Browsing Tag

padampur news

ସେବା ଓ ସମର୍ପଣ ଅଭିଯାନର ପ୍ରସ୍ତୁତି ଏବଂ ପଞ୍ଚାୟତ ସ୍ତରୀୟ ସଂଗଠନ ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇକମାଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପସଭାପତି ସରୋଜ ସାମଲ
Read More...

ଲକ୍ଷେଘର ଗଣ୍ଡା ସମାଜର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଲକ୍ଷେଘର ଗଣ୍ଡା ସମାଜର ବ୍ଲକ ସ୍ତରୀୟ ନୂଆଁଖାଇ ଭେଟଘାଟ୍ -୨୦୨୧ କାର୍ଯ୍ୟକ୍ରମ ଗଣ୍ଡା ସମାଜର କାର୍ଯ୍ୟକାରୀ ସଭାପତି ଭୋଜରାଜ ବାଗଙ୍କ ଆହ୍ୱାନରେ ଝାରବନ୍ଧ ହାଟପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଶ୍ରୀ ବାଗଙ୍କ
Read More...

ଜନସାଧାରଣଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ଆଶିଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କାହାକୁ ଦୟା କରିବା ପରିବର୍ତ୍ତେ ତାକୁ ସାହାଯ୍ୟ କର, ଦୟା କଲେ ସ୍ଵାଭିମାନୀ ମଣିଷ ନତମସ୍ତକ ହୋଇଯାଇ ପାରେ । ତେଣୁ ଦୟା ବଦଳରେ ତାଙ୍କୁ ସହାୟତା ପ୍ରଦାନ କର । ପ୍ରତି ବଦଳରେ ତାଙ୍କୁଠାରୁ ଧନ୍ୟବାଦ ଗ୍ରହଣ ନ କରି ବରଂ ଅନ୍ୟ ଲୋକଙ୍କୁ ସହାୟତା କରିବା ପାଇଁ
Read More...

ବିଶ୍ୱକର୍ମା ପୂଜା କମିଟିର ସଂସ୍କୃତିକ କାର୍ଯ୍ୟକ୍ରମ ବର୍ଷା ଯୋଗୁଁ ବନ୍ଦ ପଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ୍ ବ୍ଲକ ଅନ୍ତର୍ଗତ ଭୁତିବାହାଲ ଗ୍ରାମରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଦୁଲର୍ଭ ସାହୁ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଗାଁ ସରପଞ୍ଚ
Read More...

ମିଶନ ଇଣ୍ଡିଆ ତରଫରୁ ଗରିବ ଅସହାୟମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ଯୋଗୁଁ ଅନେକ ଗରିବ ଅସହାୟ ଲୋକଙ୍କ ରୋଜଗାର ଠପ ହୋଇପଡିଛି ।ଏନେଇ ଆଜି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଚାରପାଲି ଗ୍ରାମରେ ମିଶନ ଇଣ୍ଡିଆ ମୁଖ୍ୟ ପୃଥ୍ୱୀରାଜ ସୁନାଙ୍କ ନେତୃତ୍ୱରେ ୬ଟି ଗ୍ରାମର ୪୦ ଜଣ ଗରିବ
Read More...

ଯୁବକଙ୍କ ଭବିଷ୍ୟତ ସହ ଖେଳ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରଗଡ଼ ଜିଲ୍ଲାର ୬ଟି ବ୍ଲକ ତଥା ରାଜବୋଡ଼ାସମ୍ବର, ପାଇକମାଲ, ଝରବନ୍ଧ, ଗାଇସିଲେଟ, ସୋହେଲା, ଓ ବିଜେପୁର ବ୍ଲକକୁ ନେଇ ଗଠିତ । ସୂଚନା ଅନୁସାରେ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ପ୍ରାୟ ପଦ୍ମପୁର ସହରରେ ଥିବା ବେଳେ ପ୍ରତିଦିନ ପ୍ରାୟ
Read More...

ମାଣ୍ଡିଆଢ଼ିପାରେ କୃଷକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ପଞ୍ଚାୟତ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ହାଡୁ ସାହୁଙ୍କ ସଭାପତିତ୍ୱରେ ଏହି କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶକୁ ସମ୍ମାନିତ ଅତିଥି ଭାବେ ଜୟ କିଷାନ ଆନ୍ଦୋଳନର ଆବାହକ ରମେଶ ମହାପାତ୍ର, ରାଜବୋଡାସମ୍ବର
Read More...

ପାଇକମାଲ ୟୁକୋ ବ୍ୟାଙ୍କ ସାମ୍‌ନାରେ ଦୁର୍ଘଟଣା : ୩ ଜଣ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନ ୧୦ଟା ସମୟରେ ପାଇକମାଲ ୟୁକୋ ବ୍ୟାଙ୍କ ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତାସାମ୍‌ନାରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ବରତୁଣ୍ଡା ଗ୍ରାମ ପଞ୍ଚାୟତ ମର୍ଯ୍ୟାଦାପାଲି ପ୍ରେମାନନ୍ଦ କେଶରା,
Read More...

ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ନାମରେ ଫ୍ୟାକ୍‌ ଏକାଉଣ୍ଟ ଖୋଲିଥିବା ଅଭିଯୋଗ : ଟଙ୍କା ଅସୁଳି ପାଇଁ ଅଭିଯୁକ୍ତଙ୍କ ଉଦ୍ୟମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ସାଇବର ଅପରାଧୀମାନେ ବିଭିନ୍ନ ଲୋକଙ୍କ ଆକାଉଣ୍ଟକୁ ହ୍ୟାକ କରି ଠକେଇ ଉଦ୍ୟମ କରୁଥିବା ବେଳେ ଏ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର । ତାଙ୍କ ଫେସବୁକକୁ ହ୍ୟାକ୍‌ କରି କେହି ଜଣେ ଫ୍ୟାକ
Read More...

ପ୍ରମୋଦ ଭଗତଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ଦେଶର ଗର୍ବ ଓ ଗୌରବ ବରଗଡ଼ ଜିଲ୍ଲାର ଅତାବିରା ମାଟିର ସୁନା ପୁଅ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ଏବିଭିପିର ରାଜ୍ୟ ସମ୍ପାଦକ ସୌଭାଗ୍ୟ ଓ ସମ୍ବଲପୁର ବିଭାଗ ସମ୍ପାଦକଙ୍କ ଉପସ୍ଥିତରେ ଏବିଭିପି ଅତାବିରା ନଗରର ଅଚ୍ୟୁତ
Read More...