Browsing Tag

kendujhar news

ହାଟପଡିଆ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ହାଟପଡିଆ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁସାରେ, ସୋମବାର ରାତିରୁ ଘଟଗାଁ ଥାନା ହାଟପଡିଆରେ ବ୍ୟକ୍ତିଙ୍କ ମୃତଦେହ ପଡିରହିଥିଲା । ମୃତଦେହଟି ପଡିଥିବା ଦେଖି ସ୍ଥାନୀୟ
Read More...

ଘର ଭିତରୁ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କେନ୍ଦୁଝର : ଘର ଭିତରୁ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତ ଝିଅ ହେଉଛନ୍ତି କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହାବରାଳ ଲଜ ଗଳିରେ ଭଡା ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅ ମନୋରମା ବେହେରା । ରବୀନ୍ଦ୍ର ବେହେରାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର
Read More...

ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମାଇଦାନକେଲ ବିଟ୍‌ ଅନ୍ତର୍ଗତ ନେଲୁଙ୍ଗ ଗ୍ରାମ୍ୟ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ‌ । କିଛିଦିନ ହେବ ରାଜ୍ୟ ବାହାରର କାଠ ମାଫିଆମାନେ ମେସିନ ସାହାଯ୍ୟରେ ଗଛ କାଟି ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି ।ଏନେଇ ଗ୍ରାମବାସୀ ପଚାରିଲେ ବନ ବିଭାଗ
Read More...

ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ହାତୀର ଭୟ ।୧୭ ଟିକିଆ ହାତୀପଲ ବିଳମ୍ବିତ ରାତିରେ ସିଲିଦା ଗ୍ରାମରେ ପଶି ଗ୍ରାମର ମଧୁସୂଦନ ସେଠୀଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିବାରୁ ଘରର କାନ୍ଥ
Read More...

ପଥରରେ ଛେଚି ସ୍ୱାମୀଙ୍କୁ ହତ୍ୟା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କାଶିବେଡା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ । ମୃତ ସ୍ୱାମୀ ହେଲେ ସୁନାରାମ ମୁଣ୍ଡା । ସୁଚନାନୁଯାୟୀ ଗତକାଳି ସୁନାରାମ ମଦ ନିଶାରେ ଆସି ସ୍ତ୍ରୀ ସୁକୁମତି ମୁଣ୍ଡାଙ୍କୁ ମାରପିଟ୍ କରିବା ସହ ଗାଳି ଗୁଳଜ
Read More...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଜେଟ୍‌ ଅଧିବେଶନରେ ଧାନ କ୍ୱିଣ୍ଟାଲ ପ୍ରତି ଚାଷୀ ମାନଙ୍କୁ ୩୧୦୦ ଟଙ୍କା ଦେବାର…

କେନ୍ଦୁଝର : ଓଡିଶାର ଚାଷୀ ଦରଦୀ ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ବଜେଟ୍‌ ଅଧିବେଶନରେ ଧାନ କ୍ୱିଣ୍ଟାଲ ପ୍ରତି ଚାଷୀ ମାନଙ୍କୁ ୩୧୦୦ ଟଙ୍କା ଦେବାର ବ୍ୟବସ୍ଥା । ଓଡିଶାର ସମସ୍ତ ୫୮ଟି ସବ୍‌ଡିଭିଜନ୍‌ରେ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାର ଅର୍ଥ ବ୍ୟବସ୍ଥା,
Read More...

ଗୋରୁ ବୋଝେଇ ଗାଡ଼ି ଜବତ : ୨ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘସିପୁରା ବସ୍ ଷ୍ଟାଣ୍ଡ ଡ଼ଙ୍ଗା ଘାଟ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ିକୁ ଭୋର ୫ଟା ସମୟରେ ସ୍ପେସିଆଲ ପୁଲିସ ସ୍କ୍ୱାଡ୍ ଟିମ୍‌ ଜବତ କରିଛି । ଏହାଛଡ଼ା ଏହି ମାମଲାରେ ଘସିପୁରା ଥାନାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଏହି ଗୋରୁ ଗାଡ଼ିଟି ପଡ଼ୋଶୀ
Read More...

ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଗୋଶାଳା ନିମନ୍ତେ ଭୂମି ପୂଜନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନ ଆମ୍ବ ପଞ୍ଚାୟତ ଲଇଛଣପୁର ଗ୍ରାମରେ ଥିବା ଶ୍ରୀ ରଘୁନାଥ ଜୀଉଙ୍କ ପ୍ରାଙ୍ଗଣରେ ଆଜି ଏକାଦଶୀ ତିଥି ଉପଲକ୍ଷେ ବ୍ଲକ ସଭାପତି ବିଶେମ୍ବର ଓଝାଙ୍କ ନେତୃତ୍ୱରେ ଶ୍ରୀ ଜୀଉଙ୍କ ପରିସରରେ ଏକ ଗୋଶାଳା ସ୍ଥାପନା କରିବା ପାଇଁ ଭୂମି ପୂଜନ କରାଯାଇଛି
Read More...

ଟ୍ରାକ୍ଟର୍ ଓଲଟି ଜଣେ ମୃତ : ଜଣେ ଗୁରୁତର

କେନ୍ଦୁଝର : ଟ୍ରାକ୍ଟର୍ ଓଲଟି ବଡ଼ବାପା ମୃତ ଏବଂ ପୁତୁରା ଗୁରୁତର । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ଥାନା ଢେଙ୍କା ପଞ୍ଚାୟତର ଝଣଝଣା ନିକଟରେ । ଗତକାଲି ବିଳମ୍ବିତ ରାତିରେ ମୋଟରଗାଡିଆର ବିଜୟ କୁମାର ନାଏକ ନିଜ ପୁତୁରା କ୍ଷୀରୋଦ କୁମାର ନାଏକଙ୍କ ସହ ଜମିରୁ ଚାଷ
Read More...

ବନ୍ଦ ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର : ବିବାହର କିଛି ଦିନ ପରେ ବନ୍ଦ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତକ ବଓୂ ହେଲେ ଦୀପା ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜୁନ୍ ୧୮ ତାରିଖରେ ଗୋଡିପୋଖରୀ ଗାଁର ଦିଲ୍ଲୀପ ନାଏକଙ୍କୁ
Read More...