ଜଷ୍ଟିସ୍ ୟୁୟୁ ଲଲିତ ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ
ନୂଆଦିଲ୍ଲୀ : ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଉଦୟ ଉମେଶ ଲଲିତ ଲଲିତ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ଏନ୍ଭି ରାମନା ଗତଚାଲି ଅଗଷ୍ଟ ୨୬ରେ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ!-->…
Read More...
Read More...