ଅନଲାଇନ ନୁଆଁଖାଇ ଭେଟଘାଟ୍

ଗାଇସିଲେଟ, (କେପିଏନ୍‌ଏସ୍‌) : କୋଶଲ ଭାରତୀ ଓ କୋଶଲ ମାଟି ଫେସବୁକ ପେଜ୍ ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୩୦ ରବିବାର ସନ୍ଧ୍ୟା ୫ଟାରେ ଅନଲାଇନ ନୁଆଁଖାଇ ଭେଟଘାଟ୍ ହେବ । ଏଥିରେ ସାମିଲ ହେବା ପାଇଁ ଗୁଗୁଲ ମିଟ୍ ଏପ୍ଲିକେଶନ ଡାଉନଲୋଡ କରିବାକୁ ପଡିବ । କେମିତି ଡାଉନଲୋଡ କରିବେ ଓ ବ୍ୟବହାର କରିବେ ତାର ଭିଡିଓ ମଧ୍ୟ କରାଯାଇଛି ଦେଖି ଶିଖନ୍ତୁ । ଅନଲାଇନ ମାଧ୍ୟମରେ ହେଉଥିବା ରୁ ଆପଣମାନଙ୍କ ସୁବିଧା ପାଇଁ ଆଜି ଶନିବାର ଅପରାହ୍ନ ୨ଟା ରେ ଟ୍ରାଏଲ କରାଯିବ । ତେଣୁ ଆପଣ ମାନେ କାଲି ଜଏନ କରନ୍ତୁ ,ଯେଉଁ ମାନଙ୍କ ଅସୁବିଧା ହେବ ସେମାନଙ୍କୁ ସହାୟତା କରାଯିବ ।
ଏହି ଲିଙ୍କ ବ୍ୟବହାର କରି joining request ପଠାନ୍ତୁ -https://meet.google.com/uok-hhdr-eme

Leave A Reply

Your email address will not be published.