Browsing Tag

deogoan news

ଡୁମେରପିଟା ପଞ୍ଚାୟତର ସମସ୍ୟାକୁ ନେଇ ଭିଆଇପି ପକ୍ଷରୁ ବିଡ଼ିଓଙ୍କୁ ଦାବୀପତ୍ର : ସମାଧାନ ନ କଲେ ୧୮ରୁ ଅନିଶ୍ଚିତକାଳ…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୮ମାସ ହେଲା ଡୁମେରପିଟା ପଂଚାୟତର ନୂଆ କାର୍ଯ୍ୟାଳୟ କୋଠା ସଂପନ୍ନ ହେବା ସତ୍ୱେ ଏ ପର୍ଯ୍ୟନ୍ତ କାର୍ଯ୍ୟାଳୟ କୋଠା ଉଦଘାଟନ ହୋଇପାରିନାହିଁ । ବର୍ଷା ଦିନରେ ପୁରୁଣା ଭଙ୍ଗାରୁଜା କାର୍ଯ୍ୟାଳୟରେ ସେଲସ୍‌ମ୍ୟାନ ଦ୍ୱାରା ରାସନ ସାମଗ୍ରୀ ବଂଟନ କାର୍ଯ୍ୟ
Read More...

ମହିଳା ଶକ୍ତି ପକ୍ଷରୁ ରାସନ ସାମଗ୍ରୀ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଳ୍ଲା ମହିଳା ଶକ୍ତି ଦେଓଗାଁ ଶାଖା ପକ୍ଷରୁ ଦେଓଗାଁ ବ୍ଳକର ବ୍ରାହ୍ମଣୀଜୋର ପଞ୍ଚାୟତର ବ୍ରାହ୍ମଣୀଜୋର, ସିଆଲଜୋର, ଫପସି, ସନ୍ଧିଜୋର ଗାଁର ବିଧବା, ବିକଲାଙ୍ଗ, ପକ୍ଷଘାତ, କ୍ୟାସରରୋଗୀ ସହ କରୋନା ସଂକ୍ରମିତଙ୍କୁ ବୁଧବାର ରାସନ ସାମଗ୍ରୀ
Read More...

ସଜନା ଗଛକୁ ନେଇ ମରଣାନ୍ତକ ଆକ୍ରମଣ : ଉଭୟ ପକ୍ଷରୁ ଥାନାରେ ଏତଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଉଡାର ଗାଁର ଗଣେଶ ପଧାନ ଅଭିଯୋଗ କରିଛନ୍ତି ଯେ, ଗତ ୫ ତାରିଖ ସନ୍ଧ୍ୟା ପ୍ରାୟ ୯ଟାରେ ଶୋଇଥିବା ସମୟରେ ପଡୋଶି ସନ୍ତୋଷ ପଧାନ ଘରୁ ଡାକି ଏକ ଟାଙ୍ଗିଆରେ ଚୋଟ ମାରିଥିଲା । ମୁଣ୍ଡରେ ଜୋର ଆଘାତ ଯୋଗୁଁ ବେହୋଶ ହୋଇଥିବାରୁ ସ୍ତ୍ରୀ ଉଠାଇ
Read More...

ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶଶଙ୍କ ଆହ୍ୱାନ କ୍ରମେ ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ
Read More...

ସୋନଗଡ଼ ନଦୀରେ ବେଆଇନ ବାଲି ଚୋରା ଚାଲାଣ ଯୋଗୁଁ ପାନୀୟ ଜଳ ଉପରେ ପଡୁଛି ପ୍ରଭାବ : ଏବେଠୁ ସଜାଗ ନ ହେଲେ ଭବିଷ୍ୟତରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଘର ନିର୍ମାଣ ହେଉ କି ସରକାରୀ କୋଠା ରାସ୍ତା ନିର୍ମାଣ ହେଉ ସବୁ ଠାରେ ଆବଶ୍ୟକ ପଡ଼ୁଛି ନଦୀ ବାଲି । ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ବାଲି ଅନ୍ୟ ସମସ୍ତ ନଦୀ ବାଲି ଠାରୁ ଅଧିକ ଉନ୍ନତ ତେଣୁ କେବଳ ଦେଓଗାଁ ବ୍ଳକବାସୀ ନୁହେଁ ଅନ୍ୟ ବ୍ଳକ ଓ
Read More...

