍ଵ କର୍କଟ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ କମ୍ୟୁନିଟି ହେଲ୍‌ଥ୍‌ ଅଫିସର ଦୀପକ ସାହୁଙ୍କ ସଂଯୋଜନାରେ ଏକ କର୍କଟ ସଚେତନତା କାର୍ଯ୍ୟକ୍ରମ ତଥା ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶ୍ରୀ ସାହୁ କର୍କଟର କାରଣ ଓ
Read More...

ପଦ୍ମପୁର ବିଜେପି ପକ୍ଷରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସହରର କଚେରୀ ଛକଠାରେ ଭାରତୀୟ ଜନତା ପାର୍ଟି ତରଫରରୁ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ପ୍ରିୟ ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ନେତା ରାମକୃଷ୍ଣ ପୁରୋହିତ, ନଗର ସଭାପତି ସୁନିଲ ଅଗ୍ରୱାଲ
Read More...

ବିଜେପି ଯୁବନେତାଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଦହିତା ମଣ୍ଡଳ ଆଇଟି ସଂଯୋଜକ ବିଜେପି ଯୁବ ନେତା ସଞ୍ଜୟ ସାହୁଙ୍କ ପିତା କୃଷ୍ଣଚନ୍ଦ୍ର ସାହୁଙ୍କ ୭୪ ବର୍ଷ ବୟସରେ ବୁର୍ଲା ସ୍ଥିତ ବଡ ଡାକ୍ତରଖାନାରେ ସୋମବାର ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ୨ପୁଅ ସଞ୍ଜୟ, ସୂରଜ ୨
Read More...

ଛୋଟଅନକୀ ଗ୍ରାମପଞ୍ଚାୟତରେ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଛୋଟଅନକୀ ଗ୍ରାମପଞ୍ଚାୟତରେ ରାଜ୍ୟ ସରକାରଙ୍କ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ଚିନ୍ତାମଣି ରାଉତ ଓ ସମିତି ସଭ୍ୟ ସତ୍ୟମ ପ୍ରଧାନ ମା' ସମଲେଇ ଓ ମହାପ୍ରଭୁ
Read More...

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାେଇଛି । ଛାତ୍ରଛାତ୍ରୀମାନେ ସକାଳ ୧୧ଟା
Read More...