Browsing Tag

padampur news

୩୫ତମ ସାର୍ବଜନୀନ କାଳୀପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡାଠାରେ ଅନୁଷ୍ଠିତ ୩୫ତମ ସାର୍ବଜନୀନ କାଳୀପୂଜା ପାଇଁ ଗୁରୁବାର ଅପରାହ୍ନରେ କଳସ ଯାତ୍ରା ସହ ଖଣ୍ଡଧୁଆ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିରାଡ଼ମ୍ବର ଭାବେ ହନୁମାନପଡା କାଳୀ ମଣ୍ଡପରୁ ଶୋଭାଯାତ୍ରା ବାହାରିଥିଲା ଏବଂ ସ୍ଥାନୀୟ କଣ୍ଟା ବନ୍ଧରୁ…
Read More...

ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଦୀପାବଳି ଅବସରରେ ବରଗଡ଼ ସ୍ଥିତ ଏସ୍‌ଆର ପ୍ରେସ କାର୍ଯ୍ୟାଳୟରେ ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଦିବ୍ୟକିଶୋର ଦେବତା ଯୋଗଦାନ କରି…
Read More...

ଶ୍ରୀ ଶ୍ରୀ ରାମଜୀ ମନ୍ଦିରରେ ଦୀପାବଳି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଶ୍ରୀ ରାମଜୀ ମନ୍ଦିରଠାରେ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ଏକଜୁଟ ହୋଇ ଧୁମଧାମରେ ଦୀପାବଳି ପର୍ବ ପାଳନ କରିଥିଲେ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶେଷରେ…
Read More...

ମାଣ୍ଡୋସିଲରେ ସାଇ ଭଜନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସନ୍ଧ୍ୟା ୭ଟାରେ ମାଣ୍ଡୋସିଲ ହାରାବତୀ କଂପ୍ଲେକ୍ସଠାରେ ଏକ ଶ୍ରୀ ସତ୍ୟସାଇ ଭଜନ ଅନୁଷ୍ଠିତ ହୋଇଯାଇଛି । କଂପ୍ଲେକ୍ସର ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ଭଜନରେ ଛିନ୍ଦେଇକେଲା ଓ ମାଣ୍ଡୋସିଲ ସାଇ ଭକ୍ତମାନେ ଉପସ୍ଥିତ ଥିଲେ । ଅରୁଣା ସାହୁ ମଞ୍ଚ…
Read More...

ପଣ୍ତରିପାଣିରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ମେଲଛାମୁଣ୍ତା ଗ୍ରାମ ପଞ୍ଚାୟତ ପଣ୍ତରିପାଣି ଗ୍ରାମରେ ଯୁବକମାନଙ୍କର ଏକ ବୈଠକ ନାଟ୍ୟକାର ପ୍ରଦୀପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦେଇ ବୃକ୍ଷ ରୋପଣ ଜଙ୍ଗଲ…
Read More...

ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଗ୍ରାମର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ସାହୁଙ୍କ ଗତ ୩ ତାରିଖ ଦିନ ନିଜ ବୁରୋମୁଣ୍ଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ବୁରୋମୁଣ୍ଡା ଗୌନ୍ତିଆ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ସାହୁ ୭୬…
Read More...

ଘୁଚାପାଲିରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଘୁଚାପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷକ ଶୁକଦେବ ମହାନନ୍ଦ ଓ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିକୁ ବିଦାୟ ଦେବା ସହ ନୂତନ ଭାବେ ଗଠିତ ହୋଇଥିବା କମିଟିକୁ ସ୍ୱାଗତ କରାଯାଇଥିଲା । ଉକ୍ତ ସଭାରେ ଶିକ୍ଷକ ନେତା ମହାଦେବ ବେହେରା…
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି…
Read More...

ସାଧାରଣରେ ଚର୍ଚ୍ଚା : ଭଲ କାମ କଲେ ବଦଳି, ସରକାରୀ ଟଙ୍କା ହଡ଼ପ କରି ଖାଇଲେ ସାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୂଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ୍‌ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁମାନେ ସ୍ୱଚ୍ଛତା ଓ ନିଷ୍ଠାର ସହ ସରକାରୀ…
Read More...

ଗ୍ରାମ ପଞ୍ଚାୟତ ଦୁର୍ନୀତି ବିରୋଧ କଲେ ମାଡ ଓ ଏସ୍‌ସି/ଏସ୍‌ଟି କେସରେ ଫସାଇ ଦେଇଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ତିଭଟା ଗ୍ରାମ ପଞ୍ଚାୟତର ସରପଞ୍ଚ ଜବାହାର ଲାଲ ସିଂ ବରିହା ମନଇଛା ପଞ୍ଚାୟତର ଟଙ୍କା ଖର୍ଚ୍ଚ କରୁଥିବା ପ୍ରତିବାଦ କରିବାରୁ ଚଣ୍ତିଭଟା ଗ୍ରାମର ୱାର୍ଡମେମ୍ବର ନାରାୟଣ ରଣାଙ୍କୁ ଏସ୍‌ସି/ଏସ୍‌ଟି କେସରେ ଫସାଇ…
Read More...