Browsing Tag

padampur news

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଓ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ନିର୍ବାଚନୀ ସଭାରେ ଭବ୍ୟ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଳକ ବରିକେଲ ମଣ୍ଡଳ ମହୁଲପାଲି, ଦର୍ବେକେଲା, କେନ୍ଦୁଭଟା ଆଦି ଗ୍ରାମକୁ ଯାଇ ଆସନ୍ତା ୧୮ରେ ଦ୍ଵିତୀୟ ପର୍ଯ୍ୟାୟର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ ବୋଡାସମ୍ବର ଜୋନ୍ ନଂ ୧ରେ…
Read More...

ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବନବିଭାଗ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା ଶିବିର ସ୍ଥାନୀୟ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲକୁ ନିଆଁ ଲଗାଇ ଦେବାରୁ ଗଛ ପୋଡ଼ି ପାଉଁଶ ହେବା…
Read More...

ବିଜେପିରେ ସାମିଲ ହେଲେ ପଞ୍ଚାୟତ ବିଜୁ ଯୁବ ବାହିନୀର ସଂପାଦକ ଲିଙ୍ଗରାଜ ପଟେଲ : ଜନସମ୍ପର୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ଓ ଝାରବନ୍ଧ ବ୍ଲକରେ ମତଦାନ ଅନୁଷ୍ଠିତ ହୋଇଯାଇଛି । ଗତକାଲି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଝାରବନ୍ଧ ମଣ୍ଡଳସ୍ତରୀୟ ବାଇକ୍…
Read More...

ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜ ସେବା ହିଁ ସଂକଳ୍ପର ଆଭିମୁଖ୍ୟ ସାଜିଥିବା ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ଦ୍ଵିତୀୟ ପ୍ରତିଷ୍ଠା ଦିବସ ଏବଂ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ଦେଶ ମାତୃଭୂମି ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କ…
Read More...

ବୟସ ୭୦ ଉପରେ, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଅନେକ ସାମାଜିକ କଲ୍ୟାଣ ଯୋଜନାର କାର୍ଯ୍ୟକାରୀ କରିଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନ୍‌ସନ୍‌ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ସରକାରୀ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଯୋଗୁଁ ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ…
Read More...

ନୃସିଂହନାଥ ନିସର୍ଗ ନିବାସରେ ସର୍ବୋଦୟ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ନିସର୍ଗ ନିବାସଠାରେ ସର୍ବୋଦୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସର୍ବୋଦୟ ଆନ୍ଦୋଳନରେ ସାମିଲ ମୁକ୍ତିଶ୍ବର ପ୍ରଧାନ ଗାନ୍ଧୀ ଫଟୋ ଚିତ୍ରରେ ପୂଜା କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଥମେ ସର୍ବୋଦୟ ଆନ୍ଦୋଳନରେ…
Read More...

ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ଧମକ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ଜୋନ ନଂ ୧ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ସରସ୍ୱତୀ ସାହୁ ମହୁଲପାଲି ପଞ୍ଚାୟତ କେନ୍ଦୁଭଟା ଗ୍ରାମରେ ପ୍ରଚାର କରୁଥିବା ସମୟରେ ଖଲିଆପାଲି ପଞ୍ଚାୟତର ନରସିଂହପୁର ଗ୍ରାମର ପରମା ସାହା (ସମିତି ସଭ୍ୟ ପ୍ରାର୍ଥୀ) ଓ…
Read More...

ଜଗଦଳପୁର ଓ ଲଖମରା ମଣ୍ଡଳରେ ବିଜେପି ପକ୍ଷରୁ ନିର୍ବାଚନୀ ଜନସମ୍ପର୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର କାର୍ଯ୍ୟ ସେତେ ଜୋର ଧରିଥିବା ବେଳେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପକ୍ଷରୁ ଝାରବନ୍ଧ ବ୍ଲକ ଜଗଦଲପୁର ଓ ପାଇକମାଲ ବ୍ଲକ ଲଖମରା ମଣ୍ଡଳସ୍ତରୀୟ ବାଇକ୍ ରେଲି ନିର୍ବାଚନୀ ଜନସମ୍ପର୍କ…
Read More...

ଆର୍‌ବି ହାଇସ୍କୁଲ୍ ପ୍ଲାଟିନମ୍ ଜୁବୁଲିର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟା ପ୍ଲାଟିନମ୍ ଜୁବୁଲିର ଏକ ପ୍ରସ୍ତୁତି ବୈଠକ ଉପସଭାପତି ମନୋରଞ୍ଜନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ମାର୍ଚ୍ଚ ଏଗାର, ବାର ଓ ତେର ତାରିଖରେ ପ୍ଲାଟିନମ୍ ଜୁବୁଲି…
Read More...

ମାନସିଂହ ସାହିତ୍ୟ ସଂସଦର ଚତୁର୍ଦ୍ଦଶ ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ଚତୁର୍ଦ୍ଦଶ ମାସିକ କବିତା ଆସର ଫେବୃଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରର ବରିଷ୍ଠ ସୁସାହିତ୍ୟିକ ତଥା ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼ଃ. ଲକ୍ଷ୍ମୀନାରାୟଣ ଦାଶ…
Read More...