Browsing Tag

padampur news

ପଦ୍ମପୁର ରାଜବାଟୀର ପ୍ରାଚୀନ ଦୂର୍ଗା ମଣ୍ଡପ ନୂଆ ରୂପ ନେଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀର ଅତି ପ୍ରାଚୀନ ଦୂର୍ଗାପୂଜା ମଣ୍ଡପକୁ ଏ ବର୍ଷଠାରୁ ନୂଆ କଲେବର ସ୍ଥାୟୀ ମଣ୍ଡପରେ ପରିଣତ କରାଯାଇଛି । ପଦ୍ମପୁର ସହରର ବିଶିଷ୍ଠ ଶିଳ୍ପପତି ଅମରଦୀପ ଅଗ୍ରଓ୍ବାଲଙ୍କ ସମ୍ପୂର୍ଣ୍ଣ ଉଦ୍ୟମ ଓ ହାତରୁ ସମସ୍ତ ଅର୍ଥ ଖର୍ଚ୍ଚ
Read More...

ଜିଲ୍ଲାସ୍ତରୀୟ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକମାନଙ୍କ ଆଶୀର୍ବାଦ ସମ୍ମିଳନୀ 

ପଦ୍ମପୁର, (ନିରୋଜ କୁମୋର ପାଣୀ) : ନୃସିଂହନାଥ ସଂସ୍କୃତ ବିଦ୍ୟା ନିକେତନ ପରିସରରେ ଜିଲ୍ଲା ସ୍ତରୀୟ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକମାନଙ୍କ ଆଶୀର୍ବାଦ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁରେଶ ଚନ୍ଦ୍ର ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଶର୍ବାଦ ସମ୍ମିଳନୀରେ
Read More...

ନବନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ଜୋଖିପାଲି ଗ୍ରାମରେ ଗତକାଲି ନବ ନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟର କୋଠାଘରକୁ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମାନ୍ୟବର ବିଧାୟିକା ରୀତା ସାହୁ ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ
Read More...

ପାଇକମାଲରେ ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୯୦ ଦଶକରେ କାଶ୍ମୀରରେ ଲକ୍ଷାଧିକ ହିନ୍ଦୁ ହତ୍ୟାର ଶିକାର ହୋଇଥିଲେ । ଏବେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଛି । ଏହି ବର୍ବର ତାଲିବାନର ସହାୟତାରେ ପାକିସ୍ତାନର ଆତଙ୍କବାଦୀ ଭାରତର ସୀମାକୁ ଅନୁପ୍ରବେଶ କରି କାଶ୍ମୀରୀ ହିନ୍ଦୁମାନଙ୍କୁ ବାଛି ବାଛି
Read More...

ରକ୍ଷଣା ବେକ୍ଷଣ ଅଭାବରୁ ଡ୍ୟାମପଡା ରାସ୍ତା ବିପର୍ଯ୍ୟସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ପୁତୁନା ଗ୍ରାମର ମରାମତି ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଡ୍ୟାମପଡା ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଅସରାଏ ବର୍ଷା ହେଲେ ଲୋକେ କାଦୁଅରେ ଲଟପଟ ହୋଇ ଯିବା ଆସିବା କରୁଛନ୍ତି । ଝାରବନ୍ଧ
Read More...

ପତ୍ରାପାଲିରେ ସବୁଜ ସାଥୀ ଦଳ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ପତ୍ରାପାଲି ଗ୍ରାମର ଯୁବକମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଧ୍ୟାପକ ବିକାଶ ପ୍ରଧାନ ସଭାପତିତ୍ବ କରିଥିଲେ । ବୈଠକରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଯୋଗଦାନ କରି ବୃକ୍ଷ ରୋପଣ ଓ
Read More...

ମିଠାପାଲି ଗ୍ରାମରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ଠାରେ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରୀପାଲିର ସଂଜୟ ଦାଶଙ୍କ ଉଦ୍ୟମରେ ପାଇକମାଲର ଲକ୍ଷ୍ମଣ ସାହୁ ଏବଂ ମାଣ୍ଡୋସିଲର ଅରୁଣା ସାହୁଙ୍କ ପ୍ରଚେଷ୍ଟାରେ ଶ୍ରୀ ସତ୍ୟସାଇ ଭଜନ କାର୍ଯ୍ୟକ୍ରମ
Read More...

ନୃସିଂହନାଥରେ ଜନକଲ୍ୟାଣ ସେବା ଟ୍ରଷ୍ଟ ତରଫରୁ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ନୃସିଂହନାଥ କଳା ପରିଷଦ ଆନୁକୁଲ୍ୟରେ ନୃସିଂହନାଥ ଓଟିଡିସି ପରିସରରେ ଶନିବାର ନୂଆଁଖାଇ ଭେଟଘାଟ ସହ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଶ୍ୟାମଲାଲ ପ୍ରଧାନ ଅଧ୍ୟକ୍ଷତା କରିଥିବା
Read More...

ଝାରବନ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ କଲେ କୃଷକ ସଂଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଞ୍ଚଳିକ କୃଷକ ସଂଗଠନ (ଡଭା) ଝାରବନ୍ଧ ଏବଂ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ଝାରବନ୍ଧ ବ୍ଲକ ଅଞ୍ଚଳର ଚାଷୀମାନଙ୍କ କେତେକ ମୌଳିକ ଯଥାର୍ଥ ଦାବୀକୁ ନେଇ ଝାରବନ୍ଧ ତହସିଲଦାର, ବରଗଡ ଜିଲ୍ଲାପାଳ, ପଦ୍ମପୁର ଉପଜିଲ୍ଲାପାଳ, ଝାରବନ୍ଧ ଅଧିକାରୀ,
Read More...

ଅଇଁଲାଭଟା ଗ୍ରାମରେ ଧୁଆଯାତ୍ରା ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ତାଲପାଲି ଗ୍ରାମପଞ୍ଚାୟତ ଅଧିନସ୍ଥ ଅଇଁଲାଭଟା ଗ୍ରାମରେ ଧୂଆଯାତ୍ରା ଅତି ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଗାଁର ଗୌନ୍ତିଆ ବିଷ୍ଣୁ ପ୍ରସାଦ ସାହୁ ଏବଂ ଗାଁର ଝାଙ୍କର ରଘୁବୀର ବରିହା ଦୁହେଁ ମିଶି
Read More...