Browsing Tag

bargarh news

କୋସଲି ମାଧ୍ୟମରେ ପାଠ ଦାବୀରେ ୮ରୁ ନୀରବ ସତ୍ୟାଗ୍ରହ

ବରଗଡ଼, (କେପିଏନ୍‌ଏସ୍‌) : ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରକୁ ତାର ମାତୃଭାଷାରେ ଶିକ୍ଷା ଦେବା ପାଇଁ ଆଇନ ବନିଛି । ବର୍ତମାନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ଓଡିଆ ମାଧ୍ୟମ ଶିକ୍ଷା ଚାଲିଛି । ଏହି ନୁଆ ଶିକ୍ଷା ନୀତ ଅନୁସାରେ କିନ୍ତୁ ପଶ୍ଚିମ ଓଡିଶାର ଛାତ୍ରଂକୁ ତାଂକ ମାତୃଭାଷା
Read More...

ସମ୍ବିଧାନ ସୁରକ୍ଷା ମଞ୍ଚ ଓ ହସ୍ପିଟାଲ ବଞ୍ଚାଅ ଅଭିଯାନ ବରଗଡ଼ ପକ୍ଷରୁ ଉଠିଲା ସ୍ୱର

ବରଗଡ଼, (ଗୋପୀନାଥ ସାହୁ) : ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆବଶ୍ୟକ ପରିମାଣର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ତଥା ଅନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ ଦାବୀରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ମଞ୍ଚର ଆବାହକ ଭବାନୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ନାଗରିକ
Read More...

ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବରଗଡ଼ ବ୍ଲକ-୪, ବରଗଡ଼ ଟାଉନ -୨୮, ବରପାଲି ବ୍ଲକ -୩, ବରପାଲି ଏନ୍‌ଏସି. -୮, ବିଜେପୁର ବ୍ଲକ-୧, ଭଟଲି ବ୍ଲକ -୨, ଅତାବିରା ବ୍ଲକ -୨, ଅତାବିରା ଏନ୍‌ଏସି.-୫,
Read More...

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ଗୋପୀନାଥ ସାହୁ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଉଛି। ଏହି କ୍ରମରେ ଆଜି ବରଗଡ଼ର ସାମ୍ବାଦିକ ରମଣୀ ରଂଜନ ବେହେରାଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିକଟ ଅତୀତରେ ଶ୍ରୀ ବେହେରା
Read More...

ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଲିତ ଆନୁକୂଲ୍ୟରେ ଅଗଷ୍ଟ ୩୦ ରବିବାର ସନ୍ଧ୍ୟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି । ମଞ୍ଚ କଳାକାର ଆଦିତ୍ୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ସେପ୍ଟେମ୍ବର ୨୯ରେ କୋସଲି ସଂସ୍କୃତି ଦିନ : କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ ନେଇ ଅନଲାଇନ ପ୍ରସ୍ତୁତି ବୈଠକ

ବରଗଡ଼, (କେପିଏନ୍‌ଏସ୍‌) : ରବିବାର ଅପରାହ୍ନରେ କୋସଲି ମହାପୁରୁଷମାନଂକ ଜୟନ୍ତୀ ପାଳନ କରିବା ପାଇଁ ଅନଲାଇନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକକୁ ଲାଲଚନ ବଗର୍ତି ସଂଜୋଜନା କରିଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ ଯୋଗ ଦେଇଥିଲେ ।
Read More...

ଅନଲାଇନ ନୁଆଁଖାଇ ଭେଟଘାଟ୍

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୩୦ ରବିବାର ସନ୍ଧ୍ୟା ୫ଟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ହେବ । ଏଥିରେ ସାମିଲ ହେବା ପାଇଁ ଗୁଗୁଲ ମିଟ୍ ଏପ୍ଲିକେଶନ ଡାଉନଲୋଡ କରିବାକୁ ପଡିବ । କେମିତି ଡାଉନଲୋଡ କରିବେ ଓ
Read More...

ମିଳିଲା ଶିଶୁ କନ୍ୟାର ମୃତ ଦେହ

ବରଗଡ଼, (ଗୋପୀନାଥ ସାହୁ) : ଜାମୁର୍ଡା ସରଲା ରାସ୍ତାରେ ଦନ୍ତା ନଦୀରେ ଜଣେ ୬ ବର୍ଷର ବାଳିକା ଅସାବଧାନତା ଯୋଗୁଁ ଖସି ପଡିଥିଲା । ଗତକାଲି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖି ରାତି ପର୍ୟ୍ୟନ୍ତ ଅଗ୍ନିଶମ ବିଭାଗ ଦ୍ୱାରା ସନ୍ଧାନ ଖବର ମିଳିଲା ନଥିଲା ! ନଦୀର ଜଳ ସ୍ତର ହ୍ରାସ ପାଇବା ପରେ
Read More...

ପାଣିରେ ଭାସିଗଲା ୪ବର୍ଷର ଶିଶୁ କନ୍ୟା

ବରଗଡ଼, (ଗୋପୀନାଥ ସାହୁ) : ସେଲ୍‌ଫି ନେବା ପଡ଼ିଲା ମହଙ୍ଗା । ସେଲ୍‌ଫି ନେବା ସମୟରେ ବରଗଡ଼ ବ୍ଲକ ସରଲା ଦନ୍ତାନଦୀରେ ପଡ଼ି ନିଖୋଜ ହେଲେ ୪ ବର୍ଷ ଛୋଟ ଝିଅ । ପ୍ରାପ୍ତସୂଚନାରୁ ଜଣାଯାଏ, ଜଣେ ବ୍ୟକ୍ତି ନଈ ବଢ଼ି ଦେଖାଇବା ପାଇଁ ନେଇ ଯାଇଥିଲେ ଝିଅକୁ ଦନ୍ତାନଦୀ । ସମ୍ପୃକ୍ତ ବ୍ୟକ୍ତିଙ୍କର
Read More...

“କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ୍‌ ଓ କବିତା ଆସର

ଗାଇସିଲାଟ, (ଦିଲିପ କୁମାର ସରାପ) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫିରୋଜ କୁମାର ପଟେଲ । ଦିଲିପ କୁମାର ସରାପଙ୍କ ସଂପାଦନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...