Browsing Tag

loisingha news

ଲୋଇସିଂହା ବିଧାୟକଙ୍କ ବିରୋଧରେ ନାରାବାଜି ପୂର୍ବକ ଭିଡିଓ ଭାଇରାଲ : ବିଜେପି ପକ୍ଷରୁ ଥାନାରେ ଏତାଲା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଷୀଙ୍କ ଫସଲ ବୀମା ରାଶି ଓ ସାର କଳାବଜାର କରି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବଲାଙ୍ଗିର ଜିଲା ଆଗଲପୁର ଅଞ୍ଚଳର କେତେକ ଚାଷୀ ଆଗଲପୁର ଡୁଡୁକା ବ୍ଲକ କାର୍ୟ୍ୟାଳୟ ଆଗରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲୋଇସିଂହା ବିଧାୟକଙ୍କ ବିରୋଧରେ
Read More...

କୁଶଙ୍ଗକୁ ୭୨ ଘଂଟା ସଟ୍‌ଡାଉନ୍‌ କଲେ ସରପଞ୍ଚ

ଲୋଇସିଂହା, (କେପିଏନ୍‌ଏସ୍‌) : ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ବ୍ଲକ୍‌ ଅଧୀନସ୍ଥ କୁଶଙ୍ଗ ପଞ୍ଚାୟତ ଅଂଚଳକୁ ୭୨ ଘଂଟା ପାଇଁ ସଟ୍‌ଡାଉନ୍‌ କରିଛନ୍ତି ସରପଞ୍ଚ ଯଦୁମଣି ପଧାନ । ତେବେ ସୂଚନା ଅନୁସାରେ ୨୭ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର
Read More...

ଲୋଇସିଂହାକୁ ୭୨ ଘଣ୍ଟିଆ ସଟଡାଉନ ଘୋଷଣା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଭଳି ଛୋଟ ସହର ତଥା ବ୍ଲକ ଅଂଚଳରେ ମହାମାରୀ କରୋନା ଥମିବାର ନାଁ ନେଉନାହିଁ । ବୁଧବାର ଲୋଇସିଂହା ସହରରେ ମୋଟ ୯ ଜଣ ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ୧୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଧାରଣରେ ଏକ ଭୟର ବାତାବରଣ ଦେଖାଦେଇଛି । ଫଳରେ
Read More...

୯୦ ବର୍ଷୀୟା ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ୬୦ ବର୍ଷରୁ ଅଧିକ ହେଲେ ୫ ଶହ ଓ ୮୦ ବର୍ଷରୁ ଅଧିକ ବୟସର ବୁଢ଼ାବୁଢ଼ୀଙ୍କ ପାଇଁ ମାସିକ ୭ ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବାର
Read More...

ଗଛରେ ପିଟି ହୋଇ ବାଇକ ଆରୋହୀ ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା କନ୍ଦାଜୁରୀ ଛକ ଠାରେ ଆଜି ପୂର୍ବାହ୍ନ ସାଢେ ନଅଟା ରେ ଗଛରେ ପିଟି ହୋଇ ଜନୈକ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ନିକଟସ୍ଥ କୁଟେନପାଲି ଗ୍ରାମର ନିତେଶ କୁମାର ବାଗ(୩୦) । ଆଜି ନିତେଶ କରକଚିଆ ଛକ ଠାରୁ ବାଇକରେ
Read More...

ବୁର୍ଡା ମଧ୍ୟମପଡ଼ା ଗଳି ରାସ୍ତା ଅବସ୍ଥା ଶୋଚନୀୟ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଗ୍ରାମ ମଧ୍ୟମପଡ଼ା ଭାଗବତ ମନ୍ଦିର ଠାରୁ କୁଲତାପଡ଼ା ଭିତରକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ସାମାନ୍ୟ ବର୍ଷାରେ ରାସ୍ତାରେ କାଦୁଅ ଜମି ରହୁଥିବା ବେଳେ ଲୋକେ ଚାଲି ଚାଲି ମଧ୍ୟ ଯିବା ଆସିବା କରିବା ସମ୍ଭବପର
Read More...

ଲୋଇସିଂହାରେ ଆନ୍ଧ୍ରା ଚାଷୀ : ଜମି ଆମର, ମାଲିକାନା ତାଙ୍କର

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଜମି ଆମର । ପରିଶ୍ରମ ଆମର । ଆମ ଜମିରେ ଆମେ ମଜୁରିଆ । କିନ୍ତୁ ମାଲିକ ଆନ୍ଧ୍ରାର । ପ୍ରାୟ ଦୀର୍ଘ ୨ ବର୍ଷ ହେଲା ଲୋଇସିଂହା ଅଂଚଳରେ ଆନ୍ଧ୍ରା ଚାଷୀ କପା ଚାଷ କରି ଆମ ଜମିରେ ମାଲିକ ହୋଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାଯାଇଛି । ସୂଚନା
Read More...

ଲୋଇସିଂହା ବିଧାୟକଙ୍କ ଦ୍ୱାରା ଚାରା ରୋପଣ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବିଧାୟକ ଡ.ମୁକେଶ ମହାଳିଙ୍ଗଙ୍କ ଦ୍ଵାରା ବୁଢ଼ୀପଦର ଗ୍ରାମ ପଂଚାୟତରେ ଚାରା ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ଉପସ୍ଥିତିରେ ସ୍ଥାନୀୟ ହାଇସ୍କୁଲ ପରିସର, ଖେଳ ପଡିଆ ତଥା ଗୁହୁରୀ ବନ୍ଧ ନିକଟରେ ପ୍ରାୟ ଦୁଇଶହ
Read More...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ଅନୁରୋଧ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୋୟର ସୁକତେଲ ବୁଡି ଅଂଚଲରେ ସରକାରୀ ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ପଧାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ ଅନୁରୋଧ କରିଥିବା ଜଣାଯାଇଛି
Read More...

ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କଲେ ବିଧାୟକ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର): ୭୪ତମ ସ୍ୱାଧୀନତା ଦିବସ ଅବସରରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ନିକଟସ୍ଥ ନଅଗାଁସ୍ଥିତ ବିଜେପି ଅଫିସରେ ଜାତୀୟ ପତାକା ଉତୋଲନ କରିଥିଲେ । କୋବିଡ-୧୯ ଅନୁଯାୟୀ ମୁହଁରେ ମାସ୍କ ପିନ୍ଧିବା ସହିତ ସଂପୁର୍ଣ୍ଣ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ
Read More...