ଟ୍ୱିଟ ପରେ ଉଦ୍ଧାର ହେଲେ ୩ ଦାଦନ ଶ୍ରମିକ : ଫସି ରହିଥିଲେ ତେଲେଙ୍ଗାନା ରାଜ୍ୟର ଇଟାଭାଟିରେ
				ନୂଆପଡା, (ନିରାକାର ମେହେର) : ଟ୍ୱିଟ ପରେ ଉଦ୍ଧାର ହେଲେ ୩ ଦାଦନ ଶ୍ରମିକ । ସୂଚନା ଅନୁସାରେ ନୂଆପଡା ଜିଲ୍ଲା ନୂଆପଡା ବ୍ଲକ କର୍ମେଲି ଗାଁର ତିନିଜଣ ଯୁବକ ଯୁବତୀ ଅମିତ ମାଝୀ, କୁନ୍ତୀ ମାଝୀ ଓ ନମିତା ମାଝୀ କିଛିଦିନ ତଳେ ତେଲେଙ୍ଗାନା ରାଜ୍ୟର ଇଟାଭାଟିକୁ କାମ କରିବା ପାଇଁ ଯାଇଥିଲେ ।!-->…					
Read More...
				Read More...