ଦୁଗ୍ଧ ବିକ୍ରି ପାଇଁ ଯିବା ବେଳେ ମୋଟର ସାଇକେଲର ପଛ ଚକା ଫାଟି ଦୁଗ୍ଧ ବ୍ୟବସାୟୀଙ୍କ ମୃତ୍ୟୁ

ଦେଓଗାଁ, (ମନୀଷ କୁମାର ସାହୁ): ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ରାସ୍ତା ଦୁର୍ଘଟଣାରେ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପଧାନ (୪୩)ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ନେବାରେ ଜଣାପଡ଼ିଛି ଯେ, ଦେଓଗାଁ ବ୍ଳକ ସିକୁଆଁ ଗାଁର ଦୁଗ୍ଧ ବ୍ୟବସାୟୀ ମହେନ୍ଦ୍ର ପ୍ରତି ଦିନ
Read More...

ବଙ୍ଗଲାରେ ବାହାରିଲା ନାଗ ସାପ : କାମ ଛାଡ଼ି ସାପ ଧରିବାକୁ ପହଞ୍ଚିଲେ କେଛୋ ଭୋଇ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଦେଓଗାଁ ବଙ୍ଗଲାର ଏକ ଦୋକାନରେ ଏକ ନାଗ ସାପ ବାହାରିଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ କୁତୁର୍ଲା ଆମପାଲି ଗାଁର କେଛୋ ଭୋଇ ଆସି ସାପଟିକୁ ଦୋକାନରୁ କାଢ଼ିଥିଲେ । ଏପରିକି ଜାତୀୟ ରାଜପଥରେ ସାପ ଖେଳ
Read More...

ଦେଓଗାଁ ବ୍ଲକରେ ଆଜି ୧୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତରେ ସର୍ବାଧିକ ୪ଜଣ, କୁଲୁତାପଡା ୩, ମହଲାଇ ଓ ଉଡାର ୨ଜଣ ଲେଖାଏଁ, ବଡ଼ବନ୍ଧ ଓ କୁତୁର୍ଲା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାର ସରକାରୀ ରିପୋର୍ଟ ଆସିଛି । ଏହିପରି ଭାବେ ଦେଓଗାଁ ବ୍ଲକରେ
Read More...

ଦେଓଗାଁ ବ୍ଲକରେ କମୁଛି ସଂକ୍ରମଣ : ଆଜି ୪ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୧୦ରୁ୧୨ଦିନ ହେବ ଦେଓଗାଁ ବ୍ଲକରେ ସଂକ୍ରମଣ କମିବାରେ ଲାଗିଛି । ଏହାପୂର୍ବରୁ ପ୍ରତିଦିନ ୩୦ରୁ ୫୦-୬୦ ମଧ୍ୟରେ ରହୁଥିବା ବେଳେ ଏବେ ଏହି ସଂଖ୍ୟା ୫ରୁ ୯-୧୨କୁ କମି ଆସିଛି । ରବିବାର ଦିନ ଦେଓଗାଁ ବ୍ଲକ କୁଲୁତାପଡ଼ା ୨ଜଣ ଓ ସାଲେପାଲି, ଉଡାର
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନାରେ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ବିଜୁ ଛାତ୍ର ଜନତା ଦଳ ତରଫରୁ ଯୁବ ନେତା ଅର୍କେଶ ନାରାୟଣ ସିଂଦେଓ ଓ ପୂର୍ବ ଅଧକ୍ଷ ଲକ୍ଷ୍ମଣ ମେହେରଙ୍କ ନିର୍ଦେଶ କ୍ରମେ ଦେଓଗାଁ ବ୍ଲକ ଛାତ୍ର ସଭାପତି ଦୀପକ ବେହେରା, ଜିଲ୍ଲା ସମ୍ପାଦକ ନେପାଳ ରାଉତ, ପଂଚାୟତ ଯୁବ ସଭାପତି ବିନୋଦ ପଧାନ,
Read More...