Browsing Tag

padampur news

ଅସ୍ଥି କର୍କଟ ରୋଗରେ ପୀଡ଼ିତ ସୌଭାଗ୍ୟଙ୍କ ଚିକିତ୍ସା ପାଇଁ ଶିକ୍ଷକ ଦିବସଙ୍କ ସଂଘର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକତା ସହ ଅସହାୟ ଲୋକଙ୍କ ପାଇଁ ହେଲ୍ପଲାଇନ ସାଜୁଥିବା ଶିକ୍ଷକ ଦିବସ କୁମାର ସାହୁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ବଞ୍ଚେଇବା ପାଇଁ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ସାଜିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମର…
Read More...

ଭେଉଁରିଆ ଛକ ପୋଲିସ ସହାୟତା କେନ୍ଦ୍ର ନିକଟରେ ଖାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ମୁଖ୍ୟଛକ ଭାବରେ ଜଣାଶୁଣା ଭେଉଁରିଆ ଛକର ପୋଲିସ ସହାୟତା କେନ୍ଦ୍ର ନିକଟରେ ପିଏଚ୍‌ଡି ପାଣିଟାଙ୍କି ଚାବିଥିବା ଢାଙ୍କୁଣୀ ଆଜିକୁ କେତେ ଦିନ ହେଲାଣି ଭାଙ୍ଗିଯାଇ ଖାଲ ସୃଷ୍ଟି ହୋଇଅଛି । ଏହି ଖାଲ ଭିତରେ ପଡିଯାଇ ଛୋଟ ବଡ ଦୁର୍ଘଟଣାର…
Read More...

ତେଣ୍ଡାପଦରଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଳିଆପାଲି ପଞ୍ଚାୟତ ତେଣ୍ଡାପଦର ଗ୍ରାମରେ ଷୋହଳ ପ୍ରହରୀ ନାମ ଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଷୋହଳ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜା କର୍ତ୍ତା…
Read More...

ମାଣ୍ତିଆଢିପାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମଣ୍ତିଆଢିପାଠାରେ ସଂକ୍ରାନ୍ତି ଉପାସିକା ଓ ମାଣ୍ତିଆଢିପା ଗ୍ରାମବାସୀଙ୍କ ଦ୍ୱାରା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ଷୋହଳ ପ୍ରହରୀ ନାମଯଜ୍ଞରେ ୩ଦିନ ବ୍ୟାପୀ ହରେକୃଷ୍ଣ ମହାମନ୍ତ୍ରରେ ଯଜ୍ଞମଣ୍ଡପ କମ୍ପୁଥିଲା ।…
Read More...

ଗାଇସିଲେଟ କେନ୍ଦୁପତ୍ର ଡିଭିଜନରେ ଶିଶୁ ଶ୍ରମିକ ପ୍ରସଙ୍ଗ ତଦନ୍ତ ସାପେକ୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବହୁ ଜନାଭିମୁଖୀ କାର୍ଯ୍ୟକ୍ରମ କରୁଛନ୍ତି । ଶିକ୍ଷାକୁ ଅନିବାର୍ଯ୍ୟ ଓ ସାର୍ବଜନିକ କରିବା ପାଇଁ ଶିକ୍ଷା ଅଧିକାର ଆଇନ କରାଯାଇଛି । ୬ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁ ଶିକ୍ଷା ପାଇବା ତାର ମୌଳିକ ଅଧିକାର । ତାକୁ କେହି ସେ ଅଧିକାରରୁ ବଂଚିତ…
Read More...

ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଚାଲିଥିବା ହନୁମାନ ପ୍ରତିଷ୍ଠା ମହୋତ୍ସବ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଷ୍ଠା ମହୋତ୍ସବ ସଚେତନ ହେମା ଅନୁଷ୍ଠାନ ଦ୍ୱାରା ସରବତ ବଣ୍ଟନ ଓ ର୍ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୁବନେଶ୍ୱର କଳା ପରିଷଦ ଇଂସାର…
Read More...

ଆଦର୍ଶ ଶିକ୍ଷକ ପାଲା ଗାୟକଙ୍କ ହୃଦଘାତରେ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଜଣେ ମେଳାପୀ, ମିଷ୍ଟଭାଷୀ ଛାତ୍ରଛାତ୍ରୀଙ୍କ ପ୍ରିୟ ଶିକ୍ଷକ କ୍ଷୀରସାଗର ବରିହା (୫୦) ଆଉ ଆମ ଗହଣରେ ନାହାଁନ୍ତି । ଆଜି ତାଙ୍କ ବାସ ଭବନ ମାଣ୍ଡିଆଢିପା ଗ୍ରାମରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ଏକାଧାରରେ…
Read More...

ଭେଙ୍ଗରାଜପୁରରେ ଧାନମଣ୍ତି ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମରେ ଧାନମଣ୍ତି ଉଦ୍‌ଘାଟନ କରାଯାଇଛି । ଏହି ମଣ୍ତିକୁ ଭେଙ୍ଗରାଜପୁର ଗ୍ରାମର ଅଗ୍ରଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବା ପାଇଁ ପ୍ରଶାସନ ସ୍ୱୀକୃତି ପ୍ରଦାନ କରଛନ୍ତି । ମୁଖ୍ୟଅତିଥି ଭାବେ…
Read More...

ନୃସିଂହନାଥ ବୈଶାଖ ମେଳା ପଛପଟେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶ୍ରୀ ନୃସିଂହନାଥରେ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବୈଶାଖ ମେଳା ଉଦ୍‌ଯାପିତ ହୋଇଯାଇଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇ ନିଜ ନିଜ କାମ ସାରି ଫେରି ଯାଇଛନ୍ତି । ଶହ ଶହ ଅସ୍ଥାୟୀ ଦୋକାନ ବଜାରର ଅସ୍ତିତ୍ୱ ପଡ଼ି…
Read More...

ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁୁମାର ପାଣୀ) : ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଜିକା ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ପଦ୍ମପୁର ସହରରେ ପୂର୍ବରୁ ହୋଇଥିବା ପ୍ରକଳ୍ପ ଅନୁଯାୟୀ କ୍ଷୁଦ୍ର ଜଳସେଚନ ବିଭାଜିକାର କିଛି କେନାଲ ବର୍ତ୍ତମାନର ବସ୍ତି…
Read More...