Browsing Tag

bargarh news

ଆମ ଆଦମୀ ପାର୍ଟିର ସ୍ଥାପନା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ୨୦୧୧ ମସିହାରେ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଆମ ଆଦମୀ ପାର୍ଟି ୨୬ ନଭେମ୍ବର ୨୦୧୨ ମସିହାରେ ସ୍ଥାପନା ହୋଇଥିଲା । ସାରା ଦେଶରେ ପାର୍ଟିର କାର୍ୟ୍ୟକର୍ତାମାନେ ଏହି ଦିବସ ପାଳନ କରୁଥିବା ବେଳେ ବରଗଡ଼ରେ ମଧ୍ୟ ଏହି ସ୍ଥାପନା ଦିବସକୁ ସଂକଳ୍ପ
Read More...

ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଅଜିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଏକ ପ୍ରେସ ବିବୃତିରେ ଦର୍ଶାଇଛନ୍ତି । ସୂଚନା
Read More...

ବରଗଡ଼ ଭଟଲି ଛକ ନିକଟରେ ବାଘ ଛାଲ, ନଖ ଜବତ : ୩ ଅଟକ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ସଦର ମହକୁମା ଭଟଲି ଛକ ନିକଟରେ ବାଘ ଛାଲ ଓ ନଖ ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ ଦ୍ୱାରା ଚଢ଼ାଉ କରାଯାଇ ଗୋଟିଏ ଚିତା ବାଘର ଛାଲ,୧୧ଟି ନଖ ଓ ୪ଟି ଦାନ୍ତ ଜବତ୍ କରିବା ସହ ୩ ଜଣକୁ ଅଟକ ରଖି ପଚରା ଉଚରା
Read More...

କଠିନ ବର୍ଜ୍ୟବସ୍ତୁ ପରିଚାଳନରେ ବରଗଡ଼ ପୌର ପରିଷଦ ବିଫଳ

ବରଗଡ଼, (ସତ୍ୟନାରାୟଣ ପଧାନ) : ମଇଳା ଆବର୍ଜନାର ପାହାଡ଼ ତାହା ପୁଣି ୪୦ ଫୁଟ ଉଚ୍ଚ ! ଦେଖିଲେ ବିଶ୍ୱାସ ହେବନି, କିନ୍ତୁ ସତ । ବରଗଡ ପୋୖର ପରିଷଦ ଅଧୀନରେ ଥିବା ଡମ୍ପିଙ୍ଗୟାଡ଼ ଏବେ ସବୁ ସୀମା ଟପି ସମ୍ପୂର୍ଣ୍ଣ ଆବର୍ଜନାମୟ ହୋଇ ସାରିଛି । ରବିବାର ଏହି କୁତ୍ରିମ ଆବର୍ଜନା ପାହାଡରେ ନିଆଁ
Read More...

ନିଷ୍ଠା ପରିବାର ଦ୍ୱାରା ପୁଣି ଅଲୋଡା ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମା’ ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ ମାଷ୍ଟର ଟିକ୍ରାର ଜଣେ ଭାଇ ନିଷ୍ଠା ପରିବାରକୁ ଫୋନ ଯୋଗେ ଜଣାଇଲେ, ଜଣେ ୬୫ ବର୍ଷର ବୃଦ୍ଧା ତାଙ୍କ ପଡାର ରୋଡ ସାଇଟରେ ଦୀର୍ଘ ପାଞ୍ଚ ଦିନ ଧରି ଅଛନ୍ତି । ନିଷ୍ଠା ପହଞ୍ଚିଥିଲା ଘଟଣାସ୍ଥଳକୁ । ବୁଝାବୁଝି କଲା ପରେ ଜଣାପଡ଼ିଥିଲା ଯେ ମାଉସୀଙ୍କ ନାଁ
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋମବାର ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ବର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ବେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା
Read More...

ଭାରତ ବନ୍ଦରେ ସାମିଲ୍‌ ହେବ ଜିଲ୍ଲା କଂଗ୍ରେସ

ବରଗଡ଼, (ସତ୍ୟ ନାରାୟଣ ପଧାନ) : ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଭଳି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଚଳିତ ମାସ ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦକୁ ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମର୍ଥନ
Read More...

ପଞ୍ଚାୟତ କଲେଜ୍ ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପଧାନ) : ୬ ଦଫା ଦାବୀରେ ବରଗଡ଼ ପଞ୍ଚାୟତ କଲେଜ୍ କମ୍ପୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଲଫ ଫାଇନାନ୍ସ ପାଠ୍ୟକ୍ରମରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏ ପର୍ୟ୍ୟନ୍ତ
Read More...

ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ଦେହା‌ନ୍ତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୈଲସୁତା ଦାଶଙ୍କ ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି । ଜଣେ ଧର୍ମ ପରାୟଣ ମହିଳା ଥିଲେ ସେ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ସମସ୍‌ସ୍ତଙ୍‌ଙ୍କ ପ୍ରିୟ ଭାଜନ
Read More...

ସାଂସଦଙ୍କ ଗୋପାଳ ଗୋଶାଳା ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ପବିତ୍ର ଗୋକୁଳାଷ୍ଟମୀ ଅବସରରେ ବରଗଡ଼ ସହର ସ୍ଥିତ ଗୋପାଳ ଗୋଶାଳା ପରିଦର୍ଶନ କରି ଗୋମାତାଙ୍କୁ ଦାନା ଖୁଆଇ ଥିଲେ । ପରେ ଗୋଶାଳାରେ ପକ୍ଷରୁ ଆୟୋଜିତ ହେଉଥିବା ଗୋକୁଳାଷ୍ଟମୀ ଉତ୍ସବରେ ଯୋଗଦାନ କରିଥିଲେ । ଏଠାରେ
Read More...