ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ

ବରଗଡ଼, (ଗୋପୀନାଥ ସାହୁ) : ଆଜି ବରଗଡ଼ ଜିଲ୍ଲାରେ ୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବରଗଡ଼ ବ୍ଲକ-୪, ବରଗଡ଼ ଟାଉନ -୨୮, ବରପାଲି ବ୍ଲକ -୩, ବରପାଲି ଏନ୍‌ଏସି. -୮, ବିଜେପୁର ବ୍ଲକ-୧, ଭଟଲି ବ୍ଲକ -୨, ଅତାବିରା ବ୍ଲକ -୨, ଅତାବିରା ଏନ୍‌ଏସି.-୫, ଅମ୍ବାଭନା ବ୍ଲକ -୮ ଜଣଙ୍କ ପଜିଟିଭ ବାହାରିଥିବା କୁହାଯାଇଛି ।

Leave A Reply

Your email address will not be published.