Browsing Tag

padampur news

ଭିଲେଜ୍ ରିସୋର୍ସ ପାର୍ସନଙ୍କ ୩ ବର୍ଷର ଦରମା ବାକି ଥିବା ନେଇ ଜିଲ୍ଲାପାଳଙ୍କୁ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୭ ମସିହାରେ ଓଡ଼ିଶା ସରକାର ପଞ୍ଚାୟତିରାଜ ବିଭାଗ ଅଧିନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତମାନଙ୍କରେ ଜଣେ ଜଣେ ମହିଳାଙ୍କୁ ଭିଲେଜ ରିସୋର୍ସ ପାର୍ସନ ଭାବେ ଜଣେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ସୂଚନା ଅନୁସାରେ ଝାରବନ୍ଧ ବ୍ଲକରେ ୧୪ଟି ଗ୍ରାମ…
Read More...

ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ମେହେରଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅବସରପ୍ରାପ୍ତ ସୁଦୁକ୍ଷ ଶିକ୍ଷକ ଗିରିଧିରୀ ମେହେରଙ୍କ ବାଦିକଟା ଗ୍ରାମ ପଞ୍ଚାୟତ ସାପଲହର ନିଜ ବାସଭବନ ଠାରେ ଗତ ରବିବାର ଦିନ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।…
Read More...

କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଶ୍ରମିକ ନେତା ବିଶ୍ଵନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ : ସାମ୍ବାଦିକମାନଙ୍କୁ ସଂଘ…

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସଂଘର ପ୍ରତିଷ୍ଠାତା ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ୧୦୨ ତମ ଜୟନ୍ତୀ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନ ଦ୍ବାରା ପାଇକମାଲ କେନ୍ଦୁପତ୍ର ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର…
Read More...

ବିଜେଡି ସମିତି ସଭ୍ୟ ଓ ଅବସରପ୍ରାପ୍ତ ଆର୍‌ଆଇଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଦ୍ମପୁର ଅଞ୍ଚଳରେ ମିଶ୍ରଣ ପର୍ବ ବିଜେପିର ବ୍ୟାପକ ଭାବେ ଚାଳିଛି । ଆଜି ବିଜୁ ଜନତା ଦଳର ପାଇକମାଲ ବ୍ଲକ କେଛୋଦାଦର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଅଁଏଲା ଧରୁଆ ସହ ତାଙ୍କ ସ୍ବାମୀ ସମାରୁ…
Read More...

ଜଡ଼ାଗଞ୍ଜାରେ ଶ୍ରୀ ଅରବିନ୍ଦ ପାଠଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଅରବିନ୍ଦ ପାଠଚକ୍ର ସଂଗଠନ, ବରଗଡ ଜିଲ୍ଲା ଆନୁକୂଲ୍ୟରେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଜଡାଗଞା ଗ୍ରାମରେ ବ୍ଳକ ଆବାହକ ଧନପତି ଦେବତାଙ୍କ ସଂଯୋଜନାରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।…
Read More...

୫ ମାସ ହେଲା ଅଚଳ ପଡ଼ିଛି ପାନୀୟ ଜଳ ପ୍ରକଳ୍ପ : ଶୀଘ୍ର ମରାମତି ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ଯୁବନେତା ଦେବେନ୍ଦ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦର ଗ୍ରାମ ଯୋଖିପାଲିର ଲିଟିପାଲି ରାସ୍ତା କଡରେ ଥିବା ଗଭୀର ନଳକୂପ ଦୀର୍ଘମାସ ଧରି ଅଚଳ ହୋଇପଡିଛି ଯାହାଦ୍ୱାରା ୨ ନମ୍ବର ୱାର୍ଡବାସୀ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏହି କାମ…
Read More...

ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ବରିକେଲ ପଞ୍ଚାୟତ ସିଂହନପୁର ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଟୀ ପକ୍ଷରୁ ଗ୍ରାମରେ ସ୍ୱଚ୍ଛ ଅଭିଯାନ । ସଭାନେତ୍ରୀ ପଦ୍ମିନୀ ପୁରୋହିତ ଏବଂ ସମ୍ପାଦିକା ପଦ୍ମିନୀ ପାଣ୍ଡେଙ୍କ ନେତୃତ୍ୱରେ ପ୍ରାୟ ୧୮ ଜଣ ମହିଳା ଉପସ୍ଥିତ ରହି ସଫେଇ…
Read More...

ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଉ ଦିନ କେଇଟା ପରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖଇରପାଲି ହାଇସ୍କୁଲ ପଡ଼ିଆଠାରେ ଆରମ୍ଭ ହେବ ୯ ତମ ଜିଲ୍ଲାସ୍ତରୀୟ ଗୋଲଡେନ ଷ୍ଟାର କ୍ରିକେଟ କପ୍‌ । ଏନେଇ ଜୋରଦାର ଚାଲିଛି ପ୍ରସ୍ତୁତି । ଆସନ୍ତା ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ କ୍ରିକେଟ…
Read More...

ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କଲେ ଯୁବ ସମାଜ ସେବୀ ରୂପେନ୍ଦ୍ର ପାଣ୍ଡେ

ନିଃସହାୟଙ୍କୁ ସାହାଯ୍ୟ କରିବା ମଣିଷର ଧର୍ମ : ରୂପେନ ପାଣ୍ଡେ ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ଆସିଛି ନୂତନ ବର୍ଷ, ଗାଁଠାରୁ ସହର ଯାଏଁ ସମସ୍ତେ ନୂଆ ବର୍ଷରେ ଚଳ ଚଞ୍ଚଳ ଥିବା ବେଳେ ଗତକାଲି ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମର ଯୁବ ସମାଜସେବୀ…
Read More...

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିଜୟ କୁମାର ଦାଶଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲାଟ ୟୁଥ କ୍ଲବଠାରେ ବୋଡାସମ୍ବର ସାମ୍ବାଦିକ ସଂଘ ସଭାପତି ସ୍ବର୍ଗତ ବିଜୟ କୁମାର ଦାଶଙ୍କୁ ଗତକାଲି ସାମ୍ବାଦିକ ସଂଘ ତରଫରୁ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସତ୍ୟ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରଦ୍ଧାଞ୍ଜଳି ପ୍ରସ୍ତାବ…
Read More...