Browsing Tag

agalpur news

କୋଟି କୋଟି ଟଙ୍କାର ସରକାରୀ କୋଠା ପାଲଟିଛି ଏବେ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ କାର୍ୟ୍ୟାଳୟର କର୍ମଚାରୀମାନଙ୍କ ରହିବା ପାଇଁ ବାସଗୃହ ସରକାର ପାଞ୍ଚ କି ଦଶ ଲକ୍ଷ ନୁହେଁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଠିକାଦାରମାନଙ୍କ ଦ୍ୱାରା କାମକଲେ । କିନ୍ତୁ କାମ ସରିଗଲା ପରେ କାମରେ ଲାଗୁନାହିଁ ଏହି ସରକାରୀ କୋଠା ।
Read More...

ସମଗ୍ର ଆଗଲପୁର ଅଞ୍ଚଳରେ ପୁଅ ଜିଉଁତିଆ

ଆଗଲପୁର, (ଦେବାଶିଷ ପଧାନ) : ପୁଅ ମାନଙ୍କ ଦୀର୍ଘାୟୁ କାମନା କରି ମାଆ ମାନେ ଭକ୍ତିଭାବ ରଖି ପୁଅ ଜିଉଁତିଆ ପର୍ବ ପାଳନ କରିଥିଲେ । ଗତକାଲି ଖାଦ୍ୟ ଗ୍ରହଣ ନକରି ନିର୍ଜଳା ଉପବାସ ରହି ସମଗ୍ର ଆଗଲପୁର ରିନବଚନ, ସାଲେଭଟା, ଡୁଡୁକାରେ ପର୍ବ ପାଳନ ପାଇଁ ଥାଳିରେ ଅରୁଆ ଚାଉଳ ଦୁବ ବେଳପତ୍ର
Read More...

ଆଗଲପୁର ଅଞ୍ଚଳର ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ ପାଇଁ ଦାବୀ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ତହସିଲ ଅଞ୍ଚଳରେ ଲଗାଣ ବର୍ଷାରେ ଅନେକ ଘରଦ୍ଵାର ଭାଙ୍ଗିଗଲା । ନଦୀନାଳମାନଙ୍କର ବନ୍ୟାପାଣିରେ ଅନେକ ଧାନଚାଷ ନଷ୍ଟହୋଇଗଲା ଓ ସମ୍ପୂର୍ଣ ଭାବରେ ଚାଷୀମାନଙ୍କ ଜମିରେ ବାଲିଚର ମାଡ଼ିଗଲା । କ୍ଷୟକ୍ଷତି ଆକଳନ କରିବା ପାଇଁ ସ୍ଥାନୀୟ
Read More...

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପାଲଟିଛି ଉଦ୍ୟାନ ବିଭାଗ କାର୍ୟ୍ୟାଳୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉଦ୍ୟାନ ବିଭାଗର କାର୍ୟ୍ୟାଳୟ ପରିସର ଏବେ ନିଶାଖୋର ବ୍ୟକ୍ତିମାନଙ୍କ ଆଡ୍ଡା ପାଲଟିଛି । ନିର୍ମାଣ କାମ ସାରିବାର ପ୍ରାୟ ୨ ବର୍ଷରୁ ଅଧିକ ସମୟ ହୋଇଗଲାଣି, କିନ୍ତୁ ଯେତେବେଳେ ଗଲେ କାର୍ୟ୍ୟାଳୟରେ ତାଲା ପଡିଛି । ଏହି
Read More...

ଆଗଲପୁର-ସାଲେଭଟା ରାସ୍ତା ପାଲଟିଛି ମରଣ ଯନ୍ତା

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ଠାରୁ ସାଲେଭଟା ୨୬ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିଥିବା ରାସ୍ତାକୁ ମରାମତି କରାଯାଉନାହିଁ । ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକେ ବ୍ଲକ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ. ବ୍ୟାଙ୍କ ତଥା ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବା ଆସିବା କରୁଥିବା
Read More...

ଆଗଲପୁର ତହସିଲ କାର୍ୟ୍ୟାଳୟରେ ଘରଭଙ୍ଗା ପଲିଥିନ ନେବା ପାଇଁ କୋରନା ନିୟମକୁ ଭାଙ୍ଗି ଲୋକଙ୍କ ଭିଡ

ଆଗଲପୁର, (ଦେବାଶିଷ ପଧାନ) : ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କୋଭିଡ କଟକଣାକୁ ଉଲଂଘନ କରି ଜନସାଧାରଣ ତହସିଲ କାର୍ୟ୍ୟାଳୟ ଓ ପାଖରେ ଥିବା ଆର୍‌ଆଇଙ୍କ କାର୍ୟ୍ୟାଳୟରେ ପ୍ରତିଦିନ ମାର୍କ୍ସ ନ ପିନ୍ଧି ଶହ ଶହ ସଂଖ୍ୟାରେ ଲୋକମାନେ ଭିଡ ଜମାଉ ଥିବାର ଦେଖାଯାଉଛି । କର୍ମଚାରୀମାନେ ମଧ୍ୟ
Read More...

କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କଲେ କୋରନା ଯୋଦ୍ଧା

ଆଗଲପୁର, (ଦେବାଶିଷ ପଧାନ) : କେନ୍ଦ୍ରସରକାର ଓ ରାଜ୍ୟସରକାର କୋଭିଡ୧୯ କୁନେଇ ଅନେକ କଟକଣା ଜାରିକରିଛନ୍ତି । ଉଲଂଘନକାରୀଙ୍କ ବିରୁଦ୍ଧରେ ମଧ୍ୟ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । କିନ୍ତୁ ମହାମାରୀ କୋରନାରେ ଯୋଦ୍ଧା ସାଜିଥିବା ସରକାରୀ କର୍ମଚାରୀ ହିଁ ନିୟମ ଭାଙ୍ଗୁଛନ୍ତି । ବଲାଙ୍ଗୀର
Read More...

ଲଗାଣ ବର୍ଷାରେ ବେହାଲ ଆଗଲପୁର ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ : ଉତ୍ତାଲି ଜୋର ପୋଲ ଉପରେ ବହିଲା ୫ଫୁଟ ର ପାଣି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁରଠାରୁ ଚେରୁପାଲିକୁ ଯାଇଥିବା ରାଜପଥର ଆଗଲପୁର ପୋଲ ଉପରେ ଗତକାଲି ଦିନ ଗୋଟାଏ ପରେ ହଠାତ ପାଣି ବହିବା ଆରମ୍ଭ କରିଥିଲା । ୫ଫୁଟର ପାଣି ଯାଉଥିବାବେଳେ ସନ୍ଧ୍ୟା ବେଳକୁ ପାଣି ୧୦ ଫୁଟ ଉପରେ ରହିଥିବା ଦେଖାଯାଉଥିଲା । ଫଳରେ ରାସ୍ତାର ଉଭୟ
Read More...

ଲଗାଣ ବର୍ଷାରେ ବେହାଲ ଆଗଲପୁର ଅଞ୍ଚଳ : ସମଗ୍ର ଚାଷ ଜମି ସହିତ ଘରଦ୍ଵାର ଜଳମଗ୍ନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକର ସମଗ୍ର ଅଞ୍ଚଳରେ ଦୁଇଦିନ ହେଲା ଭୀଷଣ ଭାବରେ ଲଗାଣ ବର୍ଷା ଜାରିରହିଛି । ଉତାଲି ଜୋରରେ ପାଣି ହଠାତ ବଡ଼ିଯିବାରୁ ରିନବଚନ ଗ୍ରାମର ଅନେକ ଚାଷୀଙ୍କ ଜମିରେ ଧାନଗଛଗୁଡିକ ପାଣିରେ ବୁଡିରହିଥିବାରୁ ଧାନ ନଷ୍ଟ ହେବା ଆଶଙ୍କା କରି
Read More...

ଆଗଲପୁର ଗଡଜାତ ଅମଳର ଫାଣ୍ଡିକୁ ଥାନାର ମାନ୍ୟତା ଓ କୋର୍ଟ ପାଇଁ ଦାବୀପତ୍ର

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଛୁଆ ବ୍ଲକ ଆଗଲପୁରକୁ ରାଜ୍ୟସରକାର ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ଆଣିଛନ୍ତି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗି । ଆଗଲପୁର ଫାଣ୍ଡିକୁ ଥାନା ମାନ୍ୟତା ଓ ଜେଏମ୍ଏଫସି କୋର୍ଟ ପ୍ରତିଷ୍ଠା
Read More...