Browsing Tag

padampur news

ଅଳିଆ ଅବର୍ଜନାର ସହର ପାଇକମାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସହରର ନୃସିଂହନାଥ ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଥିବା ହେତୁ ପ୍ରାୟ ଭାରତର କୋଣ ଅନୁକୋଣରୁ ତୀର୍ଥଯାତ୍ରୀ ମାନେ ସବୁବେଳେ ଆସିଥାନ୍ତି । ଏହି ଅଞ୍ଚଳରେ ଲୋକ ମାନଙ୍କ ଆସିବା ଯୋଗୁଁ ପ୍ରାୟତଃ ଗହଳି ରହିଥାଏ । ବର୍ତ୍ତମାନ ପାଇକମାଲ ସହରର ପରିବେଶ
Read More...

ରାମଚଣ୍ଡୀ ମନ୍ଦିରରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ନିକଟରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ରବିବାର ବୃକ୍ଷ ରୋପଣ ସହ ସଫେଇ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କୁଲତା ସମାଜ ଯୁବ ସଂଗଠନ ଆନୁକୁଲ୍ୟରେ ଏକ ସଭା କର୍ମୁ ବିଶ୍ୱାଳଙ୍କ ସଭାପତିତ୍ୱରେ
Read More...

ରାସ୍ତା ଅବସ୍ଥା ଅତି ଶୋଚନୀୟ : ପ୍ରଶାସନର ଦୃଷ୍ଟି ପଡୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ଖଣ୍ଡସିବାଞ୍ଜିରୁ ବରିକେଲ ରାସ୍ତା ଶୋଚନୀୟ ହୋଇପଡ଼ିଛି । ବାରମ୍ବାର ପ୍ରଶାସନକୁ ରାସ୍ତା ନିର୍ମାଣ ପାଇଁ ଦାବୀ କଲା ପରେ ମଧ୍ୟ କିଛି ସୁଫଳ ମିଳିନଥିବା ଅଭିଯୋଗ ହେଉଛି । ୨୦୧୬ ମସିହାରୁ ଏହି ରାସ୍ତାକୁ ପକ୍କାରାସ୍ତା ତିଆରି
Read More...

ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଭୂମିପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଝିଟିକି ପଞ୍ଚାୟତ ଝିଟିକି ଗ୍ରାମ ଜାମୁମୁଡା ପଡାରେ ନୂତନ ଅଙ୍ଗନବାଡ଼ି ଗୃହ ନିର୍ମାଣ ସକାଶେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା କୃଷକ
Read More...

ଆଇନ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲେକ୍ଷ ପଦ୍ମପୁର ଆଇନ ସେବା ପ୍ରାଧୀକରଣ ସମିତି ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପଦ୍ମପୁର ଏସ୍‌ଡିଜେଏମ୍‌ ବିଚାରପତି ବିଡିଡି ଚନ୍ଦନା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ
Read More...

କ୍ଳଷ୍ଟର ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ତିଆଢିପା ଆଞ୍ଚଳିକ ସାଧନକେନ୍ଦ୍ରଠାରେ ସିଆରସିସି ଡୋଲାମଣି ମାହାରଙ୍କ ସଭାପତିତ୍ୱରେ କ୍ଳଷ୍ଟର ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ସମସ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ
Read More...

ସାମ୍ବାଦିକ ଶିବଶଙ୍କର ବିଶ୍ୱାଳଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଗନିଆଁପାଲି ନିବାସୀ ଚାଷୀ ତଥା ସାମ୍ବାଦିକ ଶିବଶଙ୍କର ବିଶ୍ଵାଳଙ୍କ ପିତା ଆଦିକନ୍ଦ ବିଶ୍ଵାଳଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳ ସମୟରେ ଗନିଆଁପାଲି ବାସଭବନରେ ମୃତ୍ୟୁ ଘଟିଛି । ସେ ଜଣେ ଏକାଧାରରେ ଭଲ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେଙ୍କ ସଭାପତିତ୍ବରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ
Read More...

ଗାନ୍ଧୀ ଜୟନ୍ତୀ ଉପଲେକ୍ଷ ଯୁବ ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଳକ ଖରମୁଣ୍ଡା ଠାରେ ସଚେତନ ଯୁବ ଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ଦ୍ବାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବେଡା ଝାଙ୍କର୍, ନାରାୟଣ ଖମାରୀ, ବିପିନ୍ ପଧାନ, ମନୋଜ ରଣା,
Read More...

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଅର୍ଥନୀତି ପାଠ୍ୟଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଅର୍ଥନୀତିର ବିଭାଗ ଏକ ଆଲୋଚନାଚକ୍ର ବିଭାଗୀୟ ମୁଖ୍ୟ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରର ଶୀର୍ଷକ ଥିଲା " ଏକାଧିକାର ବଜାରରେ ଦରର ଭେଦଭାବ ଏବଂ ସରକାରଙ୍କ ନିୟନ୍ତ୍ରଣ " । ଉକ୍ତ
Read More...