ଆଜିକୁ ୬ ମାସ ହୋଇଗଲା ନଳକୂପ ଅଚଳ ହୋଇଥିବାରୁ ବିଲରୁ ଗାତ ଖୋଳି ପାଣି ପିଉଛନ୍ତି ଗ୍ରାମବାସୀ
ଆଗଲପୁର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଲି ପଞ୍ଚାୟତର ଚନ୍ଦ୍ରାବାହାଲ ଗ୍ରାମର ସାମାନ୍ୟ କିଛି ଦୂରରେ ୮ଟି ଶବର ପରିବାର ବସବାସ କରୁଛନ୍ତି । ତାଙ୍ଙ୍କ ବସତି ଭିତରେ ରହିଥିବା ନଳକୂପ ଦୀର୍ଘ ୬ ମାସ ହୋଇଗଲା ଅଚଳ ହୋଇ ପଡ଼ିରହିଛି । ଯାହା ଫଳରେ ୮ଟି ଶବର ପରିବାର!-->…
Read More...
Read More...