Browsing Tag

padampur news

ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସଂଗ୍ରାମୀ ନେତା ସ୍ୱର୍ଗତ ଇଶ୍ଵର ବିଜିରାଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : "ଯାନ ଯାଉ ଯାଉ ଜୀବନ ଯାଉ" ଗନ୍ଧମାର୍ଦ୍ଦନ ବଂଚି ଥାଉ"ର ସକଳ୍ପ ନେଇ ଗନ୍ଧମାର୍ଦ୍ଦନ ପର୍ବତର ସୁରକ୍ଷା ପାଇଁ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ୧୯୮୦ ଦଶକରେ ଶ୍ରୀମତୀ ଜମ୍ବୋବତୀ ବିଜାରା ଓ ତାଙ୍କ ସ୍ୱାମୀ ସ୍ୱର୍ଗତ ଇଶ୍ଵର ବିଜିରା ବାଲକୋ ହାଟଓ
Read More...

ଗରିବର ଦୁଃଖ ଶୁଣିବାକୁ ପ୍ରଶାସନ, ଜନ ପ୍ରତିନିଧି କେହି ନାହାଁନ୍ତି ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଧବା, ସ୍ୱାମୀ ପରିତ୍ୟକ୍ତା, ଦିବ୍ୟାଙ୍ଗ ମହିଳାମାନଙ୍କ ଦୁଃଖ ଶୁଣିବାକୁ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧିଙ୍କ ସମୟ ନାହିିଁ । ଦୀର୍ଘ ବର୍ଷ ଧରି ନିଜେ ରହୁଥିବା ଜମି ପଟ୍ଟା ହେବା ପରିବର୍ତ୍ତେ ରାଜସ୍ୱ ବିଭାଗକୁ ଧରି ଅନ୍ୟ ଜଣେ ଧନୀଲୋକ ୮ଟି
Read More...

୨୦ ତାରିଖ ତାଲାବନ୍ଦକୁ ନେଇ ଜରୁରୀ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କାର୍ଯ୍ୟାଳୟର ସଭାଗୃହଠାରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁଙ୍କ ସଭାପତିତ୍ୱରେ ପ୍ରସାଶନ, ଗାଇସିଲେଟ ନାଗରିକ କମିଟି, ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ଏବଂ ବଣିକ ସଂଘ ଗାଇସିଲେଟର ଏକ ବୈଠକ ଅନୁଷ୍ଠିତ
Read More...

୨୦ ଜୁନରୁ ଗାଇସିଲେଟ ବ୍ଲକର ସରକାରୀ କଳକୁ ଅଚଳ କରିବେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଂଗଠନ ଗାଇସିଲେଟ ବ୍ଲକର ଗାଇସିଲେଟ ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ସଭାପତି ଅରବିନ୍ଦ ପଣ୍ଡାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଗତ ୨୦୨୧ ଖରିଫ ଋତୁରେ ଯେଭଳି ଭାବରେ ମରୁଡି ହୋଇଥିଲା, ତାହା ଚାଷୀ
Read More...

ପାଇକମାଲ ସବଷ୍ଟେସନରେ ଶୋକସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିରାମିଷ ଖାଦ୍ୟ ସହ ପନିପରିବା ଫଳ ମୂଳ ଖାଇ ନିୟମିତ ବ୍ୟୟାମ କଲେ ଶରୀର ସୁସ୍ଥ ରହିବା ସହ ଅକାଳ ମୃତ୍ୟୁରୁ ରକ୍ଷା ମିଳିବ ବୋଲି ଆଜି ପାଇକମାଲ ବିଦ୍ୟୁତ ସବଷ୍ଟେସନରେ ଅନୁଷ୍ଠିତ ଶୋକସଭାରେ ବରିଷ୍ଠ ସାମ୍ବାଦିକ ବଡ ଶତପଥି ପ୍ରକାଶ କରିଛନ୍ତି । ପାଇକମାଲ
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ତିନି ସତ୍ୟାଗ୍ରହୀଙ୍କ ଦେହାନ୍ତ : ଗନ୍ଧମାର୍ଦ୍ଦନ ଯୁବ ପରିଷଦ ଦ୍ୱାରା ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରେ ବାଳକୋର ବକ୍ସାଇଟ ଖଣି ପ୍ରକଳ୍ପ ବିରୋଧରେ ଚାଳିଥିବା ଐତିହାସିକ "ବାଲକୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓ" ଆନ୍ଦୋଳନରେ ସତ୍ୟାଗ୍ରହୀ ଥିବା ୩ ଜଣ ଆନ୍ଦୋଳନକାରୀଙ୍କ ଇତି ମଧ୍ୟରେ ଦେହାନ୍ତ ହୋଇଯାଇଛି । ପାଇକମାଲ ଥାନା
Read More...

ବିଶିଷ୍ଟ ଶତାୟୁ ଚାଷୀ ଗୋବିନ୍ଦ ପ୍ରଧାନଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଧାରୋଲ ଗ୍ରାମର ବିଶିଷ୍ଟ ଶତାୟୁ ଚାଷୀ ତଥା ସମାଜସେବୀ ଗୋବିନ୍ଦ ପ୍ରଧାନଙ୍କ ଗତକାଲି ଘ୧୨.୫୪ ମି ସମୟରେ ଧାରୋଲ ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ
Read More...

‘ସଚେତନ ହେମା’ ଅନୁଷ୍ଠାନ ପକ୍ଷରୁ ଲୋକକଳା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା କଳା ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ 'ସଚେତନ ହେମା' ପକ୍ଷରୁ ଲୋକକଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ନାଟ୍ୟକାର ରାଜକୁମାର ସାହୁ ଜନ ଜୀବନର ସରଳ ଅଭିବ୍ୟକ୍ତି ହିଁ ଲୋକକଳା ବୋଲି କହିବା ସହ ଲୋକକଳାର
Read More...

ପାଇକମାଳ ବ୍ଲକ ଶିକ୍ଷା ବିଭାଗର ଅଭିନବ କାର୍ଯ୍ୟକ୍ରମ ‘ଗୋଟିଏ ଦିନ ଗୋଟିଏ ପୃଷ୍ଠା’

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା 'ଗୋଟିଏ ଦିନ ଗୋଟିଏ ପୃଷ୍ଠା' କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବହୁତ ପ୍ରଭାବିତ ହେଉଛନ୍ତି । ମାତ୍ର ଦଶ ଦିନ ଖରା ଛୁଟିରେ ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ଶିକ୍ଷକ ଶିକ୍ଷୟତ୍ରୀମାନେ ପହଞ୍ଚି ପିଲାମାନଙ୍କ ପାଠପଢ଼ା
Read More...

ରାଜବୋଡ଼ାସମ୍ବର ବ୍ଲକ ସରପଞ୍ଚ ମାନଙ୍କୁ ନେଇ ସଧାରଣ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିହାପାଲି ଗ୍ରାମ ପଞ୍ଚାୟତ ପରିସରରେ ସରପଞ୍ଚ ନିରଦରଞ୍ଜନ ସାହୁଙ୍କ ତତ୍ତ୍ଵାବଧାନରେ ରାଜବୋଡ଼ାସମ୍ବର ବ୍ଲକର ସରପଞ୍ଚମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଜମରତଲା ସରପଞ୍ଚ ବିଧୁଭୂଷଣ ଚାନ୍ଦଙ୍କ ଅଧ୍ୟକ୍ଷତାରେ ସଭା
Read More...