Browsing Tag

kabita

ଏ ଯାବତ ଦେଖିଛି ଗୋଟାଏ ଆକାଶ

ପ୍ରହଲ୍ଳାଦ ଶତପଥୀ ଗୋଟାଏ ନିର୍ଦ୍ଧିଷ୍ଟ ରାସ୍ତାରେ ବିତିଗଲା ଜୀବନର ଷାଠିଏ ଆୟୁଷଗୋଟାଏ ଶିରା ଧମନୀରେ ପ୍ରବାହିତ ହେଲା ରକ୍ତଗୋଟାଏ ହୃଦୟରେ ସ୍ପନ୍ଦିତ ହେଲା ମୋର ସବୁଯାକ ଶବ୍ଦଗୋଟାଏ ପକ୍ଷୀର ଗୀତ ଶୁଣିଲିପଲ୍ଲବିତ ହେଲି ଗୋଟାଏ ଗଛ ର ଶାଖା ପ୍ରଶାଖାରେଏ ଯାବତ ଦେଖିଛି ଗୋଟାଏ ଆକାଶ !
Read More...

କବିତା : ସ୍ତ୍ରୀଲୋକର ଗପ

ରଂଜିତା ପଣ୍ଡା ଅପମାନର ବରଫଗୁଳା ଗିଳିପାରିବୁ ?ତ ସୁନାନାକି ,ଦଶପଦ ଶୁଣି ପଦେ କଥା ଫେରେଇବୁତ କଳିହୁଡି…। ଦୁଆରବଂଧକୁ ମୁଣ୍ଡିଆ ମାରିଓଠ କାମୁଡି ରହିବୁ ତ ସାତସତୀ ,ଦୁଆରବଂଧ ଡେଇଁବୁ ତ ସତର ନିନ୍ଦାରେବାର ନାମରେ ମିଳିପାରେ ଅଖ୍ୟାତି…। ଚାରିକାନ୍ଥ ଏପାଖେ ଅଛୁ ତଦି ମୁଠା ପଖାଳ
Read More...

କବିତା : ପାପର ମୃଦୁହସ

ସୌଭାଗ୍ୟବନ୍ତ ମହାରଣା କଳାରକ୍ତର ଉର୍ବରତାରେଗଜୁରୁଥିବା ଧର୍ମାନ୍ଧତାର ବୀଜପାଆଁଲି ଯାଏ ପାପଗ୍ରନ୍ଥିରେକଙ୍କାଳ ମାନଙ୍କୁ ଗଭୀର ନିଦରୁ ଉଠେଇନିକୃଷ୍ଟ ପୁଣ୍ୟର ବଶମ୍ବଦ ହେବାକୁ।ମୃଦୁ ହସରେ ପାପର ପ୍ରଲେପଅବିଶ୍ବାସର ସନ୍ଧିରେ ସନ୍ଦେହର ଦୀର୍ଘଶ୍ବାସ। ଅଜ୍ଞତା,
Read More...

କବିତା : ଦୁଃଖ – ଦ୍ୟୁଲୋକ

ବିଜୟ ରାୟ ନାଁ ଟିଏ ଦେଇ ହେଲାନିଦୁଃଖର ! କୋଳାହଳକୁଅପେକ୍ଷା ଥାଉ ଭାରି ପାଦରଏଇ କିଛି କ୍ଷଣର ଅବଧି ମାତ୍ରନୀରବତାର ! ସ୍ରୋତର ଅନୁକୂଳରେବହିଯିବା ସହଜ ହେଇପାରେରଞ୍ଜାର ସାହାରାରେଲତାଟିଏ ପରି ମାଡ଼ିଯିବାସହଜ ହେଇପାରେପଛୁଆ ପବନର ହାତ ଠେଲାରେଚଢାଇ ଚଢିବାସହଜ ହେଇପାରେ !ଦର୍ପଣକୁ
Read More...

କବିତା : ଜିଭ

ନବୀନ ବିଶ୍ୱବ‌ନ୍ଧୁ ତମେ ଅଛ ବୋଲି ଜାଣିପାରୁଛିଷଡ଼ସ୍ୱାଦ,ବାରିପାରୁଛି ବିଷୟାବିଷରବିସ୍ଵାଦ ! ତମେ ଅଛ ବୋଲି ଗାଇପାରୁଛିଜୀବନଗୀତ,ଦେଇପାରୁଛି କଦବା କେମିତି କେଉଁ ଅପଶକ୍ତିକୁଅଭିସଂପାତ ! ଏଯାଏ ଯେତେ ଶବ୍ଦ ଉଚ୍ଚାରିତପ୍ରେମର ହେଉ କି ଘୃଣାର,ସବୁର ତମେ କର୍ତ୍ତା-କାରକଅଭାବ ହେଉ କି
Read More...

