Browsing Tag

padampur news

ମହୁଲପାଲିଠାରେ ଶ୍ରାବଣ ପୂର୍ଣ୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଶନିବାର ଶ୍ରାବଣ ପୂଣ୍‌ମା ଅବସରରେ ଐତିହାସିକ ୧୨ଶହ ଅଙ୍ଗ ଆଳତୀ କରାଯାଇଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଲତାକୁ ଉପାସନା କରିବାର ଧାରା ରହି
Read More...

ନୃସିଂହନାଥରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ବିନ୍ଧ୍ୟ ବାସିନୀ ମଣ୍ଡପରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ ଆଦିବାସୀ ସମାଜ ମାନଙ୍କୁ ନେଇ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଗେଟ୍ ସମ୍ମୁଖରୁ ଏକ
Read More...

ପ୍ରଭୁ ନୃସିଂହନାଥଙ୍କ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ନୂଆଁଖାଇ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ୨୮ ତାରିଖ ଗୁରୁବାର ଦିନ ପ୍ରଭୁ ନୃସିଂହନାଥ ଓ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି
Read More...

ବୋଡ଼ାସମ୍ବର ଭୁଲିଆ ଯୁବାମଞ୍ଚ ତରଫରୁ ଗଙ୍ଗାଧର ଜୟନ୍ତୀ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶନିବାର ଦିନ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଅବସରରେ ପଦ୍ମପୁରରେ ପାଳିତ ହୋଇଯାଇଛି ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ । ଏହି ଅବସରରେ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ତରଫରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ପଦ୍ମପୁର ନଗରରେ
Read More...

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କବିବରଙ୍କର ସ୍ମୃତି ଚରଣ ପାଇଁ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ
Read More...

ଗଜରାଜ ଆତଙ୍କ : ମୋତିପାଲିରେ ଘର ଭାଙ୍ଗିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ମୋତିପାଲି ଗାଁର ଜଣେ ବ୍ୟକ୍ତିର ଘରକୁ ହାତୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଗନ୍ଧମାର୍ଦ୍ଦନ ପର୍ବତକୁ ଲାଗି ରହିଥିବା ମୋତିପାଲିକୁ ଜଙ୍ଗଳରୁ ଭୋର ୩ଟାରେ ଏକ ବଣୁଆ ହାତୀ ଗାଁକୁ ପ୍ରବେଶ କରିଥିଲା
Read More...

ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର,(ନିରୋଜ କୁମାର ପାଣୀ) : ପଦ୍ମପୁର ବୋଡ଼ାସମ୍ବର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ' ସିରଜିନା ' ତରଫରୁ ଆଗାମୀ ଅଗଷ୍ଟ ୧ ତାରିଖ ତଥା ଗୁରୁ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନଙ୍କ ଜନ୍ମ ଜୟନ୍ତୀକୁ ' ସମ୍ବଲପୁରୀ ଦିନ ' ଭାବରେ ପାଳନ କରିବା ପାଇଁ ଅନୁଷ୍ଠାନର
Read More...

ଶ୍ରୀ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛତା ଓ ଜୋତା ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶ୍ରୀସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ଶୀତଳ ଷଷ୍ଠୀ କମିଟି ତରଫରୁ ଛାତ୍ରୀମାନଙ୍କୁ ଛତା ଓ ଜୋତା ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନୃସିଂହନାଥ ନିକଟରେ ଥିବା କୁଳିତା ଜାତିର ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ଭୋଗ ମଣ୍ଡପ ଗୁରୁବାର ଭୋଗ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଭୋଗ ବଣ୍ଟନ ପୂର୍ବରୁ ମନ୍ଦିର ପୂଜକ ପୂଜାପାଠ କରି ଦୀପ ଜଳାଇ ଥିବାବେଳେ ହାଡୁ ସାହୁ
Read More...

ପଦ୍ମପୁର ଲାୟନ୍ସ କ୍ଲବର ବୋର୍ଡ ଅଫ ଡାଇରେକ୍ଟରସ୍ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାୟନ୍ସ କ୍ଲବର ୨୦୨୫-୨୬ ବର୍ଷର ପ୍ରଥମ ବୋର୍ଡ ଅଫ ଡାଇରେକ୍ଟରସର ବୈଠକ ସଭାପତି ଲାୟନ୍ ପ୍ରିତମ ମେହେରଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ସମୟରେ ହେବାକୁ ଥିବା ସେବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ
Read More...