କରୋନାରେ ସଂକ୍ରମିତ ହେଲେ ଗୋବିନ୍ଦା

ମୁମ୍ୱାଇ : ବଲିଉଡର ଜଣେ ଆଗ ଧାଡିର ଅଭିନେତା ଗୋବିନ୍ଦା କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ବିଷୟରେ ତା‌ଙ୍କ ପୁଅ ୟଶବର୍ଦ୍ଦନ ଅହୁଜା ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ବାପା କରୋନା ପରୀକ୍ଷା କରାଇଥିଲେ । ଆଉ ରିପୋର୍ଟ ପଜିଟିଭ୍ ଆସିଛି । ଏବେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି ।

Leave A Reply

Your email address will not be published.