Browsing Tag

balangir news

ରକ୍ତଦାନ କରି ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ଯୁବ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସରକାରୀ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀ ଜୀଙ୍କ ତିରୋଧାନ ଦିବସ ଅବସରରେ ଏବଂ ଜମ୍ମୁ କାଶ୍ମୀର ସ୍ଥିତ ପହଲଗାମଠାରେ
Read More...

ଚିନ୍ମୟ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲଡୁଆ ଛାତ୍ର ନେତା ଚିନ୍ମୟ ବେହେରା ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଓଡିଶା ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଛୁନ୍ନୁ ସିଂହ, ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ବଲାଙ୍ଗିର ଜିଲ୍ଲା ଛାତ୍ର
Read More...

୮ ଦଫା ଦାବି ନେଇ ଡ. ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଡ. ମୁକେଶ ମହାଲିଙ୍ଗଙ୍କ ସହ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହିସ୍ପିଟାଲରେ ପ୍ରତିଦିନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବଲାଙ୍ଗିର
Read More...

କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କଲେ ଉପଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଛାତ୍ରଛାତ୍ରୀମାନଙ୍କୁ ବଲାଙ୍ଗିର ଜିଲ୍ଲାର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି ।
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କମାଲ୍‌ କଲା ଯୁବୋଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କମାଲ୍‌ କରିଛି ଯୁବୋଦୟ । ବଲାଙ୍ଗିର ଜିଲ୍ଲା ସ୍ଥିତ ଯୁବୋଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ । ସମଗ୍ର ଓଡ଼ିଶାରେ ଶତ ପ୍ରତିଶତ ପାସ୍ ହାର ରଖିଥିବା ଶିକ୍ଷାନୁଷ୍ଠାନ ମାନଙ୍କ ମଧ୍ୟରେ ଯୁବୋଦୟ ସ୍ଥାନ ପାଇଛି । ଏହି
Read More...

ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜ ପୁଇଁତଲାର ସଫଳତାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ପରୀକ୍ଷା ଫଳକୁ ନେଇ ଖୁସିର ଲହରୀ ଖେଳିଯାଇଛି । ମୋଟ ପାସ ହାର ୯୯% ଥିବାବେଳେ ୫ଜଣ ଛାତ୍ରୀ ୮୦%ରୁ ଅଧିକ ମାର୍କ ରଖିଛନ୍ତି । ୧୦ ଜଣ
Read More...

ବଲାଙ୍ଗିର ସହରରେ କାଳ ବୈଶାଖୀର ତାଣ୍ଡବ : ରାସ୍ତାକଡ଼ର ଗଛ ପଡ଼ି ଗୁଡ଼ାଏ ବାଇକ କ୍ଷତିଗ୍ରସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଜୋର୍‌ରେ ପବନ, ବର୍ଷା ସହ ଘଡ଼ଘଡ଼ି ଲାଗିରହିଥିଲା ।ଯାହାଫଳରେ ବଲାଙ୍ଗିର ସହରର ବଲାଙ୍ଗିର-ସମ୍ବଲପୁର ରୋଡ଼ ସ୍ଥିତ ପଟେଲ ନର୍ସିଂହୋମ ନିକଟରେ ଏକ ବିରାଟକାୟ ଲିମ୍ବଗଛ ଭାଙ୍ଗି ତଳେଥିବା ବାଇକ ଉପରେ
Read More...

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜେନ୍ଦ୍ର କଲେଜର ଟପ୍ପର ହେଲେ ଅନୁରାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ରାଜେନ୍ଦ୍ର କଲେଜର ଅନୁରାଗ ପାଣିଗ୍ରାହୀ ୫୬୧ ମାର୍କ ଆଣି ଟପ୍ପର ହୋଇଛନ୍ତି । ଅନୁରାଗ ରାଜେନ୍ଦ୍ର କଲେଜ ସହ ବଲାଙ୍ଗିର ସହରର ଡିଏନଏ କୋଚିଙ୍ଗରେ ପାଠ ପଢନ୍ତି । ତାଙ୍କର ଏହି ସଫଳତା ପାଇଁ ଚାରି
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ଗାଲକ୍ସିର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ଆଉ ଏହି ଯୁକ୍ତ ଦୁଇ କଳା ପରୀକ୍ଷାରେ ବଲାଙ୍ଗିର ଗାଲକ୍ସିର ସଫଳତା ଦେଖିବାକୁ ମିଳିଛି । ଗାଲକ୍ସିର ଛାତ୍ର ଅଜିତ ପଧାନ ୪୯୭ ମାର୍କ ଆଣି ଗାଲକ୍ସିର ଟପ୍ପର ହୋଇପାରିଥିବା ବେଳେ ଦୁଇ ଜଣ ଛାତ୍ରୀ ଆରତୀ
Read More...

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି ।
Read More...