Browsing Tag

padampur news

ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ ୨ରେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ପାଇଁ ପ୍ରଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ପ୍ରଚାର ଜୋରଦାର ଜମିବାରେ ଲାଗିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପାଇକମାଲ, ଝାରବନ୍ଧ, ରାଜ ବୋଡାସମ୍ବର ୩ଟି ବ୍ଲକର ଆଠଟି…
Read More...

ବିଜେଡି ଗୁଣ୍ଡାଙ୍କ ଆକ୍ରମଣ ଅଭିଯୋଗ କଲେ ସରୋଜ ବାଗ : ଆହତଙ୍କୁ ନିଆଗଲା ବୁର୍ଲା ମେଡ଼ିକାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିର୍ବାଚନରେ ଉଠିଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କ ସାମ୍ବିଧାନିକ ଅଧିକାର ଅଛି ଯେ, ସେ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇ ଭୋଟ ଭିକ୍ଷା ତଥା ପ୍ରଚାର କରିପାରିବେ କିନ୍ତୁ ବିଜେଡିର ଗୁଣ୍ଡାମାନେ ମିଶି ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ବୋଲି ସରୋଜ ବାଗ…
Read More...

କେବେ ଭାଙ୍ଗିବ ଜିଲ୍ଲାପାଳଙ୍କ ଅହଂକାର : ପଦ୍ମପୁର ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରରେ ଗତ ତା ୨୭/୦୧/୨୦୨୨ ରିଖରେ ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ନିଷ୍ପତ୍ତ ନିଆଯାଇଥିଲା । ପଦ୍ମପୁର ଉପଖଣ୍ଡ ଏକ ବଡ଼…
Read More...

ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ବାଚନୀ ସଭାରେ ପୂର୍ବତନ ବିଧାୟକ ପ୍ରଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଗାମୀ ୧୬ ତାରିଖ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ, ଝାରବନ୍ଧ, ପଦ୍ମପୁର ଆଦି ବ୍ଳକରେ ବିଜେପି ପ୍ରତି ଲୋକଙ୍କର ଜନ ସମର୍ଥନ ବଢ଼ିବାରେ ଲାଗିଛି । ଆଜି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳ…
Read More...

୧୨ତମ ବୁଢାରଜା କ୍ରିକେଟ୍ କପ୍ ସମାପନ : ଖଲିଆପାଲି ଦଳ ଚମ୍ପିଆନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମ ପଚାଂୟତ ଅନ୍ତର୍ଗତ ବୁବୁଡା ଗ୍ରାମରେ ୧୨ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ପୁଟୁଡେରା ଏବଂ ଖଲିଆପାଲି ମଧ୍ୟରେ ଫାଇନାଲ୍ ମ୍ୟାଚ୍‌ରେ ଖଲିଆପାଲି ବିଜୟ ହୋଇଥିଲା । ଏହି ଅବସରରେ ଦହିଗାଁ ଗ୍ରାମ ପଚାଂୟତରେ…
Read More...

ରାଜବୋଡାସମ୍ବର ୧ ନମ୍ବର ଜୋନ୍ ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥନୀଙ୍କ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜବୋଡାସମ୍ବର ବ୍ଲକ ବରିକେଲ ମଣ୍ଡଳ ନିର୍ବାଚନ ପ୍ରଚାରରେ ସେତିକି ଉଷ୍ମତା ବଢ଼ିବାକୁ ଲାଗିଛି । ରାଜବୋଡାସମ୍ବର ୧ ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥନୀ ଶ୍ରୀମତୀ ସରସ୍ବତୀ ସାହୁ ଓ…
Read More...

ସଚେତନତା କାର୍ଯ୍ୟକ୍ରମ : କବିର୍‌ କଲମେ ଭୋଟ ବାର୍ତା

ଲେଖକ ଓ ସାମ୍ବାଦିକ ବ୍ୟବସ୍ଥା ପରିବର୍ତନର ପ୍ରମୁଖ ବାର୍ତାବହ ଅଟନ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ର ପାଇଁ ମଧ୍ୟ ତ୍ୟାଗ ଆବଶ୍ୟକ । ରାଜନୈତିକ ବିକାରଗ୍ରସ୍ତ ମାନସୀକତାରେ ତାଳଦେବା ବର୍ତମାନ ସମୟର ଅହ୍ୱାନ ଅଟେ । ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି କଲମର ଭୂମିକା ମଧ୍ୟ…
Read More...

ଇଲେଭେନ୍‌ ଷ୍ଟାର୍‌ କ୍ରିକେଟ୍‌ କପ୍‌ ଉଦ୍‌ଯାପିତ : ପଦ୍ମପୁର ଚାମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଦହିତାଠାରେ ଇଲେଭେନ୍‌ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବୁଡେନ ଦଳ ଭଗତପୁର ଦଳକୁ ହରାଇ ଏବଂ ପଦ୍ମପୁର ଦଳ ଗଡ଼ଭାଟି ଦଳକୁ ହରାଇ…
Read More...

ମାଣ୍ଡୋସିଲ ଡଷ୍ଟ ଡେଭିଲସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ମାଣ୍ଡୋସିଲ ଚାମ୍ପିଅନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମଠାରେ ଚାଲିଥିବା ୨୦ ତମ ଡଷ୍ଟ ଡେଭିଲସ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସେମି ଫାଇନାଲ୍ ମାଣ୍ଡୋସିଲ ଡ଼ଷ୍ଟ ଡେଭିଲସ୍ ସହିତ ପତ୍ରାଗୁଡ଼ା ଦଳ ମଧ୍ୟରେ ହୋଇଥିଲା ଏଥିରେ ମାଣ୍ଡୋସିଲ ଦଳ ବିଜୟ ଲାଭ କରି ପ୍ରଥମ ଦଳ ଭାବେ…
Read More...

ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନରେ କବିତା ଆସର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବସନ୍ତ ପଞ୍ଚମୀ ଉପଲକ୍ଷେ ସିର୍ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଗତକାଲି ଏକ ଆଭାସୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା ଯୁବକବି ରାଧାମୋହନ ପୂଜାହାରୀଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର…
Read More...