ରେଙ୍ଗାଲିରେ ପଂଚ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରାମରେ ପଞ୍ଚ ଦିବସୀୟ ଷ୍ଟାର ଉଇନ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରେଙ୍ଗାଲି ସରପଞ୍ଚ ଘାସିରାମ ରାଜପୁତ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ରେଙ୍ଗାଲୀ ଓ ନଅଗାଁ(ଖ)!-->…
Read More...
Read More...