Browsing Tag

padampur news

ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା କେବେ ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତ ଅଧିନରେ ଥିବା ପୁଢୋଖାର ଗାଁରୁ ଜମଲା ଯାଇଥିବା ରାସ୍ତା ଅତି ଶୋଚନୀୟ ହୋଇପଡିଛି । ସେଇ ରାସ୍ତା ଦେଇ ୪ ଖଣ୍ଡ ଗାଁ ଲୋକେ ଯିବା ଆସିବା କରୁଛନ୍ତି । ଜମଲା ପାଖରେ ସୋମବାର ଦିନ ବଜାର ବସିଥାଏ ।
Read More...

ବାରମ୍ବାର ଅନୁରୋଧ ସତ୍ତ୍ୱେ ହେଲାନି ଯୋଖିପାଲି ତଲିପଡ଼ା ଡ୍ରେନ : ପଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମର ଜଗନ୍ନାଥ ମନ୍ଦିର ତଳିପଡାରେ ଥିବା ଡ୍ରେନ ଅନେକ ରୋଗର ବାହକ ସାଜିଛି ଯାହା ଫଳରେ ପ୍ରତିବର୍ଷ ପଡ଼ାବାସୀ ହଇଜା ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଭିଯୋଗ
Read More...

ମରଣଯନ୍ତା ସାଜିଛି ପ୍ରଧାନମନ୍ତ୍ରୀ ସଡ଼କ : ସଚିବ ପ୍ରଦୀପ ଜେନାଙ୍କୁ ଭୁଆଁ ବୁଲେଇଲେ ନିର୍ବାହୀ ଯନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରୁ ଜୋଖିପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ଏହି ରାସ୍ତକୁ ମରାମତି କରିବା ପାଇଁ ଗ୍ରାମର ଯୁବ ସାମ୍ବାଦିକ ଅଶ୍ୱିନୀ କୁମାର ଦାସ
Read More...

ଭିନ୍ନକ୍ଷମ ବ୍ୟକ୍ତି ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଅସହାୟ ବ୍ୟକ୍ତିମାନଙ୍କର ସାମାଜିକ ସୁରକ୍ଷା ନିମେନ୍ତ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଅଫିସର ବାବୁମାନଙ୍କର ଆନ୍ତରିକତାର ଅଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ମୌଲିକ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି
Read More...

ଜର୍ଜଗଡରେ ଦୁର୍ଗାପୂଜା କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ତହସିଲ ଅଫିସ ନିକଟସ୍ଥ ଜର୍ଜଗଡ଼ରେ ଆଜି ୨୨ ତମ ସାର୍ବଜନୀନ ଦୁର୍ଗାପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ମାଆ ଭଉଣୀମାନେ ୧୦୮ କଳସରେ ପବିତ୍ର ପାଣି ନୃସିଂହନାଥ ଝରଣାରୁ ଆଣି ପୂଜା ମଣ୍ଡପରେ ସ୍ଥାପନ
Read More...

ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର ନଁଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ (ସାହୁ) ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନୃସିଂହନାଥ ସ୍ଥିତ ସ୍ୱ-ଜାତୀୟ ଧର୍ମଶାଳାଠାରେ ଜିଲ୍ଲା ସଭାପତି ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ସ୍ତରୀୟ
Read More...

ଡଙ୍ଗାଘାଟରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ଵେଚ୍ଛାସେବୀ ଚୂଡ଼ାମଣି ସାହୁ ଓ ଜଗଦୀଶ ସାହୁଙ୍କ ନେତୃତ୍ୱରେ ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମର ଗ୍ରାମବାସୀ ତଥା ବିର
Read More...

ସାଧାରଣରେ ଅଭିଯୋଗ : ଲୋକଙ୍କ ଆଶା ଭାଙ୍ଗୁଛି ପାଇକମାଲ ୟୁକୋ ବ୍ୟାଙ୍କ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ଅଗ୍ରଣୀ ୟୁକୋ ବ୍ୟାଙ୍କ ଏହି ଅଞ୍ଚଳର ଲୋକମାନଙ୍କ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ ହେଉଛି । ଏହି ଅଞ୍ଚଳର ଲୋକମାନଙ୍କର ଭରସା ବ୍ୟାଙ୍କ ଉପରେ ଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ ଫେରି ଯାଉଛନ୍ତି ବୋଲି
Read More...

ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଗେଟ୍ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ବିଦ୍ୟାଳୟରେ ଏକ ସିଲଭର ଜୁବୁଲି ଗେଟ ନିର୍ମାଣ କରାଯାଇଥିଲା । ଉକ୍ତ ଗେଟ୍‌କୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା
Read More...

ସିଆରପିଏଫ୍‌ ଦ୍ୱାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ଦମନ ପାଇଁ ସରକାରଙ୍କର ତରଫରୁ ପଦ୍ମପୁର ଉପଖଣ୍ଡର ଅନେକ ସ୍ଥାନରେ ସିଆରପିଏଫର ୧୮୯ ବଟାଲିଅନର ଯବାନ ମାନଙ୍କୁ ମୁତୟନ କରାଯାଇଛି । ମୁଖ୍ୟତଃ ପଦ୍ମପୁର ଉପଖଣ୍ଡର ପାଇକମାଲ, ବରତୁଣ୍ଡା, କେର୍ମେଲାବାହାଲ ଓ ଜଗଦଲପୁର
Read More...