Browsing Tag

deogaon news

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଡଙ୍ଗରପଡା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
Read More...

ଦେଓଗାଁ ବ୍ଲକର ୩ଟି ଗାଁରେ ପାନୀୟ ଜଳ ଯୋଗାଣର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଅପରାହ୍ନରେ ଦେଓଗାଁ ବ୍ଲକ କୁତୁର୍ଲା, ଲଣ୍ଡାପଥର ଏବଂ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ନରସିଂହ ମିଶ୍ର । ଅପରାହ୍ନ ୫ଟାରେ କୁତୁର୍ଲା ପଞ୍ଚାୟତ ପରିସରରେ ବସି ଦେଓଗାଁ ବ୍ଲକ କୁତୁର୍ଲା
Read More...

ସପ୍ତାହ ବ୍ୟାପୀ ବନ ମହୋତ୍ସବ ଅବସରରେ ଅନାଥ ଆଶ୍ରମରେ ବୃକ୍ଷ ରୋପଣ ସହ ଚିତ୍ରକଳା ପ୍ରଦର୍ଶନୀ

ଦେଓଗାଁ, (ମନୀଷ କୁମାର ସାହୁ) : ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳନ ହେଉଥିବା ବେଳେ ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ଅଭିନବ ଉପାୟରେ ପାଳନ କରୁଛନ୍ତି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ତତ୍ତ୍ୱାବଧାନରେ ଥିବା ଅନାଥ ଆଶ୍ରମରେ କୁନିକୁନି
Read More...

ଜରାସିଂହା ବୁଢ଼ିଆଈ ଦେବୀଙ୍କ କାଦୋଯାତ୍ରା ଉଦ୍‌ଯାପିତ

ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବୁଢ଼ିଆଈ ଦେବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ିଆଈ ଯାତ୍ରା ବା କାଦୋଯାତ୍ରା ସୋମବାର ଉଦ୍‌ଯାପିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସୋମବାର ୧୧ଟା ସମୟରେ
Read More...

୨୨ମାସ ପରେ ପୂରଣ ହେଲା ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀ ପଦବୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ମମତା ମହାଡ଼ିକ ଯୋଗଦାନ କରିଛନ୍ତି । ତାଙ୍କୁ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟରେ ବିଆର୍‌ସିସି ଅଜିତ ମିଶ୍ର, ଏବିଇଓ କବିରାଜ ମାଝୀ ସହ ଶିକ୍ଷା
Read More...

ଜରାସିଂହା ବୁଢ଼ିଆଈ ଯାତ୍ରା ଆଜି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ଅନୁ‌ଷ୍ଠିତ ହେଉଥିବା ଐତିହାସିକ ବୁଢ଼ିଆଈ ଯାତ୍ରା ଗତ ଶନିବାର ଦିନ ଗୋରସ ରୋକା ହେବା ସହ ମନ୍ଦିରରେ ପୂଜା ଆରମ୍ଭ ହୋଇଥିଲା । ଶନିବାର ଦିନ ଗାଁର ସମସ୍ତ ଶ୍ରଦ୍ଧାଳୁ ନିଜ ନିଜ ଘରୁ ଗୋରସ ଆଣିବା ପର ବୁଢ଼ୀଆଇ ମନ୍ଦିରରେ
Read More...

ଅଭିନବ ଶ୍ରୀକ୍ଷେତ୍ର ମୁରସିଂହ ଶ୍ରୀମନ୍ଦିର ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମୁରସିଂହରେ ଶ୍ରୀକ୍ଷେତ୍ର ପୁରୀ ପରଂପରା ଚାଲି ଆସିଥିବା ରଥଯାତ୍ରା ରବିବାର ବିଲମ୍ବିତ ରାତିରେ ସମାପ୍ତ ହୋଇଯାଇଛି । ଗତ ୨୦ ତାରିଖ ରଥ ଦ୍ବିତୀୟ ଦିନଠାରୁ ରଥ ଟଣା ହୋଇ କୁତୁର୍ଲା ଆମ୍ବପାଲିରେ ମାଉସୀ ମା' ଘରେ ରହିଥିଲେ ଶ୍ରୀ ଜଗନ୍ନାଥ ।
Read More...

ଅର୍ଜୁନପୁର ହାଇସ୍କୁଲରେ ହିନ୍ଦୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟ ସାମ୍ନାରେ ହିନ୍ଦୀ ଶିକ୍ଷକ ଡିଙ୍ଗର ରାଉତଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କର ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା ।
Read More...

କେଜିବିଭି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ପୋନିସୁଗର କଲୋନି ସ୍ଥିତ କସ୍ତୁରବା କାନ୍ଧୀ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ବ୍ଲକର ଏବିଇଓ ତଥା ବିଆର୍‌ସିସି ଅଜିତ ମିଶ୍ର ମୁଖ୍ୟ ଅତିଥି
Read More...

ତୁ ତୁ ମେ ମେରେ ଶେଷ ହେଲା ଦେଓଗାଁ ପଞ୍ଚାୟତ ସମିତି ବୈଠକ

ସଭାରେ ଅଧ୍ୟକ୍ଷଙ୍କ ଅପବ୍ୟବହାର ଯୋଗୁଁ ବୈଠକ ଘଣ୍ଟାଏ ବନ୍ଦଠିକା କାମକୁ ନେଇ ସମିତି ସଭ୍ୟ - ସରପଞ୍ଚ ଟଣା ଓଟରା ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟାରେ ଦେଓଗାଁ ବ୍ଲକ ସଭା କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ
Read More...