ଭୋଟ ଦିନ ମତଦାତାଙ୍କୁ ମାଡ ମାରିଥିବା ଗାଇସିଲେଟ ଥାନା ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ତା ୧୮/୨ ରିଖ ଦିନ ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଆଇଆଇସି ବୀରବଳ ଜଗତ ନିଜ ଗାଡିରେ ପୋଲିସ ଫୋର୍ସ ଧରି ବିଭିନ୍ନ ବୁଥ ଭିତରକୁ ପ୍ରବେଶ କରି ସାଧାରଣ ଭୋଟରମାନଙ୍କୁ ଏପରିକି ମହିଳା ଭୋଟର!-->…
Read More...
Read More...