Browsing Tag

padmapur news

ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିପତ ବୟସରେ ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପରିତ୍ୟକ୍ତ ଭତ୍ତା ଇତ୍ୟାଦି ଯୋଜନା ମାନ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନର ଅବହେଳା
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଅସହାୟ ବିଧବାଙ୍କୁ ମିଳିଲା ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ରେ ଖବର ପ୍ରସାରଣ ପରେ ଜଣେ ଅସହାୟ ବିଧବାଙ୍କୁ ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଦିନ ‘କୋଶଳ ପ୍ରବାହ’ ନ୍ୟୁଜ୍‌ ପୋର୍ଟାଲ୍‌ରେ ‘୧୦ ବର୍ଷ ହେଲା ଅସହାୟ ବିଧବାଙ୍କୁ
Read More...

ଦେଶୀ ଧାନ କ୍ଷେତ୍ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ସାରସମାଲ ଠାରେ ଥିବା ଦଶ ଏକର ପରିମିତ ଚାଷ ଜମିରେ ୧୬ ପ୍ରକାର ଦେଶୀ ଧାନ ଚାଷ କରାଯାଇଥିବା ଜମିକୁ ବିଭିନ୍ନ ଗ୍ରାମର ଚାଷୀମାନେ ପରିଦର୍ଶନ କରିଛନ୍ତି । ଏ ପରିପେକ୍ଷୀରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଦେଶୀ ବିହନ ସୁରକ୍ଷା
Read More...

ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ୱାମୀଙ୍କ ଗିରଫକୁ ନେଇ ବିକ୍ଷାେଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରିପବ୍ଲିକ ଟିଭିର ଚିଫ ଏଡିଟର ତଥା ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗାେସ୍ବାମୀଙ୍କୁ ମହାରାଷ୍ଟର ମିଳିତ ସରକାର ଚକ୍ରାନ୍ତ କରି ଗିରଫ କରିବା ନେଇ ଆଜି ଜନସାଧାରଣରେ ତୀବ୍ର ନିନ୍ଦା କରାଯାଇଛି । ଆଜି ଅପରାହ୍ନରେ ପାଇକମାଲ ବ୍ଲକର ଲଖମରା ଗ୍ରାମସ୍ଥିତ ଗାନ୍ଧୀ
Read More...

ନିଜ ପିଲାଙ୍କୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ମାନସ ରଂଜନ ନାୟକ

ପ‌ଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ପଶ୍ଚିମ ଓଡିଶା ଯୁବ ସେନା ତରଫରୁ ଆଜି ପାଇକମାଲ ତହସିଲ ଅଫିସରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗଡ଼ିକୁ ବନ୍ଦ ନ କରିବା
Read More...

ଛତୁଆ ଘୋଟାଲା ଅଭିଯୋଗରେ ଧାରଣାରେ ବସିଲେ ସ୍ୱୟଂ ସହାୟିକା ଗୋଷ୍ଠୀ

ପଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ପାଇକମାଲ ବ୍ଲକରେ ଅଧୀନରେ ଆଇସିଡିଏସ.ର ଛତୁଆ ବଣ୍ଟନ ପାଇଁ ଛତୁଆ କେନ୍ଦ୍ର ଚୟନରେ ଅନିୟମତା ଏବଂ ହେରଫେର ଅଭିଯୋଗ କରି ପାଇକମାଲ ବ୍ଲକ ପରିସରରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର ସଦସ୍ୟାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗତ କାଲିଠାରୁ ଧାରଣାରେ ବସିଛନ୍ତି
Read More...

ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧିମାନେ ତା‌ଙ୍କ ପିଲା‌ଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ପଶ୍ଚିମ ଓଡିଶା ଯୁବ…

ପଦ୍ମପୁର, (ନିରୋଜ କୁମାର ପାଣୀ) : "ପଶ୍ଚିମ ଓଡିଶା ଯୁବ ସେନା" ତରଫରୁ ଆଜି ବିଜେପୁର ତହସିଲ ଅଫିସରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡ଼ିକୁ ବନ୍ଦ ନ କରିବା
Read More...

ଦାସକାଠିଆ ଗାୟକ ପୁଣି ଫେରିବେ କଳା ଦୁନିଆଁକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ବାନ୍ଦୁପାଲି ଗ୍ରାମର ବିଶିଷ୍ଟ କଳାକାର ବଳରାମ ପଣ୍ଡା ପୁଣି ଫେରିବି କଳା ଦୁନିଆଁକୁ । ସାରା ପଶ୍ଚିମ ଓଡିଶାରେ ଦାସକାଠିଆ ମାଧ୍ୟମରେ ପରିଚିତ ବଳରାମ ପଣ୍ଡା ୫ ବର୍ଷ ହେବ କଳା ଦୁନିଆଁରୁ ବିଦାୟ ନେଇଥିଲେ । ସେ ୨୫
Read More...

ଚର୍ଚ୍ଚାରେ ବୁଡାମାଲ ସରପଞ୍ଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ବୁଡାମାଲ ଗ୍ରାମ ପଞ୍ଚାୟତରେ ଉନ୍ନତି ମୂଳକ କାମ ଜୋରସୋରରେ ଚାଲିଛି । ଏମ୍‌ଜିଏନଆରଜିଏସ କାମ ଠୁ ଆରମ୍ଭ କରି କଂକ୍ରିଟ୍, ଭତ୍ତା, ବିଲଡିଂ ଗୃହ ନିର୍ମାଣ ଏମିତି ଅନେକ କାମ ଗୁଡିକ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଜରିଆରେ କମ ସମୟ
Read More...

ରାଜ୍ୟ ସରକାରଙ୍କ ଆଇନକୁ ବେଖାତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ପ୍ରଣୟନ କରୁଛନ୍ତି ଅନେକ ଯୋଜନା । ଲୋକେ ଯେମିତି ହଇରାଣ ନ ହେବେ ସେଥିପାଇଁ ରାଜ୍ୟରେ କାର୍ୟ୍ୟକାରୀ ହେଉଛି ସରକାରଙ୍କ ନିର୍ଦ୍ଦେଶ । ଏଥିପାଇଁ କାମ କରୁଛି ୫ଟି ଏବଂ "ମୋ ସରକାର" ବିଭାଗ । ପୂର୍ଣ୍ଣ ପାରଦର୍ଶିତା ସହ
Read More...