Browsing Tag

bhabanipatana news

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ

ଭବାନୀପାଟଣା, (ହେମନ୍ତ ସାହୁ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଗିରଫ ହେଲେ ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଆଶୁତୋଷ ମିଶ୍ର । ସୂଚନା ଅନୁସାରେ ଗତ ୩ ତାରିଖରେ ପୂର୍ବତନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଫାଣ୍ଡି ଏଏସ୍‌ଆଇ ମଳୟ ରଣାଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ
Read More...

ସରିଆଁ କ୍ଲଷ୍ଟର୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟର୍ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପିଲାଙ୍କ ନାମଲେଖା, ଇ-ଅଭିଭାବକ-ଶିକ୍ଷକ ସମ୍ମିଳନୀ, ଅନ୍‌ଲାଇନ୍
Read More...

ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ କଳାହାଣ୍ଡିର କବି

ଭବାନୀପାଟଣା, (ହେମ‌ନ୍ତ ସାହୁ) : କବି ଓ କବିତାକୁ ନେଇ ମାର୍ଚ୍ଚ ୨୧ ତାରିଖ ବିଶ୍ୱ କବିତା ଦିବସ ଅବସରରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଚାଇନାରୁ ସେନ-ଶିଉ-ଚେନ, କିଟି ସୁ, ତାଇୱାନରୁ ମିୟୁ ଇତୁ, ଭିଏତନାମରୁ ଡେଙ୍ଗ ଥେନ, ଆମେରିକାରୁ ମିହୋ ନୋନାକା, ଜାପାନରୁ
Read More...

ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ଫିଟ ଇଣ୍ଡିଆ ସମ୍ବର୍ଦ୍ଧନା ସମାରୋହ

ଭବାନୀପାଟଣା, (ହେମ‌ନ୍ତ ସାହୁ) : ସ୍ୱାସ୍ଥ୍ୟ ମଣିଷର ସବୁଠୁ ଦାମିକିଆ ସମ୍ପତ୍ତି । ଉତ୍ତମ ସ୍ୱାସ୍ଥ୍ୟ ବିନା ମଣିଷର ସର୍ବାଙ୍ଗୀନ ବିକାଶ ସମ୍ଭବ ନୁହେଁ । ତେବେ ଫିଟ ଇଣ୍ଡିଆ କାର୍ୟ୍ୟକ୍ରମ କିଶୋର ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଏକ ମାଇଲଖୁଣ୍ଟ ବୋଲି ଫିଟ ଇଣ୍ଡିଆ ସମ୍ବର୍ଦ୍ଧନା
Read More...