କବିତା : ଚିରସ୍ରୋତା ସ୍ରୋତସ୍ୱିନୀ

ବନ୍ଦନା କର ତମେ କ୍ଷତାକ୍ତ କଲେ ବିମୁଁ ନିଶ୍ଚିହ୍ନ ହେବିନିଶୁଷ୍କ ସେଇ ଉଚ୍ଛ୍ୱାସ ମୋଚିରସ୍ରୋତା ସ୍ରୋତସ୍ୱିନୀ ।ମରିବି ମରିବି ବୋଲିନିଜକୁ ବି ମାରିବିନିମୁମୁର୍ଷୁ ମୋ ଜୀବକୋଷଆଜି ପୁଣି ଓଜସ୍ୱିନୀ ।ରକ୍ତଠୁ ନିଜର ସିନ୍ଦୁରଠୁ ସୁନ୍ଦରପ୍ରେମ ଓ ପଶ୍ଚାତାପ, ଅତୀତ ଓ ଅଭିଶାପ ।
Read More...

କବିତା : ଫଗୁନ୍

ଗଣେଶ ବାରିକ୍ ଫଗୁନ୍ ରଙ୍ଗ୍ ଧରି କରି ଆଏଲେ ହେଲେମୋର୍ କାଣା ଯାଏ ଆସେଫଗୁନର ରଙ୍ଗେ ମୋର୍ ତ ନାଇଁନ ମିତା ମାରସାଦ୍ମୋର୍ ତ ନାଇଁନ ତାର୍ ସାଙ୍ଗେ ଲେତାଗୁତା । ଫଗୁନ୍ ଆସୁ ନି'ଜେଲଗାବାର କାଜେ ତାର୍ ରଙ୍ଗ୍ ମୋର୍ ଦିହେଁମାତର୍ ସେ କାଣା ଜାନିଛେ ଭାଏଲ୍ମୋର୍ ଦିହେଁ ରଙ୍ଗ୍ ନାଇ ରଚେଯେନ୍
Read More...

କବିତା : ପ୍ରାର୍ଥନା

ରାଜୀବ ଲୋଚନ ଆଚାର୍ଯ୍ୟ ଇଚ୍ଛା ତ ଅନେକ ଥାଏହେଲେ …..କେତେ ପୂରା ହୋଇଥାଏ ପ୍ରିୟମ୍ବଦା ? ନିର୍ମଳ ଜଳରେ ଖେଳୁଖେଳୁସାଇତା ହୋଇଯିବାକୁ ହୁଏଖଳେଇ ଭିତରେ,ଭାଂଗି ଯାଉଥାଏ ଭରସାଅଦିନିଆ ବରଷାବଢାଉଥାଏ ତୃଷା । ଦେଖ,ତମେ ଆଉ ମନେ କରିବନିଆକାଶରେ ଉଡିବାକୁପବନରେ ଖେଳିବାକୁ,ହାତ ଜମା ବଢେଇବ
Read More...

କବିତା : ନିଅଣ୍ଟ

ସାବିତ୍ରୀ ପୁରୋହିତ ଏ ଘୋର କଳିକାଳ ବୋଲିକହିଗଲ ଯେ ଅବଧାନେ….ଶିଖରକୁ ପହୁଁଞ୍ଚ ନିଅଣ୍ଟପହୁଁଞ୍ଚକୁ ପାହାଚ ନିଅଣ୍ଟପାନକୁ ପିକ ହୋ ଅବଧାନେ !ବେଙ୍ଗକୁ ସାରୁଗଛ ନିଅଣ୍ଟ । ଗୁଆକୁ କାତି….ଚଉଡ଼ାପଣକୁ ଛାତିଅଂଧାରକୁ ରାତିରାଣ ଖାଇଲି ଅବଧାନେ !ଦୀପକୁ ତେଲ ଆଉତେଲକୁ ବତୀ ନିଅଣ୍ଟ । ଶୁଆ
Read More...

କବିତା : ପାଳଭୂତ

ଦାମୋଦର ପଣ୍ଡା ଠିଆ ହେଇଥିବା ଲୋକକୁପଚାରେ କିଏସମୟ ଦୁଃସମୟବାଟ ଭାଙ୍ଗି ଚାଲିଯାଏ । ଠିଆ ହେଇଥିବା ଲୋକରପାଦ ଦୁଇଟି ଗଛ ଓହାତ ପାଲଟି ଯାଏ ଡାଳଯେମିତି ବରଗଛର ଓହଳ । ନୀରବତା ପାଲଟି ଯାଏପ୍ରାୟୋଜିତ କୋଳାହଳ । ଧୀରେ ଧୀରେଠିଆ ହେଇଥିବା ଲୋକଟିବନି ଯାଏ ପାଳଭୂତ,ଜଗିଥାଏ
Read More...