Browsing Tag

padampur news

ସ୍ତ୍ରୀ ମୃତ, ଦିବ୍ୟାଙ୍ଗ ସ୍ୱାମୀ ଅଫିସ ଦୌଡି ନୟାନ୍ତ : ଜନଶ୍ରୀ ବୀମା ଯୋଜନା ବାଟବଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମର ଦଳିତ ସଂପ୍ରଦାୟର ଜଣେ ଦିବ୍ୟାଙ୍ଗ ଦିଲ୍ଲୀପ ମହାନନ୍ଦ ନିଜର ସ୍ତ୍ରୀଙ୍କ ବୀମା ଟଙ୍କା ପାଇବା ପାଇଁ ଗତ ୩ ବର୍ଷ ଧରି ୩ ଚକିଆ ସାଇକେଲରେ ଅଫିସ ଅଫିସ ଦୌଡି ନୟାନ୍ତ ହୋଇ ପଡିଲେଣି କିନ୍ତୁ…
Read More...

ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପିର ବରଗଡ ଜିଲ୍ଲା ବନ୍ଦ ଆହ୍ଵାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳାହାଣ୍ଡି ଜିଲ୍ଲା ମମିତା ମେହେରଙ୍କୁ ଯେଭଳି ହତ୍ୟାକାଣ୍ଡ କରାଗଲା ଓ ଓଡିଶା ସରକାର ଏଥିରେ ସଂପୃକ୍ତ ଥିବା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯେଭଳି ସୁରକ୍ଷା ପ୍ରଦାନ କରୁଛନ୍ତି ତାର ପ୍ରତିବାଦରେ ଏବଂ ବରଗଡ ଥାନା ହାଜତରେ ପୋଲିସର ମାଡରେ…
Read More...

ମହିଳାମାନଙ୍କ ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉ ଅଛି । ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼…
Read More...

ଗୁଦେରପାଲିରେ ସତସଙ୍ଗ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର କାର୍ତ୍ତିକ ମାସରେ ଭଗବାନଙ୍କ ଦିବ୍ୟ କଥାମୃତ ଶ୍ରବଣ କରି ପୁଣ୍ୟ ଅର୍ଜନ କରିବା ପାଇଁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଏକ ସତସଙ୍ଗ କାର୍ଯ୍ୟକ୍ରମ ହୋଇଯାଇଛି । ଅଧ୍ୟାପକ ଧନପତି ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଧାରୋଲ ଗ୍ରାମରେ କରମସାନୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ସ୍ଥିତ ଧାରୋଲ ଗ୍ରାମରେ ପାଳିତ ହୋଇଛି କରମସାନୀ ପୂଜା । ଆଜିକୁ ପାଞ୍ଚ ବର୍ଷ ହେଲା ପାଳିତ ହେଉଛି । ଗାଁର ସମସ୍ତେ ଏକଜୁଟ ହୋଇ ପାଳନ କରିଥାନ୍ତି । ସନ୍ଧ୍ୟାରେ ବାଦ୍ୟ ଶଙ୍ଖ ହୁଳହୁଳି ତାଳରେ ସମସ୍ତେ…
Read More...

ବୁଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ବ୍ଲକ୍ ଅନ୍ତର୍ଗତ ଭେଉଁରିଆ ପଞ୍ଚାୟତ ଅଧିନସ୍ଥ ବୁଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବସନ୍ତ ସାହୁଙ୍କ ସଭାପତିତ୍ୱରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ଉକ୍ତ ବୈଠକରେ ମହୁଲପାଲି କ୍ଲଷ୍ଟର୍‌ର ସି.ଆର୍.ସି.ସି. ସରୋଜ…
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ତ୍ରିଦିବସୀୟ ଯୁବ ରେଡକ୍ରସ ଶିବିର ଆଜି ଉଦ୍‌ଯାପିତ ହୋଇ ଯାଇଛି । ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଲୋହିତ କୁମାର ବାରିକ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ରଂଜିତା ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ ଓ…
Read More...

ସରକାରୀ ଯୋଜନା ଅପହଞ୍ଚ : କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲାଟ ବ୍ଲକ ଚିଖିଲି ଗ୍ରାମ ପଞ୍ଚାୟତର ଚିଖିଲି ଗ୍ରାମରେ ଏକ ଭଙ୍ଗା କୁଡିଆ ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ । ସୂଚନା ଅନୁସାରେ ବୃଦ୍ଧ ଘରନୁ ସାହୁ (୭୧) ତାଙ୍କ ସ୍ତ୍ରୀ ମଥୁରା ସାହୁ(୬୨)…
Read More...

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉଅଛି । ତେବେ ଏହି ଅବସରରେ ଆଜି ନେହେରୁ ଯୁବ କେନ୍ଦ୍ର…
Read More...

ଅଙ୍ଗନବାଡି ଚୟନ କ୍ଷେତ୍ରରେ ଜାଳିଆତି, ଥାନାରେ ମାମଲା : ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ପାଇକମାଲ ଗ୍ରାମ ପଞ୍ଚାୟତ ପାଇକମାଲର ୱାର୍ଡ ନମ୍ବର - ୬ ଓ ଭେଙ୍ଗରାଜପୁର ଗ୍ରାମ ଅନ୍ତର୍ଗତ ଡେଙ୍ଗନାଡିହୀ ଗ୍ରାମର ୱାର୍ଡ ନମ୍ବର - ୧ ପାଇଁ ଅଙ୍ଗନବାଡି ନିଯୁକ୍ତି ସକାଶେ ଜାଳିଆତି ହୋଇଥିବା ନେଇ…
Read More...