Browsing Tag

deogoan news

ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା : ମହିପୁରକୁ ହରାଇଲା ଦେଓଗାଁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଜଗନ୍ନାଥ ଫୁଟବଲ ଏସୋସିଏସ୍‌ନ୍‌ ବଡବନ୍ଧ ପକ୍ଷରୁ ହେଉଥିବା ଫୁଟବଲ ପ୍ରତିଯୋଗିତାର ଆଜିର ମ୍ୟାଚରେ ମହିପୁର ବିପକ୍ଷରେ ଦେଓଗାଁ ଦଳ ୩-୦ଗୋଲରେ ବିଜୟ ଲାଭ କରିଛି । ଆଜିର ଖେଳକୁ ଶଶୀ ବେହେରା, ଜିତୁ
Read More...

ନାଇକେନଶିରା ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ : ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ହରାଇ ନାଇକେନଶିରା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରାରେ ଦିନିକିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ନାଇକେନଶିରା ଦଳ ମୁରସିଂହକୁ ପେନାଲଟିରେ ୬-୫ଗୋଲରେ ବିଜୟ ଲାଭ କରିଥିଲା । ଏହି ପ୍ରତିଯୋଗିତାର
Read More...

କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓଡ଼ିଶା କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ, ସମଗ୍ର ଶିକ୍ଷା
Read More...

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଗାଁର ମଧ୍ୟ ଭାଗରୁ ପୋଖରୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯାଇଛି । ଗାଁର ରମେଶ ବେହେରା, ମାନସ ତ୍ରିପାଠୀ, କାର୍ତ୍ତିକ ଭୋଇ ଓ ନିରୋଜ ବଗର୍ତ୍ତି ନେତୃତ୍ୱରେ ଗାଁର ୩୦ରୁ ଅଧିକ ଯୁବକ ଗାଁରୁ ପୋଖରୀକୁ
Read More...

୨ଜଣ ସମାଜସେବୀଙ୍କ ସମ୍ପୂର୍ଣ୍ଣ ଶରୀର ଦାନ ଘୋଷଣା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଏନଏଫଆଇଡିର ୨ଜଣ ସକ୍ରିୟ ସଦସ୍ୟ ତଥା ଦେଓଗାଁ ଅଞ୍ଚଳର ସମାଜସେବୀ ଗୋବର୍ଦ୍ଧନ ଓ ପୁରୁଷୋତ୍ତମ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜରେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଘୋଷଣା କରିଛନ୍ତି । ଏହି ସମୟରେ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜର
Read More...

ବେଆଇନ ବାଲି ଚୋରା ଚାଲାଣ : ଟ୍ରାକ୍ଟରରୁ ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବଙ୍ଗଳା ଛକ ନିକଟରେ ଦେଓଗାଁ ସୋନଗଡ ନଦୀରୁ ବେଆଇନ ଭାବେ ବାଳି ଚୋରା ଚାଲାଣ କରାଯାଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଓ ଜରାସିଂହା ଆରଆଇ ଚଢ଼ାଉ କରି ଟ୍ରାକ୍ଟର (ଓଡ଼ି୦୩ଜେ୫୬୬୦) ଗାଡିରୁ ୧୦ହଜାର ୧୦୧ଟଙ୍କା ଆଦାୟ
Read More...

ଦେଓଗାଁ ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେରଙ୍କ ଦ୍ୱାରା ଦେଓଗାଁ ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଉଦଘାଟିତ ପ୍ରକଳ୍ପ ମଧ୍ୟରେ ସାଲେପାଲି ପଞ୍ଚାୟତର କୁଲିହାବାହାଲ କଲୋନି ପଡ଼ାର ଗୋଷ୍ଠୀ କେନ୍ଦ୍ର, ଉପରଝର ପଞ୍ଚାୟତ ନୂଆଁପାଲି
Read More...

ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ପାଇଁ ଧାରଣା ୫୫ଦିନରେ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ପ୍ରଥମ ଦିନରୁ ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଭିଲେଜର୍ଷ ଇଣ୍ଡିଆ ପାର୍ଟି ତରଫରୁ ଅନିଶ୍ଚିତ କାଳୀନ ଧାରଣା ଆଜି ୫୫ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ଧାରଣା ବସି
Read More...

ମମିତା ମେହେର ହତ୍ୟା ମାମଲା : ଜରାସିଂହାରେ ମେହେର ସମାଜ ପକ୍ଷରୁ ସ୍ମୃତି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ବୁଢ଼ିଆଈ ମନ୍ଦିର ସମ୍ମୁଖରେ ଶୁକ୍ରବାର ସାଢ଼େ ୪ଟା ସମୟରେ ଜରାସିଂହା ମେହେର ସମାଜ ପକ୍ଷରୁ ସ୍ୱର୍ଗତ ମମିତା ମେହେରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜରାସିଂହା ଗାଁ
Read More...

କୁଲତା ସମାଜର ନୂତନ କାର୍ଯ୍ୟକର୍ତ୍ତା ଚୟନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଉପରଝର ଆଞ୍ଚଳିକ କୁଲତା ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ବୈଠକ ପୂର୍ବରୁ ମାଁ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ଅଞ୍ଚଳର ଶତାଧିକ କୁଲତା ସମାଜର କର୍ମୀମାନେ
Read More...