ଠିକ୍ ସମୟରେ ଲୋଇସିଂହା ବ୍ଲକକୁ ଆସୁନାହାନ୍ତି କର୍ମଚାରୀ : ଗେଟ୍ରେ ତାଲା ପକାଇଲେ ବ୍ଲକ ଉପାଧ୍ୟକ୍ଷ
ଲୋଇସିଂହା, (କେପିଏନ୍ଏସ୍) : ବଲାଂଗିର ଜିଲା ଲୋଇସିଂହା ବ୍ଲକ କାର୍ୟ୍ୟାଳୟ ଅରାଜକତା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । କୌଣସି କର୍ମଚାରୀ କାର୍ୟ୍ୟାଳୟକୁ ପୂର୍ବାହ୍ନ ୧୧ ଟା ପୂର୍ବରୁ ଆସୁନ ଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ବ୍ଲକ କାର୍ୟ୍ୟାଳୟକୁ ଖୋଦ ବିଡ଼ିଓଙ୍କ!-->…
Read More...
Read More...