ଆଗଲପୁର ତହସିଲ କାର୍ୟ୍ୟାଳୟରେ କର୍ମଚାରୀ ଅଭାବ : ହିତାଧିକାରୀ ହନ୍ତସନ୍ତ
ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଠାରେ ଏକ ତହସିଲ କାର୍ୟ୍ୟାଳୟ ଅଛି । କିନ୍ତୁ ତହସିଲ କର୍ମଚାରୀ ଅଭାବ ହେତୁ ବାରମ୍ବାର ଅଚଳାବସ୍ଥା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । କାର୍ୟ୍ୟାଳୟରେ ୫୦ ଜଣ କର୍ମଚାରୀ ବଦଳରେ ବର୍ତମାନ ଅଛନ୍ତି ୧୨ରୁ ୧୫ ଜଣ । ଏହି ସମସ୍ୟା!-->…
Read More...
Read More...