Browsing Tag

padampur news

ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତ୍ରିଦିବସୀୟ ପରିଚାଳନା କମିଟି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠୀ ସମ୍ପୃକ୍ତି ସହ ବିଦ୍ୟାଳୟର ଉନ୍ନତିକରଣ ଏହି ତାଲିମ
Read More...

ହିନ୍ଦୁ ଧର୍ମର ଅନନ୍ୟ ପରମ୍ପରା ଦୂତିବାହାନ ଓଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ହିନ୍ଦୁ ଧର୍ମର ଅନେକ ପରମ୍ପରା ରହିଛି । ସେଥି ମଧ୍ୟରୁ ଦୂତିବାହାନ ଓଷା ବା ପୁଅ ଜିଉଁନ୍ତିଆ ଅନ୍ୟତମ । ଏହି ଓଷା ମାଆ ମାନେ ନିଜର ସନ୍ତାନ ସନ୍ତତି ମାନଙ୍କ ପାଇଁ କରିଥାନ୍ତି । ମାଆ ମାନେ ନିର୍ଜଳା ଉପବାସ ଦିନସାରା ରହି ସନ୍ଧ୍ୟାରେ ପୂଜା କରିଥାନ୍ତି ।
Read More...

ମରୁଡି ଅଞ୍ଚଳ ପରିଦର୍ଶନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ ହୋଇଥିବାରୁ ବର୍ଷା ପାଣିର ଭରସାରେ ଚାଷୀ ଚାଷ କରିଥାଏ । ଲଗାତାର ଭାବେ ମରୁଡି ଦେଖା ଦେଉଥିବା ସତ୍ୱେ ଓଡିଶା ସରକାର ଗାଇସିଲେଟ ବ୍ଲକ ଚାଷୀମାନଙ୍କୁ ପାଣି ଯୋଗାଇ ଦେଇ ପାରୁନାହିଁ ।
Read More...

ବୁକୁରାମୁଣ୍ଡା ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତ୍ରିଦିବସୀୟ ପରିଚାଳନା କମିଟିର ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠୀ ସମ୍ପୃକ୍ତି ସହ ବିଦ୍ୟାଳୟ ଉନ୍ନତିକରଣ ଏହି ତାଲିମ
Read More...

ପଦ୍ମପୁର ଅଞ୍ଚଳ କଲେଜର ଆଇକ୍ୟୁଏସି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ କଲେଜର ଆଇକ୍ୟୁଏସି ବୈଠକ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ, ଭିତ୍ତିଭୂମିର ଉନ୍ନତି, ଏନ୍‌ସିସି ଶାଖାର ୫୦ ବର୍ଷ ପୂର୍ତ୍ତି
Read More...

ଚାରପାଲି ପଞ୍ଚାୟତରେ କୋଭିଡ ଟିକାକରଣ କ୍ୟାମ୍ପ ପାଇଁ ବିଜେପି ତରଫରୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ଦଳ କୋଭିଡ ଟୀକାକରଣ ସୁବିଧା ପାଇଁ ଚାରପାଲି ପଞ୍ଚାୟତରେ ଏକ କ୍ୟାମ୍ପ ତଥା ଜନସଚେତନତା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ
Read More...

ସ୍ୱର୍ଗୀୟା ଡା.ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାନିଟାଇଜର ଓ ମାସ୍କ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଛେତଗାଁ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଛି । ପାଇକମାଲ ସମାଜସେବୀ ଡା. ସୁରେଶ ଅଗ୍ରୱାଲ ସୋମବାର ତାଙ୍କର ସହଧର୍ମିଣୀ ସ୍ୱର୍ଗୀୟା ଡା. ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ
Read More...

ପରିଚାଳନା କମିଟିର ସଦସ୍ୟ ମାନଙ୍କ ପାଇଁ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପାଇକମାଲ ସରପଞ୍ଚ ଧବଲେଶ୍ୱର ସାହୁ ଏବଂ ମହାଦେବ ବେହେରା ମିଳିତ ଭାବେ ଉଦଘାଟନ କରିଥିବା
Read More...

ପଦ୍ମପୁର ଉପଖଣ୍ଡରେ ଭାରତ ବନ୍ଦର ପ୍ରଭାବ : ଦୋକାନ ବଜାର ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନି ଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ
Read More...

ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଓ ସେବା ସମର୍ପଣ ସପ୍ତାହ ପାଳନ ଅବସରରେ ବରଗଡ଼ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ନେତୃତ୍ୱରେ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ସ୍ଵାଧୀନତା ସଂଗ୍ରାମୀ
Read More...