p purohi

କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କବୟିତ୍ରୀ ଅଞ୍ଜନା ଚାନ୍ଦଙ୍କ ପୁସ୍ତକ ପ୍ରତିଧ୍ୱନିର ଅନ୍ତରାଳେ ଉନ୍ମୋଚିତ ହୋଇଯାଇଛି । ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାର ପରିସରରେ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପୁସ୍ତକ ଉନ୍ମୋଚନ ଉତ୍ସବରେ ପୁସ୍ତକର ପ୍ରକାଶକ ସିଦ୍ଧାର୍ଥ ଗୌତମ ଯୋାୀ, ଅଧ୍ୟାପକ ମୋହନ ସାହୁ, ଅଧ୍ୟାପକ ଝସ କେତନ ସାହୁ, କବୟିତ୍ରୀ ଅଞ୍ଜନା ଚାନ୍ଦ ପ୍ରମୁଖ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ ।

nrusinghnath
Leave A Reply

Your email address will not be published.