ଦୀର୍ଘ ଛଅ ମାସ ପରେ ବି ମିଳିନି ମନରେଗା ପାଉଣା : କାଲିଠୁ ଧାରଣା
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଟେମରୀ ଗ୍ରାମରେ ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର କେତେକ ଶ୍ରମିକ ଦୀର୍ଘ ଛଅ ମାସ ପୂର୍ବେ ଟେମରୀ ଗ୍ରାମର ମଶାଣିକୁଣ୍ତି ବନ୍ଧରେ ଏନଆରଜିଏଏସ୍ ଯୋଜନା!-->…
Read More...
Read More...