Browsing Tag

loisingha news

ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ଇ-ମହକ କାର୍ୟ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଶିଶୁ ଭିତରେ ଥିବା ଅନ୍ତନିହିତ ପ୍ରତିଭା କୁ ଖୋଜି ପାଇଲେ ଆଗାମୀ ସମୟ ହେବ ସୁଖମୟ।ଦେଶ ପାଇଁ ହେଵ ନୂତନ ସୂର୍ୟ୍ୟୋଦୟ। ତେଣୁ କୋରୋନା ର କଟକଣା ମଧ୍ୟରେ ଵଲାଙ୍ଗିର ର ଅଗ୍ରଣୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ତରଫରୁ ଶିଶୁ ଦିଵସ ଅଵସରରେ ଅନଲାଇନରେ ଶିଶୁ
Read More...

ସୋଲାର ପ୍ୟାନେଲ ଜଳଯୋଗାଣ ପ୍ରକଳ୍ପ ହେଲା ଲୋକାର୍ପିତ

ଲୋଇସିଂହା,(ଶ୍ୟାମସୁନ୍ଦର ମେହେର) : ଗ୍ରାମାଂଚଳରେ ବିଦ୍ୟୁତ ବିଭ୍ରାଟ ଯେ।।ଗୁଁ ଅନେକ ସମୟରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ ସୋଲାର ପ୍ୟାନେଲ ବ୍ୟବସ୍ଥା ସୁବିିଧା ଦେଇଥାଏ । ଏହି କ୍ରମରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଗ୍ରାମରେ ୱାଲ୍ଡ ଭିଜନ ଇଣ୍ଡଆ ସହାୟତାରେ
Read More...

ପରଧିଆପାଲି ବିସ୍ଥାପିତଙ୍କ ମେଳିରେ ବିଧାୟକ : ଆଗ ଥଇଥାନ, ପଛେ ଡ୍ୟାମ କାମ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲିରେ ଚାଲିଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ୪ ବିସ୍ଥାପିତ ଗ୍ରାମର ଲୋକଙ୍କୁ ନେଇ ଏକ ବୈଠକ ପରଧିଆପାଲି ଗାଁରେ ଅୟୋଜିତ ହୋଇଥିଲା । ଆଗ ଥଇଥାନ, ପଛେ ଡ୍ୟାମ କାମ ନାରା ଦେଇ ଆୟୋଜିତ ଏହି ବୈଠକରେ
Read More...

ଲୋଇସିଂହା ବିଧାୟକଙ୍କ ଆଗଲପୁର ବ୍ଲକ ଅଂଚଳ ଗସ୍ତ : ବାଇକ୍‌ରେ ବୁଲିଲେ, ସମସ୍ୟା ବୁଝିଲେ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଜନସାଧାରଣଙ୍କ ଆସ୍ଥାକୁ ଠିକ ଭାବରେ ବୁଝିବା ପାଇଁ ବିନା ଗସ୍ତ ସୂଚୀରେ ସ୍କୁଲ ପରିଦର୍ଶନ କରି ପିଲାଙ୍କୁ ପାଠ ପଢାଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥିବା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆଜି ବାଇକ୍‌ ଯୋଗେ ଆଗଲପୁର ବ୍ଲକ ଅଂଚଳ ଗସ୍ତ କରି
Read More...

ଚାଲିଛି ତଦ‌ନ୍ତ : ବ୍ୟାଙ୍କ ଜମାଖାତାରୁ ଟଙ୍କା ଆତ୍ମସାତ ଅଭିଯୋଗ

ଲୋଇସିଂହା, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସ୍ଥିତ ଏସ୍‌ବିଆଇ ଶାଖାରୁ ବୁର୍ଡା ଗ୍ରାମର ଶାରଳା ସ୍ୱୟଂ ସହାୟିକା ଗୋଷ୍ଠୀର ଜମା ଖାତାରୁ ୮୬ ହଜାର ୨୯୦ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଟଙ୍କା ଆତ୍ମସାତ ନେଇ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଲୋଇସିଂହା ଥାନାରେ
Read More...

ପେଟ୍ରାଲ ପମ୍ପରେ ଡିଜେଲ ଅପମିଶ୍ରଣ ଅଭିଯୋଗ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଡିଜେଲ ଅପମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଉକ୍ତ ପେଟ୍ରୋଲ ପମ୍ପର ତେଲର ମାନ ପରୀକ୍ଷଣ ଓ ମାପ ଯାଂଚ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ,
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଲୋଇସିଂହା, (ଶ୍ୟାମସୁ‌ନ୍ଦର ମେହେର) : ଲୋଇସିଂହା ବ୍ଲକ କୁଶମେଲ କ୍ଲଷ୍ଟର ଅନ୍ତର୍ଗତ ତଲିଉଡାର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ନାଏକ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଗଙ୍ଗାଧର
Read More...

ଲୋଇସିଂହରେ ଲୁଟେରା ସକ୍ରିୟ : ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ, ପୋଲିସ ହାତ ଖାଲି

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଂଚଳରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି । ଲୋଇସିଂହା ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏକ ବାଇକ ଡିକିରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି । ଅଂଚଳରେ ଲୁଟପାଟ ବୃଦ୍ଧି ପାଇଥିଲେ ମଧ୍ୟ
Read More...

ରୁଗୁଡିଖାଲ ମାନସ ବିହାର ଠାରେ ପୁସ୍ତକ ଉନ୍ମୋଚନ ଓ କବିତା ଆସର କାର୍ଯ୍ୟକ୍ରମ

ଲୋଇସିଂହା, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ରୁଗୁଡିଖାଲ ସ୍ଥିତ ମାନସ ବିହାର ଠାରେ କୋଶଲୀ ସାହିତ୍ୟ ଅନୁଷ୍ଠାନ "ଆଦ୍ୟାଶା" ତରଫରୁ ପୁସ୍ତକ ଉନ୍ମୋଚନ ଓ କବିତା ଆସର କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ନଅଗାଁ(ଖ) ଗ୍ରାମର ଗୌନ୍ତିଆ ସ୍ବର୍ଗତ ବାଲମକୁନ୍ଦ ସାହୁଙ୍କ ସ୍ମୃତିରେ ତାଙ୍କ ପୁଅ
Read More...

ପାନୀୟ ଜଳର ମାନ ପରୀକ୍ଷଣ ଶିବିର

ଲୋଇସିଂହା, (କେପିଏନଏସ): ଲୋଇସିଂହା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳର ଗୁଣବତ୍ତା ଓ ମାନ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବିଭାଗୀୟ କନିଷ୍ଠ
Read More...