ଉତ୍କଳ ଦିବସ ଅବସରରେ ମାନ୍ୟବର ରା‌ଷ୍ଟ୍ରପତି‌ଙ୍କ ଶୁଭେ‌ଚ୍ଛା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଉତ୍କଳ ଦିବସ ଅବସରରେ ମାନ୍ୟବର ରା‌ଷ୍ଟ୍ରପତି ‌ଟ୍ୱିଟ ମାଧ୍ୟମରେ ଶୁଭେ‌ଚ୍ଛା ଜଣାଇ ଲେଖିଛନ୍ତି ଯେ, ଉତ୍କଳ ଦିବସରେ ସମସ୍ତଙ୍କୁ, ବିଶେଷ କରି ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ । ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଚିରନ୍ତନ ବାର୍ତ୍ତା ଦେଉଥିବା ଏହି ଭୂମିର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ୟ୍ୟ, ସ୍ଥାପତ୍ୟ, ହସ୍ତ କଳା ଓ ନୃତ୍ୟ ପାଇଁ ଏ ଦେଶ ଗର୍ବିତ । ଓଡ଼ିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭକାମନା ।

Leave A Reply

Your email address will not be published.