Browsing Tag

gajapati news

ନବମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତାଗୁଡ଼ା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ ନବମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଗତକାଲି ମଧ୍ୟରାତ୍ରିରେ ବେକରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଆଜି ସକାଳ ୫ଟାରେ ପିଲାମାନେ ଉଠି ଦେଖିବା ପରେ ସ୍କୁଲ କର୍ତ୍ତୃପକ୍ଷ
Read More...

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ୧ ଗୁରୁତର

ଗଜପତି : ଗଜପତି ଜିଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଖବର ମିଳିଛି । ମୃତକମାନେ ହେଲେ ଗଣେଶ ନାୟକ (୧୮) ଏବଂ ଅମ୍ବିକା ନାୟକ (୧୨) । ଗୁରୁତର ୭ବର୍ଷର ଝିଅ ଝୁମୁରି
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁ

ଗଜପତି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ
Read More...

ସ୍ୱେଚ୍ଛାସେବୀଙ୍କ ଟ୍ୱିଟ ପରେ ରଞ୍ଜନ ବିଶ୍ୱାଳଙ୍କ ପାଖକୁ ପହଁଚିଲା ମେଡିକାଲ ଟିମ୍‌

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ଅଧୀନ ଖାଲିଗୁମା ଗ୍ରାମର ୯ ବର୍ଷର ଶିଶୁ ରଞ୍ଜନ ମଲ୍ଲିକ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଚାରି ବର୍ଷ ହେଲା ବିଛଣାରେ ପଡି ରହିଥିଲେ । ତାଙ୍କୁ ୫ ବର୍ଷ ବୟସରେ ମା' ଛାଡି ଆରପାରିକୁ ଚାଲିଗଲେ । ସେ ବହୁତ କଷ୍ଟରେ
Read More...

ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ, ୧ ମୃତ ଅନ୍ୟ ୧ ଗୁରୁତର

କାଶୀନଗର : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମରେ ଚୋର ସନ୍ଦେହରେ ୨ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ପିଟିଲେ ଗାଁ ଲୋକେ ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଖବର ମିଳିଛି । ସୂଚନା ମୁତାବକ, ଗୁରୁବାର ରାତିରେ ଦୁଇ ଅଜଣା ବ୍ୟକ୍ତି କିଡିଗାଁ
Read More...

ଲଗାଣ ବର୍ଷା, ଗଜପତି ଜିଲ୍ଲାର ଅବସ୍ଥା ଅସମ୍ଭାଲ

ଗଜପତି : ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କୁଯାସିଙ୍ଘ ପଞ୍ଚାୟତରେ ନୂଆସାହି, ଅଢେଇ, ଗିରା ଅଞ୍ଚଳରେ ବହୁ ଘରର କାନ୍ଥ ଭୁଶୁଡ଼ି ଯାଇଥିବା ଜଣାପଡିଛି । ତେବେ ଏହା ଦ୍ଵାରା କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ଜିଲ୍ଲାରେ ଆଗକୁ ବର୍ଷା ଲାଗି ରହିବା
Read More...

ବଜ୍ରପାତରେ ଜଣେ ମୃତ

ଗଜପତି : ଜମିରେ ବିହନ ବୁଣିବା ପାଇଁ ଯାଇଥିବା ବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା । ସୂଚନାନୁସାରେ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି. ରାମାନା ଜମିରେ ବିହନ ବୁଣିବା ପାଇଁ ଯାଇଥିଲେ ।
Read More...

ଯଶୋବନ୍ତଙ୍କ ଟ୍ୱିଟ ପରେ କୈଳାସ ରଇତଙ୍କ ପରିବାରକୁ ଭେଟିଲେ ବ୍ଲକ ପ୍ରଶାସନ

ଗଜପତି, (କେପିଏନ୍‌ଏସ୍‌) : ଗଜପତି ଜିଲ୍ଲା ନୂଆଗଡ ବ୍ଳକ ପୁଟୁରୁପଡା ପଂଚାୟତର ପୁଟୁରୁପଡା ଗାଁର କୈଳାସ ରଇତ ଓ ସ୍ତ୍ରୀ ରାଙ୍ଗିଙ୍କ ଚାରି ପୁଅଙ୍କୁ ନେଇ ପରିବାର । କୈଳାସଙ୍କ ପରିବାର ଛଅ ଜଣିଆ ପରିବାର ଭଙ୍ଗା ଦଦରା କୁଡ଼ିଆରେ ରହୁଥିଲେ । ପ୍ରତିଦିନ ପେଟପୁରା ଖାଇବାକୁ ସମ୍ବଳ ଅଭାବ, ପୁଣି
Read More...

ପାରଳାଖେମୁଣ୍ଡି ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଲୱେ ଷ୍ଟେସନରେ ବିଭିନ୍ନ ଦାବୀ ନେଇ ରେଳରୋକ । ଷ୍ଟେସନର ଦୋହରିକରଣ, ପାନୀୟ ଜଳ ବ୍ୟବସ୍ଥା, ସେସନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା ଯୋଗାଇବା ଦାବୀରେ ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ରେଳରୋକ କରିଛନ୍ତି । ଫଳରେ ୩୦ ମିନିଟ୍ କାଳ
Read More...

ସମାଜସେବୀଙ୍କ ଟ୍ୱିଟ ପରେ ବେସାହାରା ଭାଇଭଉଣୀଙ୍କ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ଗାଁରେ ତିନିଜଣ ବେସାହାରା ଭାଇଭଉଣୀ ରହୁଥିଲେ । ପରିସ୍ଥିତି ଅତି ଖରାପ ହେତୁ ସେମାନେ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଥିଲେ । ସରକାରୀ ସହାୟତା କହିଲେ ମା'ଙ୍କ ରାସନ କାର୍ଡରେ ୨୦ କିଲୋ ମିଳୁଛି । ଦୁଇଭାଇ ଅନନ୍ତ ମଳିକ ଓ ବିଶ୍ରାମ ମଳିକ ପାଠ
Read More...