Browsing Tag

padampur news

ପଦ୍ମପୁର ନାଗରିକ କମିଟିର ଉପସଭାପତିଙ୍କ ଇସ୍ତଫା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନାଗରିକ କମିଟି ଉପସଭାପତି ତଥା ସମାଜସେବୀ ନିରୋଜ ଦୋରା ନିଜ ପଦ ତଥା ମୂଳ ସଦସ୍ୟ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ମିଳିଥିବା ସୂତ୍ରରୁ ପ୍ରକାଶ ଯେ, ପଦ୍ମପୁରର ବିଭିନ୍ନ ସମସ୍ୟାକୁ ନେଇ ପୂର୍ବରୁ ନାଗରିକ କମିଟି ବେଶ୍ ସକ୍ରିୟ ଥିଲା ।
Read More...

ପଦ୍ମପୁର ସମଲେଶ୍ୱରୀ ମନ୍ଦିରରେ ମା’ଙ୍କର ଧବଳମୁଖୀ ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା' ଜଗତ ଜନନୀ ଆଦି ଶକ୍ତିଙ୍କର ଧରାପୃଷ୍ଠକୁ ଆବତାର ପବିତ୍ର ପାର୍ବଣରେ ମା'ଙ୍କର ସାନିଧ୍ୟ ଓ ଆଶୀର୍ବାଦ ଲାଭ ପାଇଁ ଯିଏ ଯେମିତି ପାରୁ ପର୍ଯ୍ୟନ୍ତ ଭକ୍ତି ମାର୍ଗରେ ପୂର୍ଜାର୍ଚନା କରିବାକୁ ଚେଷ୍ଟା କରିଥାନ୍ତି । ମା'ଙ୍କର ନବ ଦିନାତ୍ମକ ପୂଜାରେ
Read More...

କରୋନା କଟକଣାରେ ହେବ ମା’ଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଚଳିତ ବର୍ଷ କରୋନା କଟକଣାରେ ମା'ଙ୍କ ପୂଜା ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଆଜିଠାରୁ ମାତ୍ର ଆଉ ୬ ଦିନ ବାକି ରହିଲା ମା'ଙ୍କ ପୂଜା ଆରମ୍ଭ ହେବା ପାଇଁ । ଏହାକୁ ଦୃଷ୍ଟିରେ ରଖି
Read More...

ସୁନୀଲ ଗୁର୍ଲାଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳ ୭ ଘଣ୍ଟାରେ, ପଦ୍ମପୁର ବଜାରପଡାସ୍ଥିତ ସୁନୀଲ ଗୁର୍ଲାଙ୍କର ମାତ୍ର ୩୫ ବର୍ଷ ବୟସରେ, ବୁର୍ଲାସ୍ଥିତ ଭୀମସାର ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି । ସୂଚନା ଅନୁସାରେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କର ମରଶରୀର
Read More...

ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁଙ୍କ ନିଆରା ଅନ୍ଦାଜରେ ଶିକ୍ଷାଦାନ : ଦ୍ରବଣରୁ ଦ୍ରାବ୍ୟକୁ ଅଲଗା କରିବା ପରୀକ୍ଷା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗରୁ ଆବଦ୍ଧ ଶ୍ରେଣୀ କୋଠରୀରେ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ଏବେ ବିଦ୍ୟାଳୟର ଚିତ୍ର ବଦଳି ଯାଇଛି । ସରକାରୀ ବେସରକାରୀ ବିଦ୍ୟାଳୟ ମଧ୍ୟରେ କିଛି ଫରକ ନାହିଁ । ତେବେ ଏମିତି ଏକ ବିଦ୍ୟାଳୟ ଯେଉଁଠି ଛାତ୍ରୀଛାତ୍ରୀଙ୍କ ପାଠପଢାରେ ପରିବର୍ତ୍ତନ ଆସିବା ସହ
Read More...

କୋଭିଡ ନିରାକରଣ ପାଇଁ ଟୀକାଦାନରେ ଜନ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ ନିରାକରଣ ପାଇଁ ଓଡିଶା ସରକାର ୧୮ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ବୟସର ଜନସାଧାରଣଙ୍କୁ ଟୀକାକରଣ କରୁଛନ୍ତି । ହେଲେ ଟୀକାକରଣ କରୁଥିବା କେତେକ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଜନ ଅସନ୍ତୋଷ ଦେଖାଯାଉଛି । ସୂଚନା ଅନୁସାରେ ଆଜି ଭୋର ୬ଟାରୁ
Read More...

ପାଇକମାଲ ସହର ବଢେଇପଡା ରାସ୍ତାରେ ଆଣ୍ଠୁଏ ପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଗ୍ରାମ ପଞ୍ଚାୟତ ମୁଖ୍ୟ ରାସ୍ତା ଠାରୁ ବଢେଇପଡା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ସବୁବେଳେ ପାଣି ଭରି ରହୁଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ଦୁର୍ଗା ମନ୍ଦିର ପଛପଟ ରାସ୍ତାରେ ବର୍ଷା ଦିନେ ସବୁବେଳେ ଆଣ୍ଠୁଏ ପାଣି ଜମା ହୋଇଥିବା
Read More...

ତୈଳିକ ବୈଶ୍ୟ ସମାଜ ପକ୍ଷରୁ ନୁଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶାନ୍ତିନଗର ପଦ୍ମପୁର ଠାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଡ: ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା ତୈଳିକ ସମାଜର ସଭାପତି ମନୋରଞ୍ଜନ ସାହୁ
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ଦୀପାଙ୍କ ଟ୍ୱିଟ ପରେ ଉତ୍ତର ରଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ,…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲପତ୍ରା ଗ୍ରାମକୁ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ନ ଥିବା ଖବର "କୋଶଳ ପ୍ରବାହ"ରେ ପ୍ରକାଶିତ ହୋଇଥିଲା ।
Read More...

କୋଶଳିଆ ମାଳି ସମାଜ ବିକାଶ ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବିକାଶ ପରିଷଦ, ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ସୌଜନ୍ୟ ମୂଳକ ବୈଠକ ରଞ୍ଜିତ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ସୁଦ୍ଧା ସମସ୍ତ ଜୋନାଲ ବୈଠକ
Read More...