Browsing Tag

padampur news

ରାଇସଲପଦର ଗାଁରେ କଙ୍ଗାରୁ କୋର୍ଟ : ଚୋରି ଅଭିଯୋଗରେ ଚାରି ଜଣ ଯୁବକଙ୍କୁ ଅକଥନୀୟ ନିର୍ଯାତନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତ୍ତୀ ଗାଇସିଲାଟ ଥାନା ଅଞ୍ଚଳରୁ ଆସିଛି ଏକ କଙ୍ଗାରୁ କୋର୍ଟର ଦୃଶ୍ୟ । ଯେଉଁଠି ଚାରି ଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧିବା ସହ ସେମାନଙ୍କ ହାତକୁ ବାନ୍ଧି ଗାଁ ଦାଣ୍ଡରେ ବୁଲା ଯାଉଥିବାର ଭିଡିଓ
Read More...

ବୋଡାସମ୍ବରର ଶାରଦୀୟ ଦୁର୍ଗାପୂଜା ପାଇଁ ଭବ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟ ଜୋରସୋର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ରାଜବାଟି ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଏକ ଭବ୍ୟ ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ଜଗତ ଜନନୀ ଦଶଭୁଜା ମହାମାୟା ଦୂର୍ଗତୀ ନାଶିନୀ ମା' ଦୁର୍ଗା ଦେବୀଙ୍କ ପ୍ରେରଣାରୁ ପଦ୍ମପୁର ସହରର ବିଶିଷ୍ଟ ସମାଜସେବୀ
Read More...

ଆମ୍ବମୁଣ୍ତାରେ ସବୁଜ ସାଥୀ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତରେ ଆମ୍ବମୁଣ୍ତା ଗ୍ରାମରେ ଗାଁର ଯୁବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଡାକ୍ତର କେଶ ରଞ୍ଜନ ହାତୀ ସଭାପତିତ୍ୱ କରିଥିବା ବେଳେ ପ୍ରକୃତିବନ୍ଧୁ ମୀନକେତନ ସାହୁ
Read More...

ଲମ୍ବାରଜୁନାରେ କୋଭିଡ ଟିକାକରଣ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍ଲକ ଚାରପାଲି ଗ୍ରାମ ପଞ୍ଚାୟତ ଲମ୍ବାରଜୁନା ଠାରେ କୋଭିଡ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଟୀକା ନେବା ପାଇଁ ଆସିଥିବା
Read More...

ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ୩ ଦିନ ଧରି ଚାଲିଥିବା ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ, ସମ୍ମାନିତ ଅତିଥି ଭାବେ
Read More...

ଅବସରପ୍ରାପ୍ତ କଲେଜ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଡଙ୍ଗାଘାଟ ଗ୍ରାମ ଓ ଆଖପାଖ ଅଞ୍ଚଳର ବିଶିଷ୍ଟ ଶିକ୍ଷାପ୍ରେମୀ ତଥା ପଦ୍ମପୁର ଅଞ୍ଚଳ କଲେଜର ଅବସରପ୍ରାପ୍ତ ହେଡକ୍ଲର୍କ ଓ ମହିଳା ବିଦ୍ୟାଳୟ, ପଦ୍ମପୁର ଅବସରପ୍ରାପ୍ତ ହେଡକ୍ଲର୍କ ଲକ୍ଷ୍ମଣ ସାହୁଙ୍କ ଆଜି ସକାଳ ୯ ଘ. ୨୭ମି. ସମୟରେ ତାଙ୍କ
Read More...

ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ରେଙ୍ଗାଳପତ୍ରା ଗାଁକୁ ନାହିଁ ରାସ୍ତା : ଭୋଟ ବର୍ଜନ କରିବାକୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳପତ୍ରା ଗ୍ରାମକୁ ନାହିଁ ପକ୍କା ରାସ୍ତା । ସୂଚନା ଅନୁସାରେ ଅଛରାଏ ବର୍ଷା ହେଲେ କାଦୁଅ ସରସର ରାସ୍ତାରେ ଯିବା
Read More...

ପଦ୍ମପୁର ଅଞ୍ଚଳ କଲେଜରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁର ସଭାଗୃହରେ ମହାବିଦ୍ୟାଳୟର ପୂର୍ବତନ ତଥା ପ୍ରଥମ ମୁଖ୍ୟ କିରାଣୀ ଲକ୍ଷ୍ମଣ ସାହୁଙ୍କ ବିୟୋଗରେ ଏକ ଶୋକସଭା ପାଳିତ ହୋଇଯାଇଛି । ଏହି ଶୋକସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକ ସ୍ବର୍ଗତ ସାହୁଙ୍କ ସ୍ମୃତିଚାରଣ
Read More...

ଡୁମ୍ବେରବାହାଲ ସ୍କୁଲରେ ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ ଡୁମ୍ଵେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତିନିଦିନିଆ ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର ୨୦୨୧ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
Read More...

ପୁଝାରୀପାଲି ଗ୍ରାମ୍ୟ ବିଦ୍ୟାଳୟ ପରିଦର୍ଶନରେ ପରିଚାଳନା କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟାଳୟ ପରିଚାଳନା କମିଟି ତାଲିମ ଶିବିରକୁ ଅଧିକ ସଫଳ କରିବା ପାଇଁ ଗତକାଲି ଲଖମରା ପଞ୍ଚାୟତର ସମସ୍ତ ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନେ ପୁଝାରୀପାଲି ଗାଁର ବାସ୍ତବତା ପରିଦର୍ଶନ କରିଥିଲେ । ଉକ୍ତ ସଦସ୍ୟ ସଦସ୍ୟା ମାନଙ୍କୁ
Read More...