Browsing Tag

deogaon news

ରଘୁମଣି ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ଗାଁର ରଘୁମଣି ମିଶ୍ର (୮୨)ଙ୍କ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଶୁକ୍ରବାର ରାତି ୨ଟା ୪୫ ମିନିଟ୍‌ରେ ବନ୍ଧପଡ଼ା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶେଷ ସମୟରେ ତାଙ୍କ ତିନି
Read More...

ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ପାଇଁ ବୁଧବାର ଦିନ ଗୌଡଗୋଠ ହାଇସ୍କୁଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଜିତ ମିଶ୍ରଙ୍କ ସଭାପତିତ୍ୱ ଏବଂ ବିଜ୍ଞାନ ମେଳା ସହସଂଯୋଜକ ତଥା ବନ୍ଧପାଲି
Read More...

ଦ୍ଵିତୀୟ ପର୍ଯ୍ୟାୟ ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ତରୀୟ ସୁନେତ୍ର ଶିବିର ଦ୍ଵିତୀୟ ପର୍ଯ୍ୟାୟ ସୋମବାର ଦେଓଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ଅଜିତ ମିଶ୍ରଙ୍କ ସଭାପତିତ୍ୱରେ ଜିଲ୍ଲା ଚକ୍ଷୁ ବିଶେଷଜ୍ଞ ଡାକ୍ତର
Read More...

ରାତି ହେଲେ ଅନ୍ଧାରରେ ଦେଓଗାଁ ଏଟିଏମ୍ : ଲୋକେ ହଇରାଣ, ମୋବାଇଲ ଲାଇଟରେ ଟଙ୍କା ଉଠାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଏଟିଏମ୍ ଛକରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆର ଏଟିଏମ୍ କାଉଣ୍ଟର ଭିତରର ବଲ ଜଳୁ ନଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ କଡ଼ରେ ତଥା ବଲାଙ୍ଗିର ସଇଁତଳା ରାସ୍ତାରେ ଏହା ଏକମାତ୍ର ଏଟିଏମ୍ କାଉଣ୍ଟର ଥିବାରୁ ରାତିରେ ଏହି ରାସ୍ତାରେ ଯିବା ଆସିବା
Read More...

ପ୍ରେମୀ ଯୁଗଳଙ୍କୁ ଥାନାରେ ବିବାହ କରାଇଲା ଦେଓଗାଁ ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ନା ଥିଲା ସାଙ୍ଗରେ ବରଯାତ୍ରୀ ଗାଡ଼ି ନା ବାଜୁଥିଲା ବେଣ୍ଡ ବାଜା । ହେଲେ ବିବାହ କରିବା ପାଇଁ ବର ଆସିଥିଲା । ଏପଟେ ବରକୁ ଅପେକ୍ଷା କରିଥିବା କନ୍ୟା ହାତରେ ନା ଲାଗିଥିଲା ମେହେନ୍ଦୀ ନା ହୋଇଥିଲା ବଧୁ ବେଶ । ଫୁଲ ମାଲ ଅଦଳବଦଳ କରାଯାଇ ଥାନାରେ ବିବାହ
Read More...

ଷଡ଼ ବଂଶୀୟ ଗୋଁଡ଼ ସମାଜ ପକ୍ଷରୁ ସଚେତନତା ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଷଡ଼ ବଂଶୀୟ ଗୋଁଡ଼ ସମାଜ ବିକାଶ ପରିଷଦ ବଲାଙ୍ଗିର ଜିଲ୍ଲା ପକ୍ଷରୁ ଲୋଇସିଂହା ସ୍ଥିତ ମାରୱାଡ଼ି ଧର୍ମଶାଳାରେ ସଂଘର ସଦସ୍ୟ ବିରବର ଧରୁଆଙ୍କ ସଭାପତିତ୍ୱରେ ଏକ ସାମାଜିକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସମାଜର ପରମ୍ପରା,
Read More...

୭ ଦଫା ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରକାର ସମସ୍ୟା ଥିବାରୁ ଛାତ୍ରଛାତ୍ରୀଙ୍କୁ ଠିକ୍ ଭାବେ ଶିକ୍ଷା ପ୍ରଦାନ କରିବାରେ ଅବହେଳା ହେଉଥିବା ଦେଖିବାକୁ ମିଳିଛି । ଏହାସହ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ସୋମବାର ଦିନ ପଶ୍ଚିମ ଓଡ଼ିଶା ସେବା ସଂଗଠନର ଦେଓଗାଁ
Read More...

ସାବଧାନ : ଦେଓଗାଁ ଅଞ୍ଚଳରେ ଘୁରି ବୁଲୁଛି ବାଇକ୍ ଚୋର, ଗୋଟିଏ ସପ୍ତାହରେ ଲୁଟି ନେଲେ ୨ ବାଇକ୍

ଦେଓଗାଁ, (ମନୀଷ କୁମାର ସାହୁ) : ପାର୍ବଣ ଋତୁରେ ଚାରିପଟରେ ଗହଲି ଲାଗିଥିବା ବେଳେ ଦେଓଗାଁ ଥାନା ଅଂଚଳରେ ଲୁଟେରାଙ୍କ ଗହଳି ବି ଲାଗି ରହିଛି । କେଉଁ ଯାତ୍ରାରୁ ପର୍ସ ମାରି ନେଇଛନ୍ତି ତ ପୁଣି କେଉଁଠୁ ବାଇକ୍ ଲୁଟି ନେଇଥିବାର ଘଟଣା ସାମ୍ନାକୁ ଆସିଛି । ଏପରି କି ଗୋଟିଏ ସପ୍ତାହରେ ଦୁଇଟି
Read More...

ବଡ଼ଡୁଙ୍ଗୁରୀପାଲିରେ ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ପଞ୍ଚାୟତ ବଡ଼ଡୁଙ୍ଗୁରୀପାଲି ଗାଁର ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ରବିବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୬ ତାରିଖ ବୁଧବାର ଦିନ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପରେ ଶ୍ରୀମତୀ ସୀତା ଯୋଶୀଙ୍କ
Read More...

ତୃତୀୟ ଦିବସରେ କଛାରପାଲି ଗଜଲକ୍ଷ୍ମୀ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ା ପ୍ରଗତି ଯୁବକ ସଂଘ ପକ୍ଷରୁ ୯ମ ଗଜଲକ୍ଷ୍ମୀ ପୂଜା ପାଇଁ ଆଜି ତୃତୀୟ ଦିବସରେ ପହଞ୍ଚିଛି । ଶନିବାର ଦିନ କଳସ ଶୋଭାଯାତ୍ରା ପରେ ରବିବାର ଦିନ ପୂଜାରମ୍ଭ ହୋଇ ପ୍ରତ୍ୟହ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ହୋଇଆସୁଛି । ପ୍ରଥମ ଦିନ
Read More...