Browsing Tag

padampur news

ପାଇକମାଲ ପ୍ରଖଣ୍ଡରେ ଦୁର୍ଗା ବାହିନୀ ପ୍ରଥମ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାଇକମାଲ ଠାରେ ଦୁର୍ଗାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ଦୁର୍ଗା ବାହିନୀ ପାଇକମାଲ ପ୍ରଖଣ୍ଡର ସଂଯୋଜିକା ସୁଜାତା ଧରୁଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ବଜରଙ୍ଗ ଦଳ
Read More...

ଲେବିଡି ଗ୍ରାମରେ କୃଷକ ମେଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନୁକୂଲ୍ୟରେ ଶରଧାପାଲି ଗ୍ରାମ ପଞ୍ଚୟତ ଲେବିଡି ଗ୍ରାମଠାରେ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କୃଷକ ମେଳାରେ ଶରଧାପାଲି ଗ୍ରାମ ପଞ୍ଚାୟତର ଶତାଧିକ
Read More...

ଆମ୍ଭମୁଣ୍ତାରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ପଞ୍ଚାୟତ ଆମ୍ଭମୁଣ୍ଡା ଗ୍ରାମରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା କାଳରେ ରୋଗାକ୍ରାନ୍ତ ଜନସାଧାରଣଙ୍କ ଅମ୍ଳଜାନର ଅଭାବ ହେତୁ ବହୁ ପୀଡିତ ମୃତ୍ୟୁବରଣ
Read More...

ଜମଲା ଡିଗ୍ରୀ କଲେଜରେ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ ତାରିଖରୁ ୨୪ ତାରିଖ ଯାଏଁ ନଅଟି କଲେଜରେ ରେଡକ୍ରସ ସୋସାଇଟିର ଛାତ୍ରଛାତ୍ରୀମାନଙ୍କ ନିମିତ୍ତ ହେବାକୁ ଥିବା ପ୍ରଶିକ୍ଷଣ ଶିବିର ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ କଲେଜ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ
Read More...

ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ୍‌ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପରେ ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ ପକ୍ଷରୁ ସମ୍ପାଦକ ତପନ କୁମାର ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବରଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ମିଟର
Read More...

ବିଶିଷ୍ଟ ବ୍ୟବସାୟୀ ପର୍ଶୁରାମ ଅଗ୍ରୱାଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ପର୍ଶୁରାମ ଅଗ୍ରୱାଲଙ୍କ ୮୦ ବର୍ଷ ବୟସରେ ପଦ୍ମପୁର ସହରର ବରଗଡ଼ ରୋଡ଼ସ୍ଥିତ କଳିଙ୍ଗ ନିବାସରେ ମୄତ୍ୟ ଘଟିଛି । ସ୍ବର୍ଗତ ଅଗ୍ରୱାଲ ଜଣେ ପରୋପକାରୀ, ଧର୍ମପରାୟଣ ତଥା ମେଲାପି ଲୋକ ଥିଲେ । ତାଙ୍କ ମୄତ୍ୟ
Read More...

ପଦ୍ମପୁର ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା : ନୃସିଂହନାଥ ସିଂହଦ୍ୱାରରେ ଝାଡୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ବୁଧବାର ସକାଳେ ନୃସିଂହନାଥ ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରି ସିଂହଦ୍ୱାରକୁ ଆସି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଝାଡୁ ମାରିଥିଲେ । ପରେ ମନ୍ଦିର ପରିବେଶ ଦେଖି
Read More...

ରାଜ ବୋଡାସମ୍ବର ହାଇସ୍କୁଲରେ ପ୍ଲାଟିନମ୍ ଜୁବିଲି ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଡିସେମ୍ବର ମାସରେ ହେବାକୁ ଥିବା ପ୍ଲାଟିନମ୍ ଜୁବିଲି ପାଳନ ଉପଲକ୍ଷେ ସ୍ମରଣିକା କମିଟିର ଏକ ସଂପ୍ରସାରିତ ବୈଠକ ଆବାହକ ଡକ୍ଟର ମାନଭଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପରିବେଶ ସୁରକ୍ଷା ନିମନ୍ତେ ଦିବସଙ୍କୁ ମିଳିଲା ବିଜୁ ପଟ୍ଟନାୟକ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଦିବସ କୁମାର ସାହୁଙ୍କୁ ୨୦୨୦ ମସିହା ପାଇଁ 'ଜଙ୍ଗଲ ଏବଂ ପରିବେଶ ବିଭାଗ, ଓଡିଶା ସରକାରଙ୍କ
Read More...

ମରଣଯନ୍ତା ପାଲଟିଛି ଘେଁସ ବଡଯୋର ଭି-ଟର୍ଣ୍ଣିଂ : ବାଇକ ଦୁର୍ଘଟଣାରେ ଦୁଇ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସ ନିକଟବର୍ତି ବଡଯୋର ଅଂଚଳ ପାଳଟିଛି ମରଣଯନ୍ତା । ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ପୁଣି ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେର ସୋହେଲା
Read More...