Browsing Tag

padampur news

ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ : ଥାନାରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ବରତୁଣ୍ଡା ଗ୍ରାମରେ ଏକ ରାସ୍ତା କାମରେ ମାଟି ପକାଇବା ନେଇ ମାଡପିଟ ଯୋଗୁଁ ପାଇକମାଲ ଥାନାରେ ଅଭିଯୋଗ ହେଇଛି । ଲିଖିତ ଏତଲା ଅନୁଯାୟୀ ବରତୁଣ୍ଡା ଗ୍ରାମର କୃଷ୍ଣ କୁମାର ପଟେଲ ଗତ ୧୦ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଘର
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନ ଓ ବରଗଡ ଆରକ୍ଷୀ ମଧ୍ୟରେ ଆଲୋଚନା ବିଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡାସମ୍ବର କୃଷକ ସଂଗଠନ ଓ ବରଗଡ ଏସ୍‌ପିଙ୍କ ମଧ୍ୟରେ ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ୧୩ ତାରିଖରେ ଜେଲ ଭରୋ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବରଗଡ ଏସ୍‌ପି ରାହୁଲ ଜୈନ, ପଦ୍ମପୁର ଏସ୍‌ଡିପିଓ
Read More...

ପଦ୍ମପୁର ପୋଲିସ ହାତରେ ଡ୍ରଗ୍ସ ବେପାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଓଡିଶା ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ସମୟରେ ପଡୋଶୀ ଛତିଶଗଡ଼ରୁ ବିଭିନ୍ନ ପ୍ରକାରର ନିଶା ସାମଗ୍ରୀ ଏହି ଅଞ୍ଚଳକୁ ଚୋରାଚାଳାଣ ହୋଇଥାଏ । ଏନେଇ ପ୍ରଶାସନ ଓ ପୋଲିସ ବହୁ ସମୟରେ ଖବର ପାଇ ବହୁ ନିଶାଦ୍ରବ୍ୟ ଜବତ
Read More...

ଚାଷୀଙ୍କୁ ଏଚ୍‌ଡିଏଫ୍‌ସି କମ୍ପାନୀ ବୀମା ଯୋଗାଇ ନଦେବାର ଷଡଯନ୍ତ୍ର ଅଭିଯୋଗ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ତ ପ୍ରକାରର ନୀତି ନିୟମକୁ ଉଲଂଘନ କରି ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜିକରଣ କରିଥିବା ଚାଷମାନଙ୍କ ଆବେଦନକୁ ବହୁ ସଂଖ୍ୟାରେ ଏଚ୍‌ଡ଼ିଏଫ୍‌ସି ବୀମା କମ୍ପାନୀ ଖାରଜ କରି ଦେଇଥିବା ନେଇ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଚାଷୀମାନଙ୍କ ଭିତରେ
Read More...

ଡାଙ୍ଗବାହାଲ ସୋସାଇଟିର ନିର୍ବାଚନ ବର୍ଜନ କଲେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଡାଙ୍ଗବାହାଲ ସେବା ସମବାୟ ସମିତି ଲିଃ ଠାରେ ହୃଷିକେଶ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୧ ଖରିଫ ଫସଲ ବିମା ଏଚ୍‌ଡିଏଫ୍‌ସି କମ୍ପାନୀର ଟାଳଟୁଳ ନୀତି ଓ ପ୍ରସାଶନର ମନମୁଖୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବୀମା ରାଶି
Read More...

ପଦ୍ମପୁରରେ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଦ୍ୱିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପଦ୍ମପୁରରେ ପ୍ରତିଷ୍ଠା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରର ଏକ ପ୍ରତିନିଧି ମଣ୍ଡଳୀକୁ ସୂଚନା ଦେଇଛନ୍ତି । ଆଜି ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ
Read More...

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସାମୁହିକ ସଫେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁରେ ସରପଞ୍ଚ ରାମଚନ୍ଦ୍ର ପାତ୍ରଙ୍କ ଉଦ୍ୟମ କ୍ରମେ ଗାଁର ବାବା ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ବିଜେପି ଏସ୍‌ଏଚ୍‌ଜି ମହିଳା ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲିଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏସ୍‌ଏଚ୍‌ଜି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ୨୦ଟି ଏସ୍ଏଚ୍‌ଜିର ପାଖାପାଖି ୨୦୦ ସଦସ୍ୟାଙ୍କ ଉପସ୍ଥିତିରେ ଅନୁଷ୍ଠିତ । ଏହି ସମାବେଶରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା
Read More...

ବୋଡାସମ୍ବର ଜମିଦାରଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜିଲ୍ଲା ପରିଷଦ ଜୋନ ୨ ନମ୍ବରର ଜିଲ୍ଲା ପରିଷଦ ସଭ୍ୟ ଭାବେ ବୋରାସମ୍ବରର ଜମିଦାର ସୁରେନ୍ଦ୍ର ପ୍ରତାପ ସିଂହ ବରିହା ବିଜୟୀ ହେବା ପରେ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଇରା ଗ୍ରାମକୁ ଆଜି ପ୍ରଥମ ଗ୍ରସ୍ତ
Read More...

ବିଜେପି ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଲପୁର ମଣ୍ଡଳ ଦେଏତି ଗ୍ରାମର ଆମ୍ବ ତୋଟାରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ହିତାଧିକାରୀ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ
Read More...