ପୂଜାମଣ୍ଡପ (ଗାନ୍ଧୀ ପାଠାଗାର) ଟିକ୍ରାପଡାରେ ଶ୍ରୀ ଗୁଣ୍ଡିଚା ଯାତ୍ରାର ୫୦ତମ ବର୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଟିକ୍ରାପଡା ପୂଜାମଣ୍ଡପ, ଗାନ୍ଧୀ ପାଠାଗାରରେ ଚଳିତ ଗୁଣ୍ଡିଚା ଯାତ୍ରାର ୫୦ତମ ବର୍ଷ ପାଳନ ମହାସମାରୋହରେ ପାଳନ କରାଯିବାକୁ ପାଠାଗାର ସଭାପତି ପ୍ରକାଶ କୁମାର ନେପାକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ!-->…
Read More...
Read More...