ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମଦିନ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଭଜନ ମଣ୍ଡଳୀ ଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୫ତମ ଜନ୍ମଦିନ ପାଳିତ ହୋଇଯାଇଛି । ଆବାହକ ସନ୍ତୋଷ କୁମାର ପାଢୀଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ୯୫ ଗୋଟି ପ୍ରଦୀପ ପ୍ରଜ୍ଜଳିତ କରାଯାଇ ଜନ୍ମ ଲଗ୍ନ ଘୋଷଣା!-->…
Read More...
Read More...