Browsing Tag

ghantapada news

ମସିଣାଗୋରା ଶିଶୁ ମନ୍ଦିର ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘଣ୍ଟାପଡା : ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଅନୁଷ୍ଠିତ ପରିବେଶ ସଚେତନତା ସଭାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକ ବଂଶୀଧର ମାଝୀ ଏହା
Read More...

ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା କଣ୍ଟାମାଳରେ ମାଗଣା ସ୍ୱାସ୍ଥ୍ୟ ଶିବିର : ୧ ହଜାର ୩୮ ଜଣ ରୋଗୀ କଲେ ସ୍ୱାସ୍ଥ୍ୟ ପରୀକ୍ଷା

ଘଣ୍ଟାପଡା, (ବଂଶୀଧର ମାଝୀ) : ବିକାଶ ମଲ୍ଟି ସ୍ପେସାଲିଟି ହସ୍ପିଟାଲ, ବରଗଡ ଓ ଆରମ୍ଭ ସ୍ୱେଚ୍ଛାସେବୀ ସଂଗଠନ, କଣ୍ଟାମାଳର ମିଳିତ ଆନୁକୂଲ୍ୟରେ ଏକ ବିରାଟ ମାଗଣା ସ୍ୱାସ୍ଥ୍ୟ ଶିବିର ଆଜି କଣ୍ଟାମାଳ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱେଚ୍ଛାସେବୀ ସଂଗଠନ ଆରମ୍ଭ ତରଫରୁ ସମାଜସେବୀ
Read